ଶ୍ରୀ କୃଷ୍ଣ କୁହନ୍ତି ଏହି 4ଟି ଅଭ୍ୟାସ କରିବ ତ ଜୀବନରେ ଗରିବୀ ଛୁଇଁବି ପାରିବନି- Vastu Shastra

ବନ୍ଧୁଗଣ, ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଏଥିରେ ମନୁଷ୍ୟ ଜୀବନକୁ ସୁଖମୟ ବନାଇବା ପାଇଁ ଉପଯୋଗ ଉପାୟ ମାନ ଦିଆଯାଇଅଛି । ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ମାନବ ସମାଜକୁ ନିଜ ଜୀବନର ସମସ୍ତ ପରିସ୍ଥିତି ର ବ୍ୟବହାରିକ ଶିକ୍ଷା ପ୍ରଦାନ କରିଥାଏ ।

ବନ୍ଧୁଗଣ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ, ଜିଏକି ନିଜ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତ ମୋରୟ ଙ୍କୁ ରାଜଗାଦୀ ରେ ବସାଇ ଦେଇଥିଲେ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ସମ୍ବନ୍ଧରେ କିଛି ମହତ୍ଵପୂର୍ଣ୍ଣ ବିଷୟ କହିବାକୁ ଯାଉଅଛୁ । ବନ୍ଧୁଗଣ ଯଦି ଆପଣ ନିଜ ଭାଗ୍ୟ କୁ ବଦଳାଇବାକୁ ଚାହୁଞ୍ଚନ୍ତି ତେବେ, ଆପଣ ପ୍ରାତଃ ସମୟରୁ ଉଠିବା ପରେ ଏହି ୬ ଉପାୟ କରନ୍ତୁ ।

୧- ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ସକାଳ ଉଠିଲେ, ସର୍ବପ୍ରଥମେ ନିଜ ଦୁଇ ହାତର ଦର୍ଶନ କରନ୍ତୁ । ୨- ଭୂମି ଉପରେ ସର୍ବପ୍ରଥମେ ନିଜ ପାଦ ରଖିବା ପୂର୍ବରୁ ପୃଥିବୀ ମାତା ଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ବନ୍ଧୁଗଣ ଶାସ୍ତ୍ର ରେ ପୃଥିବୀ ଙ୍କୁ ଆମ୍ଭର ମାତା ବୋଲି ଦର୍ଶାଯାଇଅଛି । ଏପରି କରିବା ଦ୍ଵାରା ଆପଣଙ୍କର ସମସ୍ତ ଦୋଷ କ୍ଷୟ ହୋଇଥାଏ ଏବଂ ଶରୀରରେ ସକାରତ୍ମକ ଊର୍ଜା ଆସିଥାଏ ।

୩- ବନ୍ଧୁଗଣ ପ୍ରାତଃ ସମୟରେ ସ୍ନାନ କରିବା ସମୟରେ ସମସ୍ତ ତୀର୍ଥ ସ୍ଥଳ ତଥା ସମସ୍ତ ପବିତ୍ର ନଦୀ ମାନଙ୍କର ଜପ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କୁ ସମସ୍ତ ତୀର୍ଥ ର ପୂଣ୍ୟ ମିଳିଥାଏ । ସ୍ନାନ ପରେ ତମ୍ବା ପାତ୍ରରେ ଜଳ ରଖି ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପିତ କରିବା ଆବଶ୍ୟକ । ଏଭଳି କରିବା ଦ୍ଵାରା ଆପଣଙ୍କ ଦିନର ର ଆରମ୍ଭ ଉତ୍ତମ ହୋଇଥାଏ ।

୪- ବନ୍ଧୁଗଣ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ପରେ, ମାତା ତୁଳସୀ ଙ୍କୁ ମଧ୍ୟ ଜଳ ଅର୍ପିତ କରନ୍ତୁ । ଘରର ମନ୍ଦିରରେ ପୂଜାର୍ଚନା କରନ୍ତୁ । ଏହା ସହିତ ଗୋ-ମାତା ଙ୍କୁ ମଧ୍ୟ କିଛି ଖାଦ୍ୟ ଖୁଆନ୍ତୁ ।

୫- ବନ୍ଧୁଗଣ ସବୁଠାରୁ ମହତ୍ଵପୂର୍ଣ୍ଣ ବିଷୟ ହେଉଛି ଯଦି ଆପାନବା ସକାଳୁ ଚାକିରି ଅଥବା କୌଣସି ଜରୁରୀ କାର୍ଯ୍ୟ ନିମନ୍ତେ ବାହାରକୁ ଯାଉଛନ୍ତି, ତେବେ ମାତା ପିତାଙ୍କ ଆଶୀର୍ବାଦ ନେଇ ବାହାରକୁ ଗମନ କରନ୍ତୁ ।

୬- ଘରୁ ବାହାରକୁ ଯିବା ସମୟରେ ନାଶିକା ରେ ଯେଉଁ ସ୍ଵର ଚାଲୁଥିବ ସର୍ବପ୍ରଥମେ ସେହି ପାଦ ବାହାରକୁ ବାହାର କରି ଜାଆନ୍ତୁ । ବନ୍ଧୁଗଣ ବାସ୍ତୁଶାସ୍ତ୍ର ରେ ମନୁଷ୍ୟ ଜୀବନକୁ ଉନ୍ନତ ମାନର ବନାଇବା ପାଇଁ ସକାଳୁ ଉଠି ଏହି ୬ ଟି ଉପାୟ ଅବଲମ୍ବନ କରିବାକୁ କୁହା ଯାଇଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ମହତ୍ଵପୂର୍ଣ୍ଣ ବିଷୟବସ୍ତୁ ଟି ଭଲ ଲାଗିଥାଏ ତେବେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *