କାଲି ଶ୍ରୀପଞ୍ଚମୀ, ଘରର ଏହି ଜାଗାରେ ରଖି ଦିଅନ୍ତୁ ମୟୂର ପଙ୍ଖ, ତା ପରେ ଦେଖିବେ ଚମତ୍କାର

ମାଘ ମାସ ଶୁକ୍ଲ ପକ୍ଷର ପଞ୍ଚମୀ ଥିତିକୁ ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ କୁହାଯାଏ । ଏହି ଦିନ ସାଂସ୍କୃତିକ କାର୍ଯ୍ୟ କ୍ରମ ହୋଇଥାଏ । ପୁରାଣ ଅନୁସାରେ ବ୍ରହ୍ମ ଦେବତା ଏହି ଦିନ ମାତା ସରସ୍ଵତୀଙ୍କୁ ଆହ୍ଵାନ କରିଥିଲେ । ତେଣୁ କରି ଏହି ଦିନ ଲୋକ ମାନେ ସରସ୍ଵତୀ ପୂଜା ରୂପରେ ପୂଜା କରନ୍ତି । ନିଜର ଊର୍ଣ୍ଣତି ଓ ଯେଉଁ ପିଲାମାନେ ନୂଆ କରି ପାଠ ଆରମ୍ଭ କରିବାକୁ ଯାଉଛନ୍ତି ସେମାନେ ଏହି ପୂଜା କରିଥାନ୍ତି ।

ଯେଉଁ ମାନେ ସମସ୍ଥେ ବ୍ୟବସାୟୀ, ପାଠ ପଢା ପିଲା ଓ କଳାକାର ସେମାନେ ଏକ ମୟୂର ପରକୁ ନେଇ ଏକା ଜାଗାରେ ରଖନ୍ତୁ ଯାହାକି ଆପଣଙ୍କର ବହୁତ ଲାଭ ହେବ । ଆସନ୍ତୁ ଜାଣିବା ଏହାକୁ ଆପଣ ନେଇ କେଉଁ ଠାରେ ରଖିବା ହେତୁ ଆପଣ ଏହାର ଲାଭ ଉଠାଇ ପାରିବେ ଓ ଆପଣଙ୍କୁ ସବୁ ପ୍ରକାରର ସୁବିଧା ହୋଇଯିବ । ଯେହେତୁ ଶ୍ରୀପଞ୍ଚମୀ ଦିନ ମଙ୍ଗଳ ବାର ହେଉଛି ତେବେ ଏହି ଦିନ ବହୁତ ଲୋକଙ୍କର ସୁବିଧା ହେବ ।

ଆପଣ ଏହି ଦିନ ସବୁ ପ୍ରକାରର ଶୁଭ କାର୍ଯ୍ୟ କରିପାରିବେ । ଏହି ଦିନ ମା ସରସ୍ଵତୀ ପୂଜା ଦିନ ଆପଣ ଏକ ମୟୂର ଚୂଳକୁ ନେଇ ରଖିବା ଫଳରେ ସବୁ କ୍ଷେତ୍ରରେ ଜିତି ପାରିବେ । ଶାସ୍ତ୍ର ଅନୁସାରେ ସରସ୍ଵତୀ ମାଙ୍କ ମହିମାରୁ ଖରାପ ବୃଦ୍ଧି ମଧ୍ୟ ଭଲ ବୃଦ୍ଧି ହୋଇ ମହାନ ବିଦ୍ୟାନରେ ପରିବର୍ତନ ହୋଇପାରିବ । ମୟୂର ପଙ୍ଖ କୁ ଆମ ହିନ୍ଦୁ ଧର୍ମରେ ବହୁତ ପବିତ୍ର ବୋଲି ମାନିଠାଉ । ଏହା ଆମର ଦୁର୍ଭାଗ୍ୟକୁ ଶୋଭାଗ୍ୟରେ ପରିଣତ ମଧ୍ୟ କରିଥାଏ ।

ଶ୍ରୀପଞ୍ଚମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ପ୍ରଥମେ ମାତାଙ୍କର ପୂଜା ସେହି ଦିନ କରାଯାଇ ଥିଲା । ସେହି ଦିନ ଠାରୁ ଆମର ହିନ୍ଦୁ ଲୋକ ମାନେ ଶ୍ରୀପଞ୍ଚମୀ ଦିନକୁ ସରସ୍ଵତୀ ପୂଜା ରେପରେ ମାନି ପୂଜା କରିଥାଊ । ଭଗବାନ ଶ୍ରୀକୃଷ୍ଣଙ୍କୁ ମୟୂର ପଙ୍ଖ ଅତ୍ୟନ୍ତ ପ୍ରିୟ ଅଟେ । ସେଥିପାଇଁ ମୟୂର ପଙ୍ଖକୁ ଶ୍ରୀପଞ୍ଚମୀ ନିଶ୍ଚୟ ପୂଜା କରାଯାଏ । ମାତା ସରସ୍ଵତୀଙ୍କୁ ହଳଦିଆ ରଙ୍ଗ ବହୁତ ପସନ୍ଦ ଅଟେ ସେଥିପାଇଁ ଆପଣ ହଳଦିଆ ରଙ୍ଗର ଫୁଲ ଆଣି ମାଙ୍କୁ ଦିଅନ୍ତୁ ବହୁତ ଶୁଭ ହେବ ।

ଆପଣ ଏହିଦିନ ମାଙ୍କ ପାଖରେ ହଳଦିଆ ଭୋ ମଧ୍ୟ ଲଗାଇ ପାରିବେ । ଯଥା ନଡୁ, କେସରର ଖିରୀ ଲଗାଇ ପାରିବେ । ମାତାଙ୍କୁ ହଳଦିଆ ତିଳକ ମଧ୍ୟ ଲଗାଇବେ । ମାତାଙ୍କୁ ସରସ୍ଵତିଙ୍କୁ ଏକ ମୟୂର ପଙ୍ଖ ଦେଇପାରିବେ ଓ ସେଥିରେ ଆପଣ ହଳଦିଆ ଟୀକା ଲଗାଇବା ନିହାତି ଦରକାର । ଏହାପରେ ମାତାଙ୍କୁ ଅର୍ପଣ କରନ୍ତୁ ଓ ପୂଜା ମଧ୍ୟ କରନ୍ତୁ । ଏହି ପରି ଆପଣ ପୂଜା କରିବା ଦ୍ଵାରା ସବୁ ଦେବା ଓ ଦେବୀଙ୍କର ଆଶ୍ରିବାଦ ମିଳିବ ଓ ନବ ଗ୍ରହଙ୍କର ମଧ୍ୟ ଆଶ୍ରିବାଦ ମିଳିବ ।

ଆପଣ ଯଦି ଭଲ ମନରେ ମାତାଙ୍କ ପୂଜା କରୁଛନ୍ତି ତେବେ ଆପଣଙ୍କର ଏଥିରେ ଭଲ ବିଦ୍ୟା ହେବ ଓ ମାନ ସଂମ୍ମାନ ମଧ୍ୟ ମିଳିବ । ଯଦି ଆପଣଙ୍କର ବହୁତ ଦିନ ହେବ ରହିଥିବା କୌଣସି କାର୍ଯ୍ୟ ହେଉନଥିବା ତେବେ ଆପଣ ଶ୍ରୀପାଞ୍ଚମି ଦିନ ମାଙ୍କୁ ପୂଜା କରି କହିଲା ସମୟରେ ମାତାଙ୍କୁ ଏହି ମୟୂର ପଙ୍ଖ ଦେବେ । ଏହା ଦ୍ଵାରା କାମ ବହୁତ ଶୀଘ୍ର ହୋଇଯିବ । ଯଦି ଆପଣ ବହୁତ ପରିଶ୍ରମ କରୁଛନ୍ତି କିନ୍ତୁ ଏହାର ଫଳ ପାଇପାରୁ ନାହାନ୍ତିତେବେ ଆପଣ ଶ୍ରୀପଞ୍ଚମୀ ଦିନ ଯେଉଁ ମୟୂର ପଙ୍ଖ ଦେଇଥିବେ ତାକୁ ଆଣି ନିଜ ପାଖରେ ରଖିବା ଦ୍ଵାରା ଆପଣଙ୍କର ସବୁ କାର୍ଯ୍ୟ ପୂର୍ଣ ହୋଇଯିବ ।

Leave a Reply

Your email address will not be published. Required fields are marked *