South ଫିଲ୍ମ ଇଣ୍ଡଷ୍ଟ୍ରିର 2020 ରେ ସବୁଠୁ ଧନୀ ହିରୋ କିଏ?

ବନ୍ଧୁଗଣ ଟଲିଉଡ ଇଣ୍ଡଷ୍ଟ୍ରୀ ବିଷୟରେ ପ୍ରାଏ ସମସ୍ତେ ଜାଣିଛନ୍ତି । ପ୍ରଥମେ ଆସନ୍ତୁ ଜାଣିବା ଟଲିଉଡର ଅଭିନେତା ‘ନାନୀ’ଙ୍କ ବିଷୟରେ ବନ୍ଧୁଗଣ ‘ନାନୀ’ ସାଉଥ ଇଣ୍ଡଷ୍ଟ୍ରୀର ଜଣେ ପପୁଲାର ଅଭିନେତା ଅଟନ୍ତି । ବନ୍ଧୁଗଣ ଏ ପର୍ଯ୍ୟନ୍ତ ତାଙ୍କର ସମୁଦାୟ ଆୟ ୩,୦୦୦ କରୋଡ ଟଙ୍କା ।

ଏବେ ଆସନ୍ତୁ ଜାଣିବା ଅଭିନେତା ‘ରବିତେଜା’ଙ୍କ ବିଷୟରେ, ବନ୍ଧୁଗଣ ଅଭିନେତା ‘ରବିତେଜା’ଙ୍କ ପାଖରେ ୩,୫୦୦ କରୋଡ ଟଙ୍କା ଅଛି । ‘ରବିତେଜା’ ମଧ୍ୟ ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି । ଏବେ ଆସନ୍ତୁ ଆଉ ଜଣେ ବିଖ୍ୟାତ ଅଭିନେତାଙ୍କ ବିଷୟରେ ଜାଣିବା ।

ବନ୍ଧୁଗଣ ଅଭିନେତା ‘ଧନୁଶ’ଙ୍କୁ ସମସ୍ତେ ଜାଣିଛନ୍ତି । ‘ଧନୁଶ’ ସାଉଥ ଚଳଚିତ୍ରରେ ଅଭିନୟ କରିବା ସଙ୍ଗେ ସଙ୍ଗେ ବଲିଉଡରେ ମଧ୍ୟ ଅଭିନୟ କରି ନିଜର ସୁନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ତାଙ୍କର ପ୍ରାଏ ୪,୦୦୦ କରୋଡ ଟଙ୍କା ରହିଅଛି । ‘ମହେଶ ବାବୁ’ଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । ତାଙ୍କର ଅଭିନୟ ଏତେ ପ୍ରସିଦ୍ଧ ଯେ ତାଙ୍କର ପ୍ରଶଂସା ପ୍ରାଏ ସବୁବେଳେ ହୋଇଥାଏ । ସେ ଦେଖିବାକୁ ବହୁତ ସ୍ମାର୍ଟ ଅଟନ୍ତି । ଯଦି ତାଙ୍କ ନେଟୱର୍କର କଥା କହିବା ତେବେ ତାଙ୍କ ପାଖରେ ପ୍ରାଏ ୫,୫୦୦ କରୋଡ ଟଙ୍କା ରହିଅଛି ।

ବନ୍ଧୁଗଣ ‘ରାମ ପୋଥିନେନୀ’ ବିଷୟରେ କହିବାକୁ ଗଲେ ତାଙ୍କ ପାଖରେ ସମୁଦାୟ  ୬,୦୦୦ କରୋଡ ଧନରାଶି ଉପସ୍ଥିତ ଅଛି । ବର୍ତମାନ ସେ ବହୁତ ଫିଲ୍ମ ମାନଙ୍କରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ତାଙ୍କର ପ୍ୟାନ୍ସ ଫୋଲୋଇଙ୍ଗ ମଧ୍ୟ ଅଧିକ ରହିଅଛି । ଦର୍ଶକ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରୁଥିବାରୁ ବହୁତ ଅଧିକ ମାତ୍ରାରେ ସେ ଫିଲ୍ମ ଗୁଡିକ ସାଇନ କରୁଛନ୍ତି ।

ବନ୍ଧୁଗଣ ‘ସୂର୍ୟ’ଙ୍କର ୭,୫୦୦ କରୋଡ ଧନରାଶି ରହିଅଛି । ସେ ‘ସୂର୍ୟ ଶିଙ୍ଘମ’ ନାମରେ ପରିଚିତ । କାରଣ ତାଙ୍କର ଶିଙ୍ଘମ-୧, ଶିଙ୍ଘମ-୨, ଶିଙ୍ଘମ-୩ ଫିଲ୍ମ ବହୁତ ଖ୍ଯାତି ଅର୍ଜନ କରିଥିଲା ।

ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଅଭିନେତା ‘ପ୍ରଭାସ’ଙ୍କ ବିଷୟରେ । ‘ବାହୁବଳି’ ଚଳଚିତ୍ରରେ ଅଭିନୟ କରି ସେ ବହୁତ ପ୍ରସିଦ୍ଧ ହୋଇଆସିଛନ୍ତି । ଏହାଛଡା ଅନ୍ଯାନ୍ଯ ଟଲିଉଡ ଏବଂ ବଲିଉଡ ଫିଲ୍ମ ଗୁଡିକରେ ଅଭିନୟ କରିଆସିଛନ୍ତି ।

ଏବେ ଯଦି ଆମେ ‘ଅଲୁ ଅର୍ଜୁନ’ ବିଷୟରେ କହିବାକୁ ଯିବା ବନ୍ଧୁଗଣ ‘ଅଲୁ ଅର୍ଜୁନ’ଙ୍କୁ ସାଉଥ-ଇଣ୍ଡିଆ ବ୍ଯତୀତ ନର୍ଥ-ଇଣ୍ଡିଆରେ ମଧ୍ୟ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ତାଙ୍କର ସମୁଦାୟ ଧନ-ରାଶି ୯,୦୦୦ କରୋଡ ଟଙ୍କା ଅଟେ ।

ବନ୍ଧୁଗଣ ସେହିଭଳି ‘ଜୁନିୟର ଏନ୍ଟିଆର’ ବିଷୟରେ କହିବାକୁ ଗଲେ, ତାଙ୍କର ପୁରା ନାମ- ‘ଏନ୍ଟିଆର ରାମା ରାଓ’ ଅଟେ । ଦର୍ଶକ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି । ତାଙ୍କର ସମୁଦାୟ ଧନରାଶି ୯,୫୦୦ କରୋଡ ଅଟେ । ତାଙ୍କର ଫିଲ୍ମ ମଧ୍ୟରୁ ‘ଟେମ୍ପର’ ଚଳଚିତ୍ରଟିକୁ ଦର୍ଶକ ବହୁତ ପସନ୍ଧ କରିଥିଲେ ।

ଏହି ଚଳଚିତ୍ରଟି ବେସ୍ ପ୍ରସିଦ୍ଧ ହୋଇଥିଲା । ବନ୍ଧୁଗଣ ‘ଥଲପଥି ବିଜୟ’ଙ୍କ ଚାରଜେସ୍ ବହୁତ ଅଧିକ ଅଟେ । ତାଙ୍କର ସମୁଦାୟ ଅର୍ଥ ହେଉଛି- ୧୦,୫୦୦ କରୋଡ । ବନ୍ଧୁଗଣ ସେ ବହୁତ ଟଙ୍କା ଦାନ ମଧ୍ୟ କରିଥାନ୍ତି । ଦୁଖୀ-ଗରିବ ଲୋକଙ୍କୁ ସାହାଜ୍ଯ କରନ୍ତି । ଏହା ସହିତ ସେ ଜଣେ ବହୁତ ଭଲ ମଣିଷ ମଧ୍ୟ ଅଟନ୍ତି । ବନ୍ଧୁଗଣ ‘ରାମ ଚରଣ’ ‘ଚିରଞ୍ଜିବ’ଙ୍କର ପୁତ୍ର ଅଟନ୍ତି ଏବଂ ତାଙ୍କର ସମୁଦାୟ ୧୨,୫୦୦ କରୋଡ ଧନ-ରାଶି ରହିଅଛି ।

ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଟଲିଉଡର ସୁପରଷ୍ଟାର ‘ରଜନୀକାନ୍ତ’ଙ୍କ ବିଷୟରେ । ଦର୍ଶକ ବନ୍ଧୁ ‘ରଜନୀକାନ୍ତ’ ଜଣେ ଭଲ ମଣିଷ ଅଟନ୍ତି । ଅଧିକାଂଶ ସମୟରେ ସେ ନିଜର ସମୁଦାୟ ଆୟର ୧୦୦ଗୁଣ ଗରିବ ଦୁଖୀ ଲୋକମାନଙ୍କୁ ଦାନ କରିଥାନ୍ତି । ତାଙ୍କୁ ସାଉଥରେ ଭଗବାନ ବୋଲି ଲୋକେ ମାନନ୍ତି ।.

ବନ୍ଧୁଗଣ ଏହାଥିଲା ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତାଙ୍କ ସମୁଦାୟ ଧନ-ରାଶିର ବିବରଣୀ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *