ସ୍ତ୍ରୀର ଏହି ୪ଟି ଭୁଲରେ ସ୍ଵାମି ହେବାକୁ ଲାଗିଥାଏ ଧୀରେ ଧୀରେ ବର୍ବାଦ, ଏହାକୁ ଶୀଘ୍ର ଜାଣି ନିଅନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏମିତି କାମ ବିଷୟରେ କହିବାକୁ ଯାଉଛୁ ,ଯାହାକୁ ଯଦି ସ୍ତ୍ରୀ ପ୍ରତିଦିନ କରିବାକୁ ଲାଗିଥାଏ ତାହେଲେ ସ୍ଵାମି ପାଇଁ ଅସୁବିଧା ବଢିପାରେ । ଏଥିପାଇଁ ସ୍ତ୍ରୀକୁ କେବେବି ଏହି ଚାରଟି କାମ କରିବା ଉଚିତ ନୁହେଁ । ଆସନ୍ତୁ ଏହାକୁ ଜାଣିବା ।

୧ -ସ୍ତ୍ରୀକୁ କେବେ ବି ନିଜ ମୁହଁରୁ ସ୍ଵାମିଙ୍କ ପାଇଁ କଟୁ କଥା କହିବା ଉଚିତ ନୁହେଁ । ଏମିତି କଲେ ଆପଣଙ୍କ ସମ୍ପର୍କରେ ଫାଟ ଆସିପାରେ । କଥାରେ ମା ସରସ୍ଵତୀଙ୍କ ବାସ ହୋଇଥାଏ ଏଥିପାଇଁ ସ୍ତ୍ରୀ କୁ ସବୁବେଳେ ନିଜର ସ୍ଵାମିଙ୍କୁ ମିଠା କଥା କହିବା ଦରକାର ।

୨ -ସ୍ତ୍ରୀ ସକାଳେ ବହୁତ ଡେରି ପର୍ଯ୍ୟନ୍ତ ଶୋଇବା ଉଚିତ ନୁହେଁ । କେତେକ ଥର ସକାଳୁ ଜଲ୍ଦି ନଉଠିଲେ ସ୍ଵାମିଙ୍କୁ ଅନେକ କାର୍ଯ୍ୟରେ ଡେରି ହୋଇଥାଏ । ସକାଳୁ ଉଠିବାର ସର୍ବଶ୍ରେଷ୍ଠ ସମୟ ବ୍ରହ୍ମା ମୁହୂର୍ତ ହୋଇଥାଏ । ଏହି ସମୟରେ ସ୍ତ୍ରୀକୁ ନିଦରୁ ଉଠିଯିବା ଦରକାର ।

୩ -ସ୍ତ୍ରୀ ପ୍ରତିଦିନ ଘରର ସଫା ସଫି କରିଦେବା ଉଚିତ । ଘରକୁ ସଫା ସୁତୁରା ରଖିବା ଦ୍ଵାରା ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ପ୍ରତିଦିନ ଘରକୁ ସଫା ନକଲେ ଘରେ ମଇଳା ଜମା ହୋଇଯାଇ ଥାଏ । ଯାହା ଦ୍ଵାରା ରୋଗର ବିପଦ ବଢିଥାଏ ।

୪ -ସ୍ତ୍ରୀକୁ କେବେବି ବିଧାତାଙ୍କ ଠାରୁ ପ୍ରାପ୍ତ ହୋଇଥିବା ଅର୍ନ୍ନର ଅପମାନ କରିବା ଉଚିତ ନୁହେଁ । ଏବଂ ନା ହିଁ ସ୍ତ୍ରୀକୁ ଭୋକ ଠାରୁ ଅଧିକ ଖାଇବା ଉଚିତ । ଖାଦ୍ୟ ଖରାପ ଅଟେ ଏହା କହି ଖାଦ୍ୟର କେବେବି ଅପମାନ କରିବା ଉଚିତ ନୁହେଁ ।

ଆଶା କରୁଛୁ ଆମ ଦ୍ଵାରା ଦିଆ ଯାଉଥିବା ତଥ୍ୟ ଆପଣଙ୍କର ପସନ୍ଦ ହେଉଥିବ, ପସନ୍ଦ ଆସିଲେ ଶେୟାର କରନ୍ତୁ ଏହି ପୋଷ୍ଟ ଆପଣଙ୍କୁ କେମିତି ଲାଗିଲା କମେଣ୍ଟରେ କୁହନ୍ତୁ । ଆଗକୁ ମଧ୍ୟ ଏହିଭଳି ଅନେକ ଭିନ୍ନ ଭିନ୍ନ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *