ପ୍ରସିଦ୍ଧ କମେଡି କିଙ୍ଗ Johnny Leverଙ୍କ ପତ୍ନୀ ଦେଖିବାକୁ ବହୁତ ସୁନ୍ଦର ଓ Bold

ଜନି ଲିବରଙ୍କୁ କମେଡି କିଙ୍ଗ ବୋଲି କୁହାଯାଇଥାଏ । ଜନି ଲିବର ଭାରତର ପ୍ରଥମ ପ୍ରସିଦ୍ଧ କମେଡିଆନ ଅଟନ୍ତି । ତାଙ୍କର କମେଡି ଦ୍ଵାରା କାନ୍ଦୁଥିବା ଲୋକଙ୍କୁ ହସାଇବାର ଦମ ରଖିଥାନ୍ତି । ସେ ଏବେ ପର୍ଯ୍ୟନ୍ତ ୧୩ ଥର ଫିଲ୍ମ ଫେୟାର ଆୱାର୍ଡ ଜିତି ସାରିଲେଣି । କିନ୍ତୁ ଆଜି ଜନି ଲିବର ନୁହେଁ ତାଙ୍କ ପତ୍ନୀଙ୍କ ବିଷୟରେ ଆଲୋଚନା କରିବା ।

ସେ କେମିତି ଦେଖିବାକୁ ଓ କଣ କରୁଛନ୍ତି । ଯଦି ଆପଣ ମାନେବି ଜାଣିବାକୁ ଚାହୁଁଛନ୍ତି, ଏହି ଲେଖାକୁ ସେଶ ପର୍ଯ୍ୟନ୍ତ ପଢନ୍ତୁ ।


ଜନି ଲିବରଙ୍କ ରିଅଲ ନାମ ଜନି ପ୍ରକାଶ । ତାଙ୍କର ଜନ୍ମ ୧୪ ଅଗଷ୍ଟ ୧୯୫୬କୁ ଆନ୍ଧ୍ର ପ୍ରଦେଶରେ ହୋଇଥିଲା । ସେ ଗୋଟେ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଆର୍ଥିକ ଅବସ୍ଥା ଠିକ ନଥିବା କାରଣରୁ ହିନ୍ଦୁସ୍ତାନ ଲିବର ଫ୍ୟାକ୍ଟରୀରେ କାମ କରିବା ଆରମ୍ଭ କରିଥିଲେ । ସେ ଖାଲି ସମୟରେ ସମସ୍ତଙ୍କୁ ହସାଉଥିଲେ । ଏହି କାରଣରୁ ତାଙ୍କର ନାମ ଜନି ଲିବର ହୋଇଥିଲା । ଜନି ଲିବର କମେଡିର ଟେଲି ସୋ କରୁଥିଲେ ।

ଏମିତି ଗୋଟେ ସୋରେ ସେ ସୁନୀଲ ଦତ୍ତଙ୍କ ନଜରରେ ଆସିଥିଲେ । ସୁନୀଲ ଦତ୍ତ ଜନୀଙ୍କୁ ପ୍ରଥମେ ବ୍ରେକ ଦେଇଥିଲେ ଫିଲ୍ମରେ । ସେ ଫିଲ୍ମ ନାମଟି ହେଉଛି ,”ଦରଦ କି ରିସ୍ତା” । ଏହା ପରେ ତାଙ୍କର ଜଲବା ଫିଲ୍ମରେ ଦେଖାଇ ଥିଲେ । କିନ୍ତୁ ତାଙ୍କ କାରିୟରର ସୁପରହିଟ ଫିଲ୍ମ ବାଜିଗର ଥିଲା । ଏହା ପରେ ସେ ବହୁତ ସୁପରହିଟ ଫିଲ୍ମର ଲାଇନ ଲଗାଇ ଦେଇଥିଲେ । ଏବେ ପର୍ଯ୍ୟନ୍ତ ସେ ୩୫୦ ଫିଲ୍ମରେ କାମ କରିସାରିଛନ୍ତି ।


ସେଥିରେ ତୁମ’ ଶିର୍ଫ ତୁମ, ବାଜିଗର, ବାଦଶା, ହାଲୋ ବ୍ରଦର ଭଳି ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ଯଦି ତାଙ୍କ ପତ୍ନୀଙ୍କ କଥା ଆଲୋଚନା କରିବା ସୁଜାତା ଜନରାଓ । ସେ ବହୁତ ସୁନ୍ଦର ଅଟନ୍ତି କିନ୍ତୁ ସେ ସବୁବେଳେ ଲାଇମ ଲାଇଟରୁ ଦୂରେଇ ରୁହନ୍ତୁ । ତାଙ୍କର ଦୁଇଟି ଛୁଆ ଅଛନ୍ତି ପୁଅ ନାମ ହେଉଛି ଜେନି ଲିବର, ଜେସୀ ଲିବର । ଆପଣଙ୍କୁ ଜନି ଲିବରର କମେଡି କେଉଁ ଫିଲ୍ମରେ ଅଧିକ ଭଲ ଲାଗିଛି କମେଣ୍ଟ କରି କହିବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *