ଆପଣଙ୍କ ବିବାହ ରେଖା କଣ କହୁଛି ଜାଣନ୍ତୁ- Palmistry Tips

ଆଜି ଆମେ ଜାଣିବା ବିଭିନ୍ନ ପ୍ରକାର ବିବାହ ଯୋଗ ବିଷୟରେ ଯଦି ଶୁକ୍ର ପର୍ବତ ଓ ଗୁରୁ ପର୍ବତ ବଢିଥାଏ ତେବେ ବିବାହ ଯୋଗ ହୋଇଥାଏ । କିନ୍ତୁ ବିଦ୍ଵାନ ମାନେ ଏହାକୁ ଛାଡି ଅନ୍ୟ ତତ୍ଵ ମଧ୍ୟ ଦେଇଛନ୍ତି । ଯାହାକୁ ନେଇ ବିବାହ ବିଷୟରେ ଜାଣିବାକୁ ମିଳିଥାଏ । ତେବେ ଚଲାନ୍ତୁ ସମ୍ପୂର୍ଣ ବିଷୟଟି ଜାଣିବା । ତେବେ ସର୍ବ ପ୍ରଥମେ ସୌଖୀନ ବିବାହ ବିଷୟରେ ଜାଣିବା । ଯଦି ପାପୁଲିର ଭାଗ୍ୟ ରେଖା ଉତ୍ତମ ପର୍ବତଠୁ ବାହାରି ହୃଦୟ ରେଖାରେ ସେଆସ ହୋଇଥିବ କିମ୍ବା ଗୁରୁପର୍ବତ ଉପରେ ଛକି ପଡିଥିବ ତେବେ ଏହା ଶୁଖିନ ବିବାହର ଯୋଗ ହୋଇଥାଏ ।

ଯଦି ଶୁକ୍ର ପର୍ବତ ଅଧିକ ବଢିନଥାଏ କିମ୍ବା ଲାଲୀ ରଙ୍ଗର ଚିହ୍ନ ରହିଥିବ ତେବେ ଏହା ସୁଖିନ ବିବାହର ଯୋଗ ହୋଇଥାଏ । ଏହି ଲୋକଙ୍କଙ୍କର ବିବାହ ଶୀଘ୍ର ହୋଇଥାଏ । ଏହି ଲୋକଙ୍କର ପ୍ରାୟତଃ ସମୟରେ ପ୍ରେମ ବିବାହ ହୋଇଥାଏ । ଏମାନେ ଅଧିକ କିଛି ଭାବି ନଥାନ୍ତି । କିନ୍ତୁ ହଠାତ ଏମାନଙ୍କର ବିବାହ ହୋଇଯାଇଥାଏ । ବିବାହ ପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥାଏ । ଏମାନଙ୍କର ଦୁଇ କିମ୍ବା ଅଧିକ ପିଲା ଛୁଆ ହୋଇପାରେ ।


ତାପରେ ଦେଖିବା ଆନମେଳା ବିବାହ ଯୋଗ । ଯଦି ସୂର୍ଯ୍ୟ ରେଖା ଏବଂ ବିବାହ ରେଖା ନିଜ ମଧ୍ୟରେ ମିସିଥାନ୍ତି ବା ଯୋଡି ହୋଇଥାନ୍ତି । ଯଦି ସୂର୍ଯ୍ୟ ପର୍ବତ ଛୋଟ ହୋଇଥାଏ ତେବେ ଏହା ଅନମେଳ ବିବାହ ଯୋଗ ହୋଇଥାଏ । ଏମିତି ଲୋକଙ୍କ ବିବାହ ସମସ୍ତଙ୍କ ଇଛାରେ ଓ ସମସ୍ତଙ୍କ ଉପସ୍ତିତିରେ  ହୋଇଥାଏ । ଏମାନଙ୍କ ବିବାହ ପ୍ରାୟତଃ ସମୟରେ ହିଁ ହୋଇଥାଏ । ଯାହାକୁ ଆମେ ତାକୁ ଆରେଞ୍ଜେ ମ୍ୟାରେଜ ହିଁ କହିଥାଉ । ଏଅପରି ଲୋକଙ୍କର ଗୋଟେ କି ଦୁଇଟା ସନ୍ତାନ ହୋଇଥାଏ ।


ତାପରେ ଦେଖିବା ବେଇପାରିକ ବିବାହ ଯୋଗ । ମନି ପର୍ବତରୁ କୌଣସି ରେଖା ବୁଧ ପର୍ବତ ପାଖକୁ ଯାଉଥାଏ କିମ୍ବା ସୂର୍ଯ୍ୟ ରେଖା ଶୁକ୍ର ପର୍ବତ ମିଳିଥାଏ ତେବେ ଏପରି ଲୋକଙ୍କ ବିବାହ ବହୁତ ଅଧିକରେ ହୋଇଥାଏ । ବେଳେ ବେଳେ ଏମିତି ଲୋକ ବିବାହ କରି ପାରନ୍ତି ନହିଁ । ଏଅପରି ଝିଅ ବ୍ୟବସାୟ କରୁଥିବା ଲୋକଙ୍କୁ ବିବାହ କରିଥାନ୍ତି । ଏବଂ ତାଙ୍କ ସ୍ଵାମୀ ଟିକେ କଞ୍ଜୁସ ସ୍ଵଭାବର ହୋଇଥିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *