ସ୍ପର୍ମ ସଂଖ୍ୟା ବଢାଇବାରେ ବହୁତ ସାହାଯ୍ୟକାରି ପ୍ରମାଣିତ ହୋଇଥାଏ କ୍ଷୀର ଏବଂ ମହୁ, କିଛି ଏମିତି ଉପାୟରେ ଆପଣ ବି କରି ପାରିବେ ଏହାର ବ୍ୟବହାର

ଆଜିକାଲିର ବ୍ଯସ୍ତବହୁଳ ଜୀବନ ଏବଂ ଆଧୁନିକ ଜୀବନଶୈଳୀ ର ବହୁତ ବଡ କୁପ୍ରଭାବ ଆମ ଶରୀରକୁ ଭୋଗିବାକୁ ପଡୁଛି । ଆଜିକାଲି ଲୋକମାନେ କେତେ ପ୍ରକାରର ଗମ୍ଭୀର ରୋଗର ଆକ୍ରାନ୍ତ ହେଉଛନ୍ତି । ପୁରୁଷ ମାନଙ୍କ ଭିତରେ ବି କେତେ ପ୍ରକାରର ରୋଗ ଦେଖିବାକୁ ମିଳୁଛି ,କିନ୍ତୁ ସବୁଠାରୁ ଅଧିକ ଘଟଣା ପୁରୁଷମାନଙ୍କ ଭିତରେ ଯାହା ସାମ୍ନାକୁ ଆସିଛି ,ତାହା ହେଉଛି ସ୍ପର୍ମ ବା ଶୂକ୍ରାଣୁ ର କମି । ଏକ ସୁସ୍ଥ ପୁରୁଷ ଶରୀରରେ ପ୍ରତି ସେକେଣ୍ଡରେ ୧୫୦୦ ସ୍ପର୍ମ,

ବା ଶୂକ୍ରାଣୁ ସୃଷ୍ଟି ହୋଇଥାନ୍ତି ,କିନ୍ତୁ ଆଜିକାଲି ବହୁତ ପୁରୁଷ ମାନଙ୍କ ଠାରେ ଶୂକ୍ରାଣୁ ର କମି ର ସମସ୍ୟା ର ସାମ୍ନା କରୁଛନ୍ତି ।

ଏତିକି ନୁହେଁ ଖରାପ ଖାଦ୍ୟ ପାନ ର କାରଣରୁ ପୁରୁଷମାନଙ୍କ ଠାରେ ଶୂକ୍ରାଣୁ ବି କମ ହୋଇଥାନ୍ତି । ଏକ ଅନଲାଇନ ରିପୋର୍ଟ ଅନୁସାରେ ,୧୮ରୁ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ପୁରୁଷ ୧୦%କମ ଶୂକ୍ରାଣୁ ସୃଷ୍ଟି ହେବାରେ ପୀଡିତ ଅଟନ୍ତି । ସ୍ପର୍ମ ସଂଖ୍ୟା କମ ହେଲେ ତାଙ୍କର ଫର୍ଟିଲିଟି ଉପରେ ଖରାପ ପ୍ରଭାବ ପଡିଥାଏ । ଏକ ରିସର୍ଚ ଅନୁସାରେ ପୁରୁଷମାନଙ୍କର ଫର୍ଟିଲିଟି ସହିତ ଯୋଡିହୋଇଥିବା ୯୦% ସମସ୍ୟା ଶୂକ୍ରାଣୁ କମ ହେବା ଯୋଗୁ ହୋଇଥାଏ । ଯଦି ଆପଣଙ୍କର ଡାଇଟ ଭଲ ହୋଇଥାଏ ତାହେଲେ ଆପଣଙ୍କୁ କେବେବି ସ୍ପର୍ମ ସହିତ ଯୋଡିହୋଇଥିବା ସମସ୍ୟାର ସାମ୍ନା ହେବ ନାହିଁ ।

ଏହି ସମସ୍ୟାରୁ ବାହାରିବା ପାଇଁ କିଛି ଘରୋଇ ଉପାୟ ଅଛି । କଣ ଆପଣ ଜାଣିଛନ୍ତି କି ଆଗକାଳରେ ଲୋକମାନେ ଯୁବକମାନଙ୍କୁ ଅଧିକ କ୍ଷୀର ପିଇବାକୁ ଦେଉଥିଲେ ,କାରଣ ଆୟୁର୍ବେଦ ରେ କୁହାଯାଇଛି କି କ୍ଷୀରରେ ନା କେବଳ ପୋଷାକ ତତ୍ଵ ଥାଏ ,ବରଂ ଏହା ଶୂକ୍ରାଣୁ ବଢାଇବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣଙ୍କୁ ଜଣାଇ ଦେଉଛୁ କି ମହୁ ସହିତ କ୍ଷୀର ପିଇଲେ ଅନେକ ଲୋକ କମ ସ୍ପର୍ମ ସଂଖ୍ୟା ସମସ୍ୟାରୁ ମୁକ୍ତି ପାଇଯାଇଥାଏ । କ୍ଷୀରରେ ଭିଟାମିନ ଏ ପ୍ରଚୁର ପରିମାଣରେ ଥାଏ ଏବଂ ପୁରୁଷମାନଙ୍କ ଭିତରେ ସେକ୍ସ ହରମୋନ ପାଇଁ ଭିଟାମିନ ଏ ବହୁତ ଜରୁରୀ ହୋଇଥାଏ ।

ସ୍ପର୍ମ ସଂଖ୍ୟା ବଢାଇବା ପାଇଁ କ୍ଷୀର ଏବଂ ମହୁର ଉପଯୋଗୀ ବହୁତ ପୁରୁଣା କାଳରୁ ହୋଇଆସୁଛି । କ୍ଷୀର ଏବଂ ମହୁ ଦୁଇଟିଜାକ ଆଣ୍ଟିଆକ୍ସିଡେଣ୍ଟ ରହିଥାଏ ଯାହା କି ଆପଣଙ୍କର ସମସ୍ୟା କୁ ଦୂର କରିଥାଏ । କ୍ଷୀର ଏବଂ ମହୁ ବହୁତ ଲାଭକାରୀ ହୋଇଥାଏ । କିନ୍ତୁ କ୍ଷୀରକୁ ବେସୀ ଥର ଫେଣ୍ଟିଲେ ଏହା ସ୍ପର୍ମ ସଂଖ୍ୟାରେ ଗୀରାବଟ କରିଥାଏ ।

ଏହି ଦୁନିଆରେ ବହୁତ ସାରା ଲୋକ ଅଛନ୍ତି ଯିଏ ସ୍ପର୍ମ ସଂଖ୍ୟା କମିବା ପାଇଁ ଚିନ୍ତା କରିଥାନ୍ତି ,କିନ୍ତୁ ଆପଣଙ୍କୁ କହିଦେଉଛୁ କି ଗତ ୪୦ ବର୍ଷରେ ଆମେରିକା ,ୟୁରୋପ ,ଅଷ୍ଟ୍ରେଲିଆ ଏବଂ ନିଉଜଲ୍ୟାଣ୍ଡ ଏହି ସବୁ ଜାଗାରେ ପୁରୁଷମାନଙ୍କ ଭିତରେ ସ୍ପର୍ମ ସଂଖ୍ୟା ୫୦%କମ ପରୀକ୍ଷା କରାଯାଇଛି ।

Leave a Reply

Your email address will not be published. Required fields are marked *