କର୍ମର ଫଳ କେବେ ମିଳିବ? Krishna Vani

ଶୁଭ କାମନା, ଆଶୀର୍ବାଦ, ସ୍ନେହ, ସଦିଛା ଏହି ସବୁ ସମାଜ ନିଜ ଗୁଣ କାରଣରୁ ଦେଇଥାଏ । ସେମିତିରେ ସାଧାରଣ ରୂପରେ ଏହା ବେକାର ଲାଗିପରେ କରିବା ଜୀବନରେ ଭାବନା ବହୁତ ଖାସ ହୋଇଥାଏ । ଆମେ ଯାହାବି କର୍ମ କରିଥାଉ ତାହାର ଅନେକ ଦ୍ଵାର ହୋଇଥାଏ କିନ୍ତୁ ସବୁଠୁ ମହତ୍ଵ ପୂର୍ଣ ହୋଇଥାଏ ନିଜ ସହିତ ଆଉ କାହାର ମନକୁ ସନ୍ତୋଷ ଦେବା ।

ଯେବେ କାହାର ମନକୁ ସନ୍ତୋଷ ମିଳିଥାଏ, ସେ ମନରୁ ଆମ ପାଇଁ ଆଶୀର୍ବାଦ କରିଥାଏ । ଯଦି ଜୀବନରେ ଲୋକ ଆପଣ ମାନଙ୍କ ପ୍ରତି ସହନଶୀଳ ହୋଇଥାନ୍ତି ବୁଝିଜାଆନ୍ତୁ ଆପଣ ଆପଣଙ୍କ ଜୀବନକୁ ଶଚା ଉପଯୋଗ କରିଛନ୍ତି ।

ଏହାର ଓଲଟା ଯଦି ବହୁତ ଲୋକ ଆପଣଙ୍କୁ ପସନ୍ଦ କରୁନାହାନ୍ତି ଓ ଆପଣଙ୍କ ପାଇଁ  ଖରାପ ଓ ଆପଣଙ୍କୁ ନୀଚ ଦେଖାଇବା ପାଇଁ ଚେଷ୍ଟା କରୁଛନ୍ତି । ବୁଝି ଯାନ୍ତୁ ଆପଣ ଖାଲି ଜୀବନ ନିଜ ପାଇଁ ଉପଯୋଗ କରିଛନ୍ତି । ଯେବେ ଆପଣ ନିଜ ଜୀବନକୁ ସଂସାର ପାଇଁ ସମର୍ପିତ କରିଛନ୍ତି ସେଥି ପାଇଁ ତ୍ୟାଗ ଓ ସଦଭାବନା ରଖିଛନ୍ତି । ଲୋକ ଆପଣଙ୍କ ଭଲ ଓ ସୁଖ ପାଇଁ ମଙ୍ଗଲ କାମନା କରିଥାନ୍ତି ।

ଯଦି ଜୀବନରେ ଆପଣ କିଛି ଭଲ କମ କରିଥିବେ ଓ ଲୋକ ମାନଙ୍କୁ ବହୁତ ସାହାର୍ଯ୍ୟ କରିଥିବେ । ଲୋକ ମାନଙ୍କ ହୃଦୟରେ ଆପଣଙ୍କ ପାଇଁ  ଭଲ ପାଇବା ଓ ଆଶୀର୍ବାଦ ରହିଥାଏ । ଆଉ ସେହି ଆଶୀର୍ବାଦ ଜୀବନରେ ବହୁତ ଆଗକୁ ବଢିବ ପାଇଁ ଦ୍ଵାର ଖୋଲିଥାଏ ।ଆଉ ଯେତେ ଲୋକ ଆପଣଙ୍କ ପାଇଁ ମଙ୍ଗଲ ଭାବନା ରଖିଛନ୍ତି ସେତେହିଁ ସମାଜରେ ବିରୋଧ ଭାବ କମ ରଖିଥାନ୍ତି । ଏହା ଏକ ପ୍ରକାରେ ଆପଣ ସମାଜରେ କରିଥିବା  ନିବେଶ ଅଟେ ।

ଏହି ନିବେଶର ପ୍ରତିଫଳ ଓ କମାଇର ଅନ୍ଦାଜ ଲାଗାଯାଇପାରିବ ନହିଁ ।  କିନ୍ତୁ ସେ ଆପଣଙ୍କ ମନକୁ ଶାନ୍ତି ଦେଇଥାନ୍ତି, ଆପଣଙ୍କୁ ଖୁସି ମିଳିଥାଏ । କୁହାଯାଏ ସବୁ ଔଷଧ ବେକାର ହୋଇଥାଏ କିନ୍ତୁ ଆଶୀର୍ବାଦ କେବେ ଖାଲି ଯାଇନଥାଏ । ଆଶୀର୍ବାଦ ସେହି ରାମ ବାଣ ଅଟେ ବହୁତ ସୁଫଳ ଦେଇଥାଏ । ସେହି ପରି ଅଭିଶାପ ମଧ୍ୟ ସବୁ ପରିସ୍ଥିତି ତାର ପ୍ରଭାବ ଦେଖାଇ ଥାଏ ।ଆଉ ଅଭିଶାପର ପ୍ରଭା ଏମିତି ହୋଇଥାଏକି ଯେମିତି ଲୋକ ହେଉଥାଉ ତାକୁ ବର୍ବାଦ କରି ଦେଇଥାଏ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *