57 ବର୍ଷ ପରେ ଆଜି ହେଉଛି ମହାସଂଯୋଗ, ଆଜି ନିଶ୍ଚିନ୍ତ କରନ୍ତୁ ଏହି ଗୋଟେ କାମ

୫୭ ବର୍ଷ ପରେ ୧୪ ଡିସେମ୍ବର ୨୦୨୦ ରେ ସୋମବତୀ ଅମାବାସ୍ୟା ମହା ସଂୟୋଗ । ଏହି ଦିନ ନିଶ୍ଚିତ ରୂପରେ ଏହି କାମ କରିବେ । ପଚାଙ୍ଗ ଅନୁସାରେ ବର୍ଷ ୨୦୨୦ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅମାବାସ୍ୟା ତିଥିକୁ ସୋମବତୀ ଅମାବାସ୍ୟାର ସଯୋଙ୍ଗ ବନୁଛି । ଶାସ୍ତ୍ରରେ ସୋମବତୀ ଅମବାସ୍ୟାର ସଯୋଙ୍ଗ ବହୁତ ଖାସ ମନା ଯାଉଛି ଏହି ଦିନରେ ଲୋକ ନିଜ ପୂର୍ବଜଙ୍କ ଆତ୍ମାର ଶାନ୍ତି ପାଇଁ ପବିତ୍ର ନଦୀରେ ସ୍ନାନ କରି ଦାନ ପୂଣ୍ୟର କାର୍ଯ୍ୟ କରିଥାନ୍ତି ଓ ଏହି ଦିନ ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ ।

ଏହି ଦିନ ଅମାବାସ୍ୟାରେ ସୂର୍ଯ୍ୟ ଗ୍ରହଣ ସହିତ ବହୁତ ଶୁଭ ଯୋଗ ବନୁଛି । ଆଜି ଆମେ ଆପଣଙ୍କୁ ବର୍ଷ ୨୦୨୦ ମାର୍ଗଶିର ଅମାବାସ୍ୟାରେ ବନୁଛି ଶୁଭ ଯୋଗ ଅମାବାସ୍ୟା ତିଥି ପୂଜାର ମୁହୂର୍ତ ପୂଜା ବିଧି ଓ ଏହି ଶୁଭ ମୁହୂର୍ତ ପୂଜା ବିଧି ଓ ଏହି ଶୁଭ ଯୋଗରେ  ପୂଜା କରିବାର କିଛି ସହଜ ଉପାୟ ।

ସୋମବତୀ ଅମାବାସ୍ୟା ଶୁଭ ମୁହୂର୍ତ ୨୦୨୦-

ବର୍ଷ ୨୦୨୦ରେ  ମାର୍ଗଶିର ସୋମବତୀ ଅମାବାସ୍ୟା ୧୪ ଡିସେମ୍ବର ସୋମବାର ଦିନ ପାଳନ ହୋଇବ ।

ଅମାବାସ୍ୟା ତିଥି ପ୍ରାରମ୍ଭ ହେବ ୧୪ ଡିସେମ୍ବର ପ୍ରାତ କାଲ ୧୨ । ୪୪ ମିନିଟରେ ।

ଅମାବାସ୍ୟା ତିଥି ସମାପ୍ତ ହେବ ୧୪ ଡିସେମ୍ବର ରାତ୍ରି ୯।୪୬ ମିନିଟରେ ହେବ ।

ଏହି ବାର ୧୪ ଡିସେମ୍ବର ମାର୍ଗଶୀର୍ଷ ଅମାବାସ୍ୟାରେ ସୋମବତୀ ଅମାବାସ୍ୟା ସଂଯୋଗ ଛଡା ଏହା ପାଖାପାଖି ୫୭ ବର୍ଷ ପରେ ପଞ୍ଚଗ୍ରହୀ ଯୁତି ବନୁଛି ଯେଉଁଥିରେ ବ୍ରୁଶ୍ଚିକ ରାଶିରେ ସୂର୍ଯ୍ୟ, ଚନ୍ଦ୍ର, ବୁଧ, ଶୁକ୍ର, କେତୁର ରହିବ । ସୋମବତୀ ଅମାବାସ୍ୟାରେ ସୂର୍ଯ୍ୟ ଗ୍ରହଣ ରହିବ । ଏହି କାରଣ ଗ୍ରହଣରେ ଦେଖାଦେବ ।


ଜ୍ୟୋତିଷ ଅନୁସାରେ ଏମିତି ସଂଯୋଗ ବହୁତ କମ ଦେଖିବାକୁ ମିଳିଥାଏ ।ସେଥିପାଇଁ ଏମିତିରେ ଏହି ତିଥିର ମହତ୍ଵ ବହୁତ ଅଧିକ ରହିବ । ସୋମବତୀ ଅମାବାସ୍ୟାର ଶୁଭ ଯୋଗରେ ସକାଳୁ ଜଲ୍ଦି ଉଠିକରି ସ୍ନାନ ପରେ ସୁର୍ଜ୍ୟଦେବଙ୍କୁ ଅର୍ଘ୍ୟ ପିତୃଙ୍କୁ ନିମିତ ତର୍ପଣ କରନ୍ତୁ । ସମ୍ଭବ ହେଲେ ସୋମବତୀ ଅମାବାସ୍ୟାର ଉପବାସ କରନ୍ତୁ ଓ କୌଣସି ଗରିବକୁ ଦାନ ଦକ୍ଷିଣା ଦିଅନ୍ତୁ । ସୋମବତୀ ଅମାବାସ୍ୟ ଦିନ ପିପଲ ବୃଖ ପୂଜା ଓ ପରିକ୍ରମା କରିବାର ବିଧନା ରହିଛି ।

ଏହି ଦିନରେ ସୁହାଗନ ମହିଳାଙ୍କ ଦ୍ଵାରା ନିଜ ସ୍ଵାମୀର ଦୀର୍ଘାୟୁ କାମନା କରି ବ୍ରତ ରଖିବାର ବିଧାନ ମଧ୍ୟ ରହିଛି । ଶେଠୀ ପାଇଁ ଆଜିର ଦିନରେ ବ୍ରତ ରଖିକି ପିପଲ ବୃକ୍ଷକୁ ଅର୍ଘ୍ୟ ଦେଇକି ପୁଷ୍ପ, ଅକ୍ଷତ, ଚନ୍ଦନ, ଧୂପ, ଦୀପ ପୂଜା ଅର୍ଚନା କରି ତାର ଚାରି ପାଖରେ ୧୦୮ ଥର ଧାଗା ଗୁଡାଇ ପରିକ୍ରମା କରନ୍ତୁ ଓ ଭଗବାନ ଶିବଙ୍କୁ ଅଖଣ୍ଡ ସୌଭାଗ୍ୟର ବରଦାନ ପ୍ରାପ୍ତ କରନ୍ତୁ । ଧାର୍ମିକ ଦ୍ରୁଷ୍ଟି କୋଣରୁ ଅମାବାସ୍ୟା ତିଥି ବହୁତ ଶୁଭ ହୋଇଥାଏ । ମାନ୍ୟତା ଥାଏକି ଏହି ଦିନରେ ବିଧି ବିଧାନରେ କରା ଯାଉଥିବା ପୂଜନ ଅକ୍ଷୟ ଫଳ ପ୍ରାପ୍ତି ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *