୧୬ବର୍ଷ ବୟସରେ ସୋନୁ ନୀଗମ ଗାଇଥିଲେ ମହାଭାରତର ଟାାଇଟେଲ ସଙ୍ଗ, ଭାଇରାଲ ହେଉଛି ୩୧ବର୍ଷ ପୁରୁଣା ଭିଡ଼ିଓ

କରୋନା ଭାଇରସ କାରଣରୁ ସେଲିବ୍ରେଟି ମାନେ ନିଜ ଘରେ ପୁରୁଣା ଦିନ କଥା ତାଜା କରୁଛନ୍ତି ଓ ସେମାନଙ୍କର ସୋସିଆଲ ମିଡିଆରେ ତାଙ୍କ ଫଟୋ ଓ ଭିଡ଼ିଓ ଦୃତ ଗତିରେ ଭାଇରାଲ ହେଉଛି । ଏହା ଭିତରେ ସୋନୁ ନିଗମ ଙ୍କ ବହୁତ ପୁରୁଣା ଓ ହୁଦୟକୁ ଛୁଆଁଇଲା ଭଳି ଭିଡ଼ିଓ ସାମନାକୁ ଆସିଛି ଯେଉଁଟା ଦୃତ ଗତିରେ ଭାଇରାଲ ହେଉଚି । ଏହି ଭାଇରାଲ ଭିଡିଓ ସୋନୁ ନିଗମ ନିଜେ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି । ଭିଡ଼ିଓ ପାଖା ପାଖି ୩୧ ବର୍ଷ ପୁରୁଣା ଓ ସେତେବେଳେ ୧୬ବର୍ଷ ର ସୋନୁ ନିଗମ ଏହି ଭିଡ଼ିଓ ରେ ଗୀତ ଗାଇ ସମସ୍ତଙ୍କ ମନକୁ ମୋହିଥିଲେ ।

ଭିଡିଓ ଟି ୧୯୮୯ର ଅଟେ, ଆୱାର୍ଡ଼ ଫଙ୍କସନ୍ ରେ ମହାଭାରତ ର ଟାଇ ଟେଲ୍ ଟ୍ରାକ ଗାଇଥିଲେ । ୧୬ବର୍ଷ ର ସୋନୁ ନିଗମ ମହାଭାରତ ର ଟାଇଟଲ ଗାଇବାର ଦେଖି କେହି ବି ଆକୃଷ୍ଟ ହୋଇଯିବେ ତାଙ୍କ ପ୍ରତି । ଏହି ଭିଡ଼ିଓ ସେୟାର କରି ଲେଖିଥିଲେ ତଲକଟୋର ଇଣ୍ଡୋର ଷ୍ଟାଡିୟମରେ ଗାଇଥିବା ପୁରୁଣା ଭିଡ଼ିଓ । ଯୋଉଠି ମୁଁ ମହାଭାରତ ର ଗୀତ ଗାଇଥିଲେ । ଯୋଉଟା ପୁରା ମନେ ପକାଇଥିଲେ । ସେ ସମୟରେ ୟୁଟ୍ୟୁବ ଭଳି ଷ୍ଟ୍ରିମ୍ମିଂ ପ୍ଲାଟ୍ ଫାର୍ମ ନଥିଲା ।

ଆପଣକୁ କହିବାକୁ ଚାହୁଁଛି କି କିଛି ସମୟରୁ ସେ ନିଜ ସ୍ୱର ସହିତ କିଛି ବିବାଦିତ କଥା ପାଇଁ ହେଡ୍ ଲାଇନରେ ଆସିଛନ୍ତି । କୋରୋନା ମହାମାରୀ ଲାଗି ସେ ଦୁବାଇ ରେ ଫସିଛନ୍ତି । ସେ ଏହି ନ୍ୟୁଜ ନିଜେ ଦେଇଥିଲେ । ସେ କହିଲେ କି ସେ ଯଦି ଭାରତକୁ ଆସୁଛନ୍ତି ତ ତାଙ୍କ ପରିବାରକୁ ଓ ପିତାଙ୍କୁ ଅସୁବିଧାରେ ପକାଇ ପାରନ୍ତି । ସେଥିପାଇଁ ସେ ଏବେ ଭାରତ ଆସିବାକୁ ଚାହୁଁନାହାଁନ୍ତି ।

Leave a Reply

Your email address will not be published. Required fields are marked *