ଶୋଇବା ପୂର୍ବରୁ କୁଆଁରୀ ଝିଅମାନେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନହେଲେ ବିବାହରେ ଆସିପାରେ ଅସୁବିଧା

ଆଜିର ସମୟରେ ସବୁ ଝିଅମାନଙ୍କର ସ୍ଵପ ହୋଇଥାଏ କି ଏକ ଠିକ ସମୟ ଆସିବା ପରେ ବିବାହ କରି ଲାଇଫରେ ସେଟେଲ ହୋଇଯିବେ । କିନ୍ତୁ ଏହାଛଡା କେତେ ଥର ଖରାପ ଭାଗ୍ୟ ଚାଲଇଥିବାରୁ ଝିଅମାନଙ୍କର ମନପସନ୍ଦ ପୁଅ ମିଳିନଥାଏ ଏବଂ ସେମାନେ କୁଆଁରୀ ହିଁ ରହିଯାନ୍ତି । ଆମର ସାମୁଦ୍ରିକ ଶାସ୍ତ୍ରରେ ବି କିଛି ଏମିତି କଥା ଅଛି ଯାହା କାରଣରୁ ଝିଅର ବିବାହରେ ପ୍ରଭାବ ପଡିଥାଏ । ଏଥିଭିତରୁ ଗୋଟିଏ ଜିନିଷ ଶୋଇବା ସମୟରେ କୁଆଁରୀ ଝିଅଙ୍କ ଦ୍ଵାରା କରାଯାଉଥିବା କାର୍ଯ୍ୟ ଉପରେ ବି ନିର୍ଭର କରିଥାଏ । ଯେଉଁ ଝିଅ ଶୋଇବା ପୂର୍ବରୁ ଏହି କାମ କରିଥାନ୍ତି ତାଙ୍କ ଭାଗ୍ୟରେ ଦୁଖଃ ହିଁ ରହିଥାଏ ।

ଶୋଇବା ପୂର୍ବରୁ କୁଆଁରୀ ଝିଅମାନେ କରନ୍ତୁ ନାହିଁ ଏହି କାମ

୧ – ଭଗବାନଙ୍କ ଆଡକୁ ଗୋଡ କରି ଶୋଇବା

ଯେତବେଳେ ଆମକୁ ନିଦ ଆସିଥାଏ ତାହେଲେ ଆମେ ଶୀଘ୍ର ଶୋଇବା ପାଇବ ଖଟ ଉପରକୁ ଚାଲିଯାଇଥାଉ । କିନ୍ତୁ ଆମେ କେଉଁ ଦିଗରେ ଶୋଇଛୁ ,କେଉଁ ପ୍ରକାର ଶୋଇଛେ ଏହି ସବୁର ଧ୍ୟାନ ରଖିନଥାଉ । ଏମିତି ହିଁ ଏକ ଜିନିଷ ହେଉଛି ଭଗବାନଙ୍କ ଆଡକୁ ଗୋଡ ଦେଇ ଶୋଇବା । ଆପଣଙ୍କ ଘରେ ଯେଉଁ ଦିଗରେ ମନ୍ଦିର ବା ଭଗବାନଙ୍କ କୌଣସି ଫଟୋ ଅଛି ସେହି ଦିଗକୁ ଗୋଡ କରି କେବେ ହେଲେ ସୋଇବେ ନାହିଁ । ଯେଉଁ ଝିଅ ଏମିତି କରିଥାଏ ଭଗବାନ ତା ଉପରେ ରାଗି ଯାଇଥାନ୍ତି ଏବଂ ତାକୁ ବହୁତ ଦୁଖଃ ଦେଇଥାନ୍ତି ।

୨ -କାହାର ହୃଦୟକୁ ଦୁଖଃ ଦେଇ ଶୋଇବା

ରାତିରେ ଶୋଇବା ପୂର୍ବରୁ କାହା ସହିତ ଝଗଡା କରନ୍ତୁ ନାହିଁ । ଏମିତି କୁହାଯାଇଥାଏ କି ଯଦି ଆପଣ ଶୋଇବା ପୂର୍ବରୁ କାହାର ହୃଦୟକୁ କଷ୍ଟ ଦେଇଥାଅ ତାହେଲେ ଆପଣଙ୍କ ହୃଦୟକୁ ବି ସୁଖ ମିଳିନଥାଏ ଏବଂ ଜଣେ ଭଲ ଜୀବନସାଥୀ ପାଇବା ପାଇଁ ଦୁଖଃ କରିଥାନ୍ତି ।

୩ -ଭଗବାନଙ୍କ ନମସ୍କାର ନକରି ଯିଏ ଶୋଇଥାଏ

କିଛି ଲୋକଙ୍କର ଅଭ୍ୟାସ ହେଇଥାଏ କି ସକାଳେ ଏବଂ ସନ୍ଧ୍ୟାରେ ଭଗବାନଙ୍କୁ ଡାକି ଥାନ୍ତି କିନ୍ତୁ ରାତିରେ ଶୋଇବା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରି ନଥାନ୍ତି । ଯେଉଁ ଝିଅ ଏମିତି କରିଥାଏ ତାକୁ ଜଣେ ଭଲ ଜୀବନସାଥୀ ମିଳିବାରେ ବହୁତ ଅସୁବିଧା ହୋଇଥାଏ । କିଛି ଝିଅଙ୍କୁ ତ ବର ମିଳିଯାଏ କିନ୍ତୁ ବିବାହ ପରେ ସେମାନେ ଖୁସିରେ ରହିପାରନ୍ତି ନାହିଁ ।

୪ -ନିଜର ଲୋକଙ୍କୁ ଶୁଭରାତ୍ରି ନ କହିବା

ଯେଉଁ ଝିଅ ଶୋଇବା ପୂର୍ବରୁ ନିଜ ଘରର ସଦସ୍ୟଙ୍କୁ ଶୁଭରାତ୍ରି କୁହେ ନାହିଁ ବା ତାଙ୍କ ସହିତ କଥା ନ ହୋଇ ଶୋଇପଡେ ତାହେଲେ ତାକୁ ଘରର ଗୁରୁଜନଙ୍କର ଆଶ୍ରିବାଦ ମିଳିନଥାଏ ଯାହା ଆଗକୁ ତା ବିବାହରେ ଅସୁବିଧା ଆଣିପାରେ ।

Leave a Reply

Your email address will not be published. Required fields are marked *