ହିନ୍ଦୁଧର୍ମ ବା ପୁରାଣ ରେ ସ୍ଵାମୀ ର ସଫଳତା ରେ ସ୍ତ୍ରୀ ର ସବୁଠାରୁ ମୁଖ୍ୟ ଭୂମିକା ରହିଥାଏ । ଏହା ମାନାଯାଏ ଯେ ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ସ୍ତ୍ରୀ ଉପରେ ବହୁତ ନିର୍ଭର ହୋଇଥାଏ । ଏହି କାରଣ ରୁ କିଛି ଲୋକଙ୍କ ଭାଗ୍ୟ ବିବାହ ପରେ ସମ୍ପୂର୍ଣ ଭାବରେ ବଦଳି ଯାଇଥାଏ । ଏପରି କିଛି ଲୋକ ଅଛନ୍ତି ଯିଏ ବିବାହ ପୂର୍ବରୁ ନିଜ ଜୀବନ ରେ ଯେତେ ବି କାର୍ଯ୍ୟ କରିଥାନ୍ତି ସେ ସଫଳ ହୋଇନଥାନ୍ତି କିନ୍ତୁ ବିବାହ ପରେ ସେ ବହୁତ ସଫଳ ହୋଇଥାନ୍ତି ।
କିଛି ଲୋକ ଙ୍କ ଭାଗ୍ୟ ବିବାହ ପରେ ପୁରା ବର୍ବାଦ ମଧ୍ୟ ହୋଇଯାଇଥାନ୍ତି । ସ୍ବାମୀଙ୍କର ଏହି ବରବାଦି ପଛରେ ସ୍ତ୍ରୀ ଙ୍କର କିଛି ଭୁଲ ପାଇଁ ଏହା ଘଟିଥାଏ । ପୁରାଣ ରେ ସ୍ତ୍ରୀ ଓ ପୁରୁଷ ଙ୍କୁ ନେଇ କିଛି ନିୟମ ବିଷୟରେ ଲେଖା ଯାଇଛି ।
ସେହି ଅନୁସାରେ ଯଦି ପତ୍ନୀ କିଛି ଖାସ ଭୁଲ କରିଥାନ୍ତି ତାର ନକରାତ୍ମକ ଶକ୍ତି ନିଜ ପତି ଙ୍କ ଉପରେ ପଡିଥାଏ । ଅର୍ଥାତ ପତ୍ନୀ ଙ୍କ ଭୁଲ ର ଦଣ୍ଡ ପତି ଙ୍କୁ ମଧ୍ୟ ଭୋଗିବାକୁ ପଡିଥାଏ । ତେଣୁ ଭୁଲ ରେ ବି ଏହି କାମ କରନ୍ତୁ ନାହିଁ ମହିଳା ମାନେ ନଚେତ ଆପଣଙ୍କ ସ୍ଵାମୀ ଙ୍କୁ ସବୁ କାମ ରେ ଅସଫଳତା, ଓ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିଥାଏ ।
୧) ସକାଳୁ ଡେରି ରେ ଉଠିବା:-
ଯେଉଁ ଘରେ ପତ୍ନୀ ସକାଳେ ସୂର୍ଯ୍ୟ ଉଦୟ ହେବା ପରେ ମଧ୍ୟ ଶେଯ ରେ ସୋଇ ରହିଥାଏ ସେହି ଘରେ ଅଧିକ ପରିମାଣ ରେ ନକରାତ୍ମକ ଉର୍ଜ୍ଜା ବନି ରହିଥାଏ । ଏହି ନକରାତ୍ମକ ଉର୍ଜ୍ଜା ନିଜ ପତିଙ୍କ ଭାଗ୍ୟ ରେ ପଡିଥାଏ । ସକାଳୁ ଡେରି ରେ ଉଠୁଥିବା ମହିଳା ମାନଙ୍କ ସ୍ଵାମୀ ସର୍ବଦା ଦୁର୍ଭାଗ୍ୟ ର ଶିକାର ହୋଇଥାନ୍ତି । ଯେଉଁ ମହିଳା ମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ ସାରି ଭଗବାନ ବିଷ୍ଣୁ ଓ ମାତା ଲାଖମିଙ୍କ ପୂଜା କରିଥାଏ ସେହି ମହିଳା ଙ୍କ ପତି ଙ୍କୁ ସବୁ କାର୍ଯ୍ୟ ରେ ସଫଳତା ମିଳିଥାଏ ।
୨) ଘର ସଫା ନ ରଖିବା:-
ଯେଉଁ ଘର ଅପରିଷ୍କାର ରହିଥାଏ ବା ଯେଉଁ ଘରୁ ସର୍ବଦା ଦୁର୍ଗନ୍ଧ ଆସିଥାଏ ସେହି ଘରେ ଦରିଦ୍ରତା ଆସିଥାଏ । ଏହା ଫଳରେ ସ୍ବାମୀଙ୍କ କାମ ଉପରେ ବାଧା ବା ସମସ୍ୟା ମଧ୍ୟ ଆସିଥାଏ । ଯେଉଁ ମହିଳା ଘରକୁ ବହୁତ ଅପରିଷ୍କାର ରଖିଥାନ୍ତି ସେହି ମହିଳାଙ୍କ ପତି ଙ୍କ ପଇସା ବହୁତ ଅଧିକ ଖର୍ଚ ହୋଇଥାଏ । ଓ ସେମାନେ ବହୁତ ଜଲ୍ଦି କଙ୍ଗାଳ ହୋଇଥାନ୍ତି ।
୩) ସବୁବେଳେ ନ ଗାଧୋଇବା:-
କିଛି ମହିଳା ମାନେ ଅଳସୁଆ କାରଣରୁ ପ୍ରତିଦିନ ଗାଧୋଇ ନଥାନ୍ତି ସେମାନେ ସର୍ବଦା ନକରାତ୍ମକ ଶକ୍ତି ଦ୍ଵାରା ଘେରି ହୋଇ ରହିଥାନ୍ତି । ଏହି ନକରତ୍ମକ ଶକ୍ତି ତାଙ୍କ ସ୍ଵାମୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହି କାରଣରୁ ସ୍ଵାମୀ ଙ୍କ ମନ କାମ ରେ ଲାଗିନଥାଏ । ଓ ସେମାନେ ସଫଳ ମଧ୍ୟ ହୋଇପାରନ୍ତି ନାହିଁ । ତେଣୁ ମହିଳା ମାନେ ସର୍ବଦା ଗାଧୋଇବା ଜରୁରୀ ଅଟେ ।
୪) କଟୁ ଶବ୍ଦ କହିବା:-
ଯେଉଁ ମହିଳାଙ୍କ ମୁହଁ ରୁ ସର୍ବଦା କଟୁ ଶବ୍ଦ ବାହାରିଥାଏ ଓ ଯିଏ ସର୍ବଦା ନିଜ ସ୍ବାମୀଙ୍କ ସହ ଝଗଡା କରିଥାନ୍ତି ସେହି ମହିଳାମାନେ ନିଜ ସ୍ଵାମୀର ବର୍ବଦିର ସବୁଠାରୁ ବଡ କାରଣ ବନିଥାନ୍ତି । ଝଗଡା କାରଣ ରୁ ଆପଣଙ୍କ ସ୍ବାମୀଙ୍କ ଚିନ୍ତା ଧାରା ରେ ବାଧା ଆସିଥାଏ । ତେଣୁ ନିଜ ସ୍ବାମୀଙ୍କ ସହ ଝଗଡା କରନ୍ତୁ ନାହିଁ ।
୫) ଭରପୁର ଖାଇବା ନ ଦେବା:-
ଯେଉଁ ମହିଳା ମାନେ ନିଜ ସ୍ବାମୀଙ୍କୁ ଭରପୁର ଖାଇବାକୁ ଦେଇନଥାନ୍ତି ତେବେ ସେହି ସ୍ଵାମୀର ବରବାଦି ନିଶ୍ଚିନ୍ତ ରୂପରେ ହୋଇଥାଏ । ତେଣୁ ଆପଣଙ୍କ ସ୍ଵାମୀ ଆସିବା ପରେ ଖାଇବା ବନାନ୍ତୁ । ଓ ସାଙ୍ଗ ହୋଇ ବସି ଏକାଠି ଖାଆନ୍ତୁ । ଏହା ଦ୍ଵାରା ଆପଣଙ୍କ ପ୍ରେମ ସମ୍ବନ୍ଧ ବଢିଥାଏ । ଓ କାମ ରେ ସ୍ବାମୀଙ୍କ ମନ ଲାଗି ରହିଥାଏ । ତେଣୁ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।