ପଇସା ଗଣି ଗଣି ଥକିଯିବେ 172 ବର୍ଷ ପରେ ଜୁଲାଇ 13 ରେ କାମିକା ଏକାଦଶୀ, 7ଟି ରାଶି ହେବେ ମାଲାମାଲ!

ବନ୍ଧୁଗଣ ଆସନ୍ତା କାଲି ପଡୁଅଛି କାମିକା ଏକାଦଶୀ । ଏହି ଦିନ ବନୁଛି ଦୁର୍ଲଭ ମହାସଂଯୋଗ, ଦିବ୍ୟ ସଂଯୋଗ, ଗୁରୁପୁଷ୍ୟ ଯୋଗ, ଅମୃତସିଦ୍ଧି ଯୋଗ । 12ଟି ରାଶି ମଧ୍ୟରୁ କିଛି ରାଶିଙ୍କୁ ମିଳିବାକୁ ଯାଉଛି ଖୁସି ଖବର । ଏମାନେ ହେବାକୁ ଯାଉଛନ୍ତି ଧନରେ ମାଲାମାଲ । ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କ ଜୀବନରୁ କଷ୍ଟ ସମସ୍ଯା ଦୂର ହେବ । ଏମାନଙ୍କ ଗୃହକୁ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ସ୍ଵୟଂ ଆଗମନ କରିବେ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ସପୂର୍ଣ୍ଣ ବିବରଣୀ ।

ମକର ରାଶି : ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ଆପଣଙ୍କ ଉପରେ ବହୁତ ମେହରବାନ ଅଛନ୍ତି । ଆପଣଙ୍କ ଜୀବନରୁ ସବୁ ଦୁଃଖ କଷ୍ଟ ଦୂର ହେବାକୁ ଯାଉଛି । ଆପଣ ଯେଉଁ କାର୍ଯ୍ୟ କରିବେ ସେବଥିରେ ସଫଳ ହେବେ । ଅଟକିଥିବା କାମ ସଫଳତା ପୂର୍ବକ ପୁରା ହେବ । ଉଧାର ଦେଇଥିବା ଟଙ୍କା ଫେରି ପାଇବେ । କରଜରୁ ମୁକ୍ତି ପାଇବେ ।

ମେଷ ରାଶି : ଏହି ସମୟରେ ଶୁଭ ମହାସଂଯୋଗ କାରଣରୁ ଆପଣଙ୍କୁ ଲାଭଦାୟକ ସ୍ଥିତି ଦେଖିବାକୁ ମିଳିବ । ଧନ ଲାଭର ଭଲ ଯୋଗ ଅଛି । ଭବିଷ୍ୟତ ପାଇଁ ଆପଣ ଯେଉଁ ଯୋଜନା କରିଛନ୍ତି ତାହା ଉପରେ କାର୍ଯ୍ୟକାରୀ କରନ୍ତୁ । ଆପଣଙ୍କୁ ବଡ ବଡ ଫାଇଦା ମିଳିବ ।

କନ୍ୟା ରାଶି : ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ପାଇଁ ଖୁସିର ସମୟ ଆସୁଛି । ପରିବାରରେ ସୁଖ ଶାନ୍ତି ଆସିବ । ଅଟକିଥିବା କାମ ସମୟ ଅନୁଯାୟୀ ପୁରା ହେବ । ସନ୍ତାନଙ୍କ ଠାରୁ ଖୁସି ଖବର ପାଇ ମନ ପ୍ରସନ୍ନ ହେବ । ନୂଆ ଜିନିଷର ଆଗମନ ହୋଇପାରେ ।

ମୀନ ରାଶି : ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ । ଆର୍ଥିକ ସ୍ଥିତି ମଜବୁତ ହେବ । ନୂଆ କାମ ଆରମ୍ଭ କରିଲେ ବଡ ସଫଳତା ପାଇବେ । ସାମାଜିକ ରୂପରେ ଅଲଗା ପରିଚୟ ସୃଷ୍ଟି କରିବେ । ଛାତ୍ରଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ପ୍ରଗତି ଦେଖାଯିବ ।

କୁମ୍ଭ ରାଶି : ଆପଣଙ୍କର ପ୍ରେମ ଜୀବନ ସଫଳ ରହିବ । ଶୁଭ ସମୟର ଆରମ୍ଭ ହେବ । ସାରା କାର୍ଯ୍ୟ ପୁରା ହେବ । ଲଗାତାର ସଫଳତାର ନୂଆ କୀର୍ତ୍ତିମାନ ସ୍ଥାପନ କରି ନୂଆ ପରିଚୟ ସୃଷ୍ଟି କରିବେ । ବ୍ୟବସାୟରେ ଭାରି ଧନ ଲାଭ ହେବ ।

ତୁଳା ରାଶି : ଆପଣଙ୍କ ଦ୍ଵାରା କରାଯାଇଥିବା ଚେଷ୍ଟା ସଫଳ ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ବ୍ୟାପାରରେ ଅଚାନକ ଧନ ଲାଭ ହେବ । ଅଧୁରା କାମ ସଫଳ ହେବ । ଆପଣଙ୍କୁ ଅଚାନକ ଧନ ଲାଭ ପ୍ରାପ୍ତ ହେବ ।

ବୃଷ ରାଶି : ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସବୁ ଖୁସି ପ୍ରାପ୍ତ ହେବ ଯାହାର ଆପଣ ହକଦାର ଅଟନ୍ତି । ଘର ପରିବାରରେ ଖୁଶିର ମାହୋଲ ରହିବ । ବ୍ୟବସାୟରେ ନୂଆ ରାସ୍ତା ଦେଖାଯିବ । ଚାକିରିରେ ଉନ୍ନତି ଦେଖାଯିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *