ଟିଭି ସିରିୟଲ Shri Krishnaରେ ରୁକ୍ମଣୀ ଅଭିନୟ କରିଥିବା ଅଭିନେତ୍ରୀ ଆଜି ଦେଖା ଯାଉଛନ୍ତି ବହୁତ Hot

ଆପଣ ରାମାନନ୍ଦ ସାଗରଙ୍କ ଶ୍ରୀକୃଷ୍ଣ ସିରିୟଲକୁ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଟିଭି ସିରିୟଲ ଦୂରଦର୍ଶନରେ ପ୍ରସାରିତ କରାଯାଉଥିଲା । 90 ଦଶକର ଏହା ସବୁଠୁ ଲୋକ ପ୍ରିୟ ସିରିଏଲ ଥିଲା ଓ ସେତେବେଳେ ଲୋକ ସବୁ ସିରିୟଲ ମଧ୍ୟରୁ ଏହି ସିରିୟଲକୁ ବହୁତ ପସନ୍ଦ କରୁଥିଲେ । ଏହି ସିରିୟଲରେ କାମ କରୁଥିବା ଚରିତ୍ର ମାନେ ରାତାରାତି ପ୍ରସିଦ୍ଧ ହୋଇଥିଲେ । ରମାନଦସାଗରଙ୍କ ଶ୍ରୀକୃଷ୍ଣ ସିରିୟଲରେ କୃଷ୍ଣଙ୍କ ରୋଲ ଡି ବ୍ୟାନର୍ଜି ନିଭାଇ ଥିଲେ । ସେ ପ୍ରକୃତରେ ଶ୍ରୀକୃଷ୍ଣ ଲାଗୁଥିଲେ ଓ ରୁକ୍ମଣୀ ଭୂମିକା ନିଭାଇଥିଲେ ପିଙ୍କୀ ପାରିକ ।

ଆଜି ଆମେ କହିବୁ ରୁକ୍ମଣୀଙ୍କ ଚରିତ୍ର ନିଭାଇ ଥିବା ପିଙ୍କି ପାରିକ କେମିତି ଦେଖାଯାଉଛନ୍ତି ଏବେ । କେଉଁଠି ଅଛନ୍ତି ଓ  କଣ କରୁଛନ୍ତି ଆସନ୍ତୁ ଜାଣିବା ତାଙ୍କ ବିଷୟରେ ବିସ୍ତାର ଭାବରେ । ଶ୍ରୀକୃଷ୍ଣ ସିରିୟଲରେ ନିଭାଇ ଥିବା ରୁକ୍ମଣୀ ଚରିତ୍ର ପିଙ୍କି ପାରିକ ନିଭାଇ ଥିଲେ । ତାଙ୍କୁ ଲୋକ ରୁକମଣି ଚରିତ୍ରରେ ବହୁତ ପସନ୍ଦ କଉଥିଲେ ।

ପିଙ୍କିଙ୍କ ଜନ୍ମ ଗୁଜୁରାଟରେ ହୋଇଥିଲା, ପିଙ୍କି ତାଙ୍କର ଅଭିନୟ କ୍ଯାରିଅର  ୧୯୮୪ ରେ ପ୍ରସିଦ୍ଧ  ଟିଭି ସିରିୟଲ  ଶ୍ରୀକୃଷ୍ଣରୁ କରିଥିଲେ । ତାପରେ ସେ ଗୁଜୁରାଟି ଫିଲ୍ମରେ କାମ କରିଥିଲେ । ଯେବେ ପିଙ୍କି ପାରିକ ଶ୍ରୀକୃଷ୍ଣ ସିରିୟଲରେ ରୁକ୍ମଣୀଙ୍କ  ଚରିତ୍ର ନିଭାଇ ଥିଲେ ସେତେବେଳେ ସେ ବହୁତ ସ୍ଲିମ ଟ୍ରିମ ଲାଗୁଥିଲେ ।

ସେତେବେଳେ ସେ ବହୁତ ପତଳା ଦେଖାଯାଉଥିଲେ କିନ୍ତୁ ଆଜି ଆପଣ ତାଙ୍କୁ ଚିହ୍ନି ପାରିବେ ନହିଁ । କିନ୍ତୁ ଆଜି ସେହି ପିଙ୍କି ପରିକିଙ୍କ ଓଜନ ବହୁତ ବଢିଯାଇଛି । ସେ ଏବେ ବହୁତ ମୋଟି ଦେଖାଯାଉଛନ୍ତି । ଯେମିତିକି ଆପଣ ଫୋଟରେ ଦେଖୁଛନ୍ତି ।

ପିଙ୍କିଙ୍କୁ ଶେସ ଗୁଜୁରାଟି ଫିଲ୍ମ ମଣ୍ଟି କି ବିଟୁ, ରେ ଦେଖିଥିଲେ ତାପରେ ସେ ତାଙ୍କର ବୈବାହିକ ଜୀବନରେ ବ୍ୟସ୍ତ ହୋଇଯାଇଥିଲେ । ଆପଣଙ୍କୁ ଶ୍ରୀକୃଷ୍ଣ ସିରିୟଲରେ କେଉଁ ଚରିତ୍ରକୁ ଭଲ ଲାଗିଥିଲା । ଆପଣ ନିଶ୍ଚିତ ରୂପରେ କମେଣ୍ଟ  ବକ୍ସରେ ସେୟାର କରିପାରିବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *