ଶ୍ରାବଣ ର କୌଣସି ବି ସୋମବାର ରେ ଶିବଲିଙ୍ଗ ରୁ ଉଠାନ୍ତୁ ଏହି ଗୁପ୍ତ ଜିନିଷ ସବୁ ମନୋକାମନା ହେବ ପୂରଣ….

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପବିତ୍ର ଶ୍ରାବଣ ମାସ ବର୍ତ୍ତମାନ ଚାଲୁଅଛି । ଏହି ମାସଟି ପ୍ରଭୁ ଭୋଳାନାଥଙ୍କର ଭକ୍ତ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ମାସ ଅଟେ । କଥାରେ ଅଛି, ଯେଉଁ ବ୍ୟକ୍ତି ନିଷ୍ଠା ଓ ସଫା ହୃଦୟରେ ପ୍ରଭୁ ଶଙ୍କରଙ୍କୁ ନିଜର ମନବାଞ୍ଛା ଜଣାଇଥାଏ । ପ୍ରଭୁ ଭୋଳାଶଙ୍କର ନିହାତି ତାଙ୍କ ଭକ୍ତଙ୍କର ଗୁହାରୀ ଶୁଣିଥାନ୍ତି । ଏହା ସହ ସେହି ବ୍ୟକ୍ତିର ମନବାଞ୍ଛିତ ଫଳ ମଧ୍ୟ ତାଙ୍କୁ ଦେଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଯେ ଯଦି ଆପଣ ଏହି ପବିତ୍ର ଶ୍ରାବଣ ମାସର ଶୁଭ ଅବସରରେ କିଛି ଏଭଳି ଜିନିଷ ପ୍ରଭୁ ଶିବଙ୍କର ଲିଙ୍ଗରୁ ଉଠାଇ ଆଣି ନିଜ ପାଖରେ ରଖିବେ । ତେବେ ଦେଖନ୍ତୁ କିଛି ଦିନ ମଧ୍ୟରେ ଆପଣଙ୍କୁ କିଭଳି ଚମତ୍କାର ପ୍ରାପ୍ତ ହେଉଛି । ତେବେ ଯେଉଁ ମାନେ ଶ୍ରାବଣ ସୋମବାରର ବ୍ରତ କରିଥାନ୍ତି । ସେମାନଙ୍କ ଉପରେ ପ୍ରଭୁ ଭୋଳାନାଥଙ୍କରର ଅସୀମ କୃପା ପ୍ରାପ୍ତ ହୋଇଥାଏ ।

ଏହା ସହ ସେହି ବ୍ୟକ୍ତିଙ୍କର ଭାଗ୍ୟ ଉଦୟ ହୋଇଯାଇଥାଏ । ଜୀବନରେ ସେହି ବ୍ୟକ୍ତି ନିଜର ପରିଶ୍ରମ ବଳରେ ଅନେକ ଉନ୍ନତି କରିଥାଏ ସତ । ହେଲେ ସର୍ବଦା ପ୍ରଭୁ ଭୋଳାନାଥଙ୍କ ଆଶ୍ରୀବାଦ ସେହି ଭକ୍ତ ଉପରେ ରହିଥାଏ । ଏହା ସହିତ ଯଦି କୌଣସି ବ୍ୟକ୍ତି ଶ୍ରାବଣ ମାସର ସୋମବାରକୁ ଭକ୍ତି ସହକାରେ ବ୍ରତ ରଖିବା ସହ ସ୍ବଚ୍ଛ ମନରେ ପ୍ରଭୁଙ୍କ ଶିବଲିଙ୍ଗରେ ଶୁଦ୍ଧ କ୍ଷୀର ଅର୍ପଣ କରିବେ ।

ତେବେ ଏହା ଦ୍ଵାରା ମଧ୍ୟ ପ୍ରଭୁ ଅତ୍ୟନ୍ତ ପ୍ରସନ୍ନ ହୋଇଯାଇଥାନ୍ତି । ଯଦି କ୍ଷୀର ଢାଳିବା ସମ୍ଭବ ହୋଇନଥାଏ । ତେବେ ଆପଣ ଆପଣ ପ୍ରଭୁ ଶିବଲିଙ୍ଗରେ ଜଳ ମଧ୍ୟ ଅର୍ପଣ କରିପାରିବେ । ଏହା ସହ ଯଦି ପ୍ରଭୁ ଭୋଳାନାଥଙ୍କ ଠାରେ ରୁଦ୍ରାକ୍ଷ ମାଳା ପୂଜା କରି ସେହି ମାଳାକୁ ଆପଣ ନିଜ ବେକରେ ଧାରଣ କରିବେ । ତେବେ ଏହା ମଧ୍ୟ ଆପଣଙ୍କର ରକ୍ଷା କବଚ ରୂପେ କାମ କରିଥାଏ

ଏହା ସହ ସବୁବେଳେ ଆପଣଙ୍କର ଢାଲ ହୋଇ ପ୍ରଭୁ ଶଙ୍କର ଆପଣଙ୍କ ସହ ରହିଥାନ୍ତି । ଏକ ଡମ୍ବରୁ କିଣିକି ଶ୍ରାବଣ ମାସର ଯେକୌଣସି ସୋମବାରରେ ଯଦି ଆପଣ ପ୍ରଭୁ ଭୋଳାନାଥ ବା ଶିବଲିଙ୍ଗ ରେ ଛୁଆଁଇ ଏହାକୁ ଆଣି ଆପଣଙ୍କ ଠାକୁର ଘରେ ରଖି ନିତ୍ୟ ପୂଜା କରିବେ । ତେବେ ପ୍ରଭୁଙ୍କ କୃପାରୁ ଆପଣଙ୍କର ଆର୍ଥିକ ଦିଗରେ ବିକାଶ ଘଟିବ । ଅଯଥା ଖର୍ଚ ମଧ୍ୟ କମିବ ।

ଏହା ସହ ଯଦି ଆପଣଙ୍କ ପଛରେ ଶତ୍ରୁ ମାନେ ପଡିଛନ୍ତି । ଆପଣ ମାର୍କେଟରୁ ଏକ ଛୋଟ ପିତ୍ତଳ ତ୍ରିଶୂଳ କିଣିକି ତାହାକୁ ପ୍ରଭୁ ଭୋଳାନାଥଙ୍କ ଠାରେ ସ୍ପର୍ଶ କରାଇ ଆଣି ନିଜ ଠାକୁର ଘରେ ତାହାକୁ ସ୍ଥାପନା କରି ତାହାର ପୂଜା କରନ୍ତୁ । ଦେଖିବେ ଆପଣଙ୍କ ଉନ୍ନତିରେ ବାଧକ ସାଜୁଥିବା ସମସ୍ତ ଶତ୍ରୁ ଆପଣଙ୍କ ଠାରୁ ଧୀରେ ଧୀରେ ଦୂର ହୋଇବାକୁ ଲାଗିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *