ବାରମ୍ବାର ଅସଫଳ ହେବା ଦ୍ଵାରା ଧ୍ୟାନ ରଖନ୍ତୁ ଏହି କଥା- Krishna Vani

ଆଜି ଆମେ ଆଲୋଚନା କରିବା ଶ୍ରେଷ୍ଠତାର । ଶ୍ରେଷ୍ଠତାର ଭାବନକୁ ବୁଝିବା ପାଇଁ ଗୋଟିଏ କାହାଣୀ ଶୁଣିବା । ଥଣ୍ଡା ଦିନରେ କିଛି ମାଙ୍କଡମାନେ ଦେଖୁ ଥିଲେ । ସେହି ସମୟରେ ତାଙ୍କୁ ଜୁଗୁନୁ ମିଳିଲା ଆଉ ଜୁଗୁନରୁ କିରଣ ବାହାରୁ ଥିଲେ । ଯେମିତିକି ଗୋଟେ ଉଡୁଥିବା ଅଙ୍ଗାର ଅଟେ । ମାଙ୍କଡ ଆମେ ତାଙ୍କୁ ଧରି ଶୁଖିଲା କାଠ ଉପରେ ରଖିଲେ ଆଉ ସବୁ ମିଶି ତାଙ୍କୁ ଫୁଙ୍କି ବାକୁ ଲାଗିଲେ । ସେମାନେ କେଉଁ ଗାଁରେ ଦେଖିଥିବେ ଛୋଟ ନିଆଁକୁ ଫୁଙ୍କି ନିଆଁ ବନେଇବାର । ସେମାମନେ ମଧ୍ୟ ନିଆଁ ଲଗେଇବାର ପ୍ରୟାସ ଆରମ୍ଭ କରିଦେଲେ । କିଛି ସମୟ ପରେ ଜୁଗୁନୁ ମରିଗଲା । ତା ଦେହରୁ ଆସୁଥିବା ପ୍ରକାସ ବୁଝି ଗଲା ।

ମାଙ୍କଡ ମାନେ ଆଉ ଗୋଟେ ମାଙ୍କଡ ମାନକୁ ଧରି ପୁଣି ଫୁଙ୍କିବା ଆରମ୍ଭ କରିଦେଲେ । ପାଖ ଦଳରେ ଗୋଟିଏ ଚଢେଇ ବସିଥିଲା । ମାଙ୍କଡ ଦେଖି କାର୍ଯ୍ୟ କଳାପ ଦେଖି ଚଢେଇ ମାଙ୍କଡ ମାନଙ୍କୁ କହିଲାକି ଆପଣ ବେକାର କଷ୍ଟ କରିଲେ । ଏହା ଜୁଗୁନୁ ଅଟେ ନିଆଁ ନୁହେଁ । ଦେଖିନକି ମୁଁ ଜୁଗୁନୁ ଖାଇବାର ।ଯଦି ଏହା ନିଆଁ ହୋଇଥାନ୍ତା ମୁଁ ଜଳି ଯାଇଥାନ୍ତି । ତୁମେ ସବୁ ବେକାର କଷ୍ଟ କରୁଛ ।


ଆମେ ବିଚାର କରିବା ତୁରନ୍ତ ଜାଣିଯିବା ଆମର ମଧ୍ୟ ଅଧା ଜୀବନ କେତେ ପ୍ରୟାସରେ ଏମିତି ବିତିଯାଏ । କିଏ ଆଇନରେ ନିଜ ମୁହଁ ଦେଖି ଅଭିନେତା ବନିବାକୁ ବାହାରି ପଡେ, ଜୀବନ ବୀତି ଯାଇଥାଏ କିନ୍ତୁ ସଫଳତା ମିଳିପାରେ ନାହିଁ । କିଏ ବ୍ୟବସାୟ କରିବାର ସ୍ଵପ୍ନ ନେଇକି ବଞ୍ଚି ଥାଏ । ଚାକିରି କରିନଥାଏ ଆଉ ଦରିଦ୍ର ରହିଜାଇଥାଏ । ଜିଏ ଜୁଆରେ ଲକ୍ଷ ଲକ୍ଷ ଟଙ୍କା ଜିତିବାର ସ୍ଵପ୍ନ ନେଇକି ଚାଲିଥାଏ । ଆଉ ଜୀବନ ନଷ୍ଟ କରିଦେଇଥାଏ ।


କଣ ଆମେ କେଉଁ ଆଶାରେ କୌଣସି ନା କୌଣସି ଜୁଗୁନୁକୁ ଫୁଙ୍କୁନୁ । ସେ କହଣିର ଚଢେଇ ମାନେ ଯେତେବେଳେ ମାଙ୍କଡ ମାନଙ୍କୁ କହିଲାକି ତମେ ସାନୁ ଜୁଗୁନୁକୁ ଫୁଙ୍କି ନିଆଁ ବାହାର କରିପାରିବନି ତ ମାଙ୍କଡ ମାନେ ରାଗି ସେଇ ଚଢେଇକୁ ମାରି ଦେଲେ । ଆମକୁ ମଧ୍ୟ ଜିଏ କହିଥାଏ ତୁମେ ଯେଉଁ ସ୍ଵପ୍ନକୁ ନେଇ ଚାଲୁଚ ସେଇ ସ୍ଵପ୍ନ ମିଥ୍ୟା ଅଟେ । କଣ ଆମର ପ୍ରତିଭାବ ଏମିତି ହୋଇନଥାଏକି । ଯେଉଁ ମାନେ କହିଥାନ୍ତି ଆମେ ତାଙ୍କ ଉପରେ ରାଗିନଥାଉ ।

ଏହା ମଧ୍ୟ କୁହାଯାଇଥାଏ ମୁନୁଷ୍ୟ ଯେବେ କୌଣସି କଠିନ ପରିଶ୍ରମ କରିଥାଏ ସେଥିରେ ସଫଳ ମଧ୍ୟ ହୋଇଥାଏ । ଆଉ ଏହା ମଧ୍ୟ କୁହାଯାଇଥାଏ ସବୁ ସ୍ଵପ୍ନ ସଫଳ ହୋଇନଥାଏ । ସମୟ ଆସିଲା ପରେ ଜୁଗୁନୁ ଆଇ ନିଆଁର ଭେଦ ବୁଝିବା ବହୁତ ସହଜ ହୋଇଥାଏ । ଏହି ଦ୍ଵିଧାର ଉପାୟ କଣ ଅଟେ । ଯେଉଁ ବ୍ୟକ୍ତି ଏହା କହିଥାଏକି କାହାର ବୁଝାଇବାର ଆବଶ୍ୟକ ନାହିଁ ଆଉ ଯିଏ ମାନିଥାଏ ତାଠୁ ବେସୀ ଆଉ କେହି ବୁଦ୍ଧିମାନ ନାହିଁ ।ଆଉ ତାର କଥା ଓ ବିଚାର ସହେ ପ୍ରତିଶତ ଠିକ ଅଟେ ।

ତାହା ହିଁ ଶ୍ରେଷ୍ଠତାର ଭାବନା ଅଟେ ।ଏଥିରେ ବନ୍ଧା ମନୁଷ୍ୟ କଣ ବାସ୍ତବରେ ଏସବୁ ଜାଣିପାରିଥାଏ । କଣ ତା ଭୀତରେ ସଚା ଆତ୍ମା ବିଶ୍ଵାସ ଜନ୍ମ ନେଇପାରିଥାଏ । ମାଙ୍କଡ ମାନେ ଚଢେଇକୁ ମାରିଲା ବେଳେ କହିଥିଲେକି ଆମେ ଏତେ ବିଶାଳକି ତୁମ ବିଚାରର କୌଣସି ଆବଶ୍ୟକ ନାହିଁ । ଆଜି ମଧ୍ୟ ସେ ମିଥ୍ୟା ପ୍ରୟାସରେ ମାଙ୍କଡ ଆମେ ସେହି ମିଥ୍ୟା ପ୍ରୟାସ କରି ଜୁଗୁନୁକୁ ଫୁଙ୍କି ବାରେ ଲାଗିଛନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *