ଅନାମିକା ଅଙ୍ଗୁଳିରେ ଲୁଚି ରହିଛି ଅନେକ ରାଜ- Sadhguru

ମଣିଷର ହାତ ବହୁତ ଜିନିଷ କରିପାରେ । ଖାଇବା ଓ ଅନ୍ୟ ଶାରୀରିକ କାର୍ଯ୍ୟ କରିବା ଛଡା ସେ ବହୁତ କିଛି ଜିନିଷ କରିବାରେ ସକ୍ଷମ ହୋଇଥାଏ । ଯଦି ତୁମେ ତୁମର ଊର୍ଜା ପ୍ରଣାଳୀକୁ ଜୀବନତା ଇ ତୀବ୍ରତାର ଖାସ ଗୋଟେ ନିର୍ଦ୍ଧିଷ୍ଟ ସ୍ତର ପର୍ଯ୍ୟନ୍ତ ନେଇ ଆସିବେ । ପୁଣି ଆପଣ ଜାଣିଯିବେ ହାତ ଗୋଟେ ଜବରଦସ୍ତ ଉପକରଣ ଅଟେ । ଯୋଗରେ ଆମେ କହିଥାଉ ଅନାମିକା ଓ ରିଙ୍ଗ ଆଙ୍ଗୁଠିରେ ପୁରା ବ୍ରାହ୍ମଣ୍ଡକୁ ନିୟନ୍ତ୍ରିତ କରିଥାଏ ।ଏହି ଆଙ୍ଗୁଠି ଆପଣଙ୍କ କମ୍ପୁଟର ମାଉସ ଭଳି ଅଟେ ।

ଏଥିରେ ଆପଣ ଯେମିତି ଚାହିଁବେ ଆପଣଙ୍କ ଶରୀରକୁ ଏଡଜସ୍ଟ କରିପାରିବ । ଯଦି ଆପଣ ଜାଣିଥିବେକି କଣ କରିବାକୁ ପଡିବ । ଆପଣ ନିଜ ସିସ୍ଟମକୁ ଯୁଆଡେ ଚାହିଁଲେ ସିଆଡେ ସକ୍ରିୟ କରିପାରିବେ କେବଳ ରିଙ୍ଗ ଫିଂଗର ଦ୍ଵାରା ।

ତ ହାତ ବହୁତ ପ୍ରକାର ଜିନିଷ କରିପାରିଥାଏ । ଖାଇବା ଓ ଶାରୀରିକ କାର୍ଯ୍ୟ କରିବା ଛଡା ଏଥିରେ ପୁରା ବିଜ୍ଞାନ ଜଡିତ ରହିଛି । ଏହିଭଳି ସ୍ଥିତିରେ ଏହାର ଗଭୀରକୁ ଯିବା ଅଧିକ ହୋଇଯିବ । ଖାଲି ନିଜର ହାତକୁ ଓଲଟାଇ ଆପଣ ନିଜର ନିଶ୍ଵାସ ନେବାର ତାରିକାକୁ ବଦଳାଇ ପାରିବ, ଖାଲି ଏହା ଆପଣଙ୍କ ନିଶ୍ଵାସ ବିଷୟରେ ନୁହେଁ । ଯେଉଁଭଳି ମୂଳଭୂତ ଊର୍ଜା କାମ କରିଥାଏ ଇଏ ବହୁତ ଅଲଗା ହୋଇଥାଏ । ହାତ ଗୋଟେ ଏମିତି ପ୍ରକାର ଉପକରଣ ଅଟେ ଦିନରେ ବହୁତ ବାର ହାତକୁ ହଲାଇ ନାଇଁ ନାଇଁ ଭଳି ହଲାଇ ଥାଉ । କିଏବି କିଛି ଆପଣଙ୍କୁ ପଚାରିଥାଏ ସେମାନେ ହାତ ହଲାଇ ଥାନ୍ତି, ମାନେ ଭାରତରେ ଏହାର ମାନେ ନା ହୋଇଥାଏ ।


ଆପଣ ହାତ ଏମିତି ହଲାଇ ଥାନ୍ତି ଓ ଶାନ୍ତ ଓ ଖୁସି ରହିବାର ଆଶା କରିଥାନ୍ତି । ଜୀବନ ଏହିଭଳି କାମ କରିନଥାଏ । ଯଦି ଆପଣ ଏହିଭଳି ଭାବରେ କରିଥାନ୍ତି ତାହେଲେ ଆପଣ ନିଜର ଊର୍ଜାକୁ ଅଶାନ୍ତ କରିଥାନ୍ତି । ଶାନ୍ତି କେବେ ଆସିବନି, ଏହି ହାତ ସବୁ ଜିନିଷ କରିବାର ଉପକାର ହୋଇଥାଏ, ଏହା ସବୁ ଜିନିଷକୁ କରିବା ପାଇଁ କଣ୍ଟ୍ରୋଲ ପ୍ୟାନେଲ ଭଳି କାମ କରିଥାଏ । ଆପଣ ଏହାକୁ ଛୋଟ ମଣିଷ ଭଳି ରଖିବେ ଓ ଚାହିଲେ ବହୁତ ଭଲ କରି ବଡ ସମ୍ଭାବନାରେ ବଦଳାଇ ଦେଇ ପାରିବେ । ଯାହାବି କିନ୍ତୁ ଅନାମିକା କଣ୍ଟ୍ରୋଲ ପ୍ୟାନେଲ ହୋଇଥାଏ ।

ଗୋଟିଏ ପ୍ରକାର ନିଜ ଶରୀରକୁ ଖୋଲିବା ପାଇଁ ଗୋଟିଏ ମଣିଷ ତନ୍ତ୍ରର ସମ୍ଭାବନା ପ୍ରତି ଖୋଲିବା ପାଇଁ ରିଙ୍ଗ ଫିଂଗର ମହତ୍ବପୂର୍ଣ ହୋଇଥାଏ । ଯଦି ଆପଣ କୌଣସି ବ୍ୟକ୍ତିକୁ ନିଜର ବାର କି କନ୍ୟା କରିବାକୁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣ ତାର ଅଙ୍ଗୁଳିରେ ମୁଦି ପିନ୍ଧାଉ ଛନ୍ତି ରିଙ୍ଗ ଫିଙ୍ଗରରେ । କୌଣସି ରୂପରେ ଲୋକ ମିଶି ଯାଇଥାନ୍ତିକି ଯଦି ଆପଣ ଏମିତି କରୁଛନ୍ତିକି କିଛି ଜିନିଷ ହେବା ପାଇଁ । ସେଥିପାଇଁ ସେ ଏହି ଆଙ୍ଗୁଳିର ବ୍ୟବହାର କରିଥାନ୍ତି ।

ବହୁତ ଲୋକ ନିଜ ବୁଢା ଆଙ୍ଗୁଠିରେ ମୁଦି ପିନ୍ଧିଥାନ୍ତି ଏହା ବହୁତ ଭୁଲ କଥା ହୋଇଥାଏ । କିଛି ଏମିତି ଊର୍ଜାକୁ ଆକର୍ଷିତ କରିବେ ଯାହାକୁ ଆପଣ ସମ୍ଭାଳି ପାରିବେନି ଓ ଏହା ଶରୀରକୁ ସ୍ଥିର ମଧ୍ୟ କରିଥାଏ । ଯଦି ଆପଣ ଋଂ ଫିଂଗରରେ ଧାତୁ ପିନ୍ଧୁଛନ୍ତି ଶରୀରରେ ସ୍ଥିରତା ଆସିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *