Bollywoodର ଏହି ଅଭିନେତ୍ରୀ ମାନଙ୍କ Real Life ପୁଅମାନେ ବହୁତ Handsome

ବଲୀଉଡ ଗୋଟେ ଏମିତି ଜଗତ ଯେଉଁଠାରେ ଲୋକ ନିଜ ଅଭିନୟ ଓ ସୁନ୍ଦରତା ସାହାଜ୍ଯରେ ରହି ପାରନ୍ତି । ଆପଣ ମାନେ ସମସ୍ତେ ସଲମାନ ଖାନଙ୍କୁ ଜାଣିଥିବେ ସଲମାନ ଖାନ ଏମିତି ଜେନ କଳକାର ଯାହାଙ୍କ ଫ୍ୟାନ୍ସ କେବଳ ଭାରତରେ ନୁହ ତେବେ ବିଦେଶରେ ମଧ୍ୟ ଅଛନ୍ତି ଓ ତାଙ୍କ ଫିଲ୍ମ କେବଳ ତାଙ୍କ ନା ଦ୍ଵାରା ହିଟ ହୋଇଥାଏ । ଦର୍ଶକ ମାନଙ୍କ ମନରେ ଏହା ଆସିଥାଏ ଯେ ସଲମାନ ଖାନ କରିଛନ୍ତି ତା ମାନେ କାହାଣୀ ଭଲ ହୋଇଥିବ ।

ପ୍ରାୟତଃ ଦର୍ଶକ ମାନେ ତାଙ୍କ ଫିଲ୍ମରେ ଆକ୍ସନ ବହୁତ ହୋଇଥାଏ ସେଥିପାଇଁ ଲୋକ ତାଙ୍କ ଫିଲ୍ମ ଦେଖିବା ପ୍ପାସନ୍ଦ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ସଲମାନ ଖାନ ସହ କାମ କରୁଥିବା କିଛି ଅଭିନେତ୍ରୀ ମାନଙ୍କ ହ୍ୟାଣ୍ଡସମ ପୁଅଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ।

Image Courtesy: Google

୧. କରିନା କପୁର ଖାନ :

ଆପଣ ମାନେ ବେବୋ କୁ ଜାଣିଥିବେ ତେବେ କରିନାଙ୍କୁ ବେବୋ ବୋଲି ଦର୍ଶକ ମାନେ ନା ଦେଇଛନ୍ତି, ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ । ତାଙ୍କର ଗୋଟେ ପୁଅ ଅଛନ୍ତି ଯାହା ନାମ ତେମୁର ଅଲି ଖାନ ଅଟେ, ତେମୁର ଦେଖିବାକୁ ବହୁତ ହ୍ୟାଣ୍ଡସମ ଅଟନ୍ତି ଓ ଷ୍ଟାର କିଡ ମାନଙ୍କ ମଧ୍ୟରେ ସବୁଠାରୁ ଫେମସ ଅଟନ୍ତି । କରିନା ଶେଫ ଅଲି ଖାନଏନକେ ଦ୍ଵିତୀୟ ପତ୍ନୀ ଅଟନ୍ତି ।

Image Courtesy: Google

୨. କରିସ୍ମା କପୁର :

ଆପଣ ମାନେ କରିଶମା କପୁରଏନକେ ଜାଣିଥିବେ ସେ ୯୦ ଦଶକ ଫିଲ୍ମରେ ବହୁତ ଭଲ ଓ ନାମୀ ଅଭିନେତ୍ରୀ ଥିଲେ । ତାଙ୍କର ବହୁତ ଫିଲ୍ମ ସେହି ସମୟରେ ସୁପର ଡୁପର ହିଟ ହୋଇଛି । ତେବେ କରିସ୍ମାଙ୍କ ଗ୍ଲାମର ଏବେ ବି କମ ହୋଇ ନାହିଁ ତାଙ୍କର ଦୁଇଟି ଛୁଆ ଅଛନ୍ତି ବୋଲି କେହି କୁହନ୍ତି ନାହିଁ । କରିସ୍ମାଙ୍କ ବିବାହ ସଞ୍ଜୟ କପୁର ସହ ହୋଇଥିଲା କିନ୍ତୁ ଦୁହିଙ୍କ ବିବାହ ଅଧିକ ଦିନ ଚାଲି ପ୍ପାରିଲା ନାହିଁ ଓ ଏବେ କରିସ୍ମା ନିଜ ଦୁଇ ଛୁଆଙ୍କ ସହ ଅଲଗା ରହୁଛନ୍ତି । ତେବେ କରିସ୍ମାଙ୍କ ପୁଅ ନାମ ଇୟାନ ରାଜ କପୁର ଅଟେ ଓ ସେ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ।

Image Courtesy: Google

୩. କାଜୋଲ :

ଆପଣ ମାନେ କାଜୋଲଙ୍କୁ ଭଲ ଭାବରେ ଜାଣିଥିବେ ତେବେ କାଜୋଲ ଓ ସଲମାନ ଖାନ ଗୋଟେ ଫିଲ୍ମରେ କାମ କରିଥିଲେ ଯାହା ନା ଥିଲା “ପୟାର କିଆ ତୋ ଡରନା କ୍ଯା” ଦୁହିଙ୍କ ଯୋଡିକୁ ଦର୍ଶକ ପସନ୍ଦ ମଧ୍ୟ କରିଥିଲେ । ତେବେ ଏହା ପରେ କାଜୋଲ ଓ ସଲମାନ କୌଣସି ମୁଭିରେ ଏକାଠି ଦେଖା ଗଲେ ନାହିଁ । କାଜୋଲ ଓ ଅଜୟ ଦେବଗନଙ୍କ ଗୋଟେ ପୁଅ ଅଛି ଯାହା ନାମ ୟୁଗ ଦେବଗଣ ଅଟେ ଯିଏ ଦେଖିବାକୁ ବହୁତ କ୍ୟୁଟ ଅଟନ୍ତି ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *