ଯଦି ଧନୀ ହେବାକୁ ଚହୁଁଛନ୍ତି ଘରୁ ଏହି ସବୁ ଜିନିଷକୁ ବାହାର କରନ୍ତୁ ନହେଲେ ଦୁଃଖ ଦରିଦ୍ରତା ଆସିପାରେ । ଆସନ୍ତୁ ଜାଣିବା ସେହି ବିଷୟରେ କଣ କଣ ଜିନିଷ ଘରୁ ବାହାର କରିବା ଉଚିତ । ବସ୍ତୁଶାସ୍ତ୍ର ଅନୁସାରେ ଓ ଫେଙ୍ଗ ସୁଇ, ଘରେ ବହୁତ କିଛି ଜିନିଷ ଥାଏ ଯାହା ଆମକୁ ଦରିଦ୍ରତା ଓ ଧନ ଜନିତ ସମସ୍ୟା ଉପୁଯାଇଥାଏ ।
ପାରା ବସା :- ଯଦି ପାରା ବସା ଘରେ ଅଛି ତାହେଲେ ଏହା ଅସ୍ଥିରତା ଓ ଘରେ ଦରିଦ୍ରତା ଆଣିଥାଏ । ଯଦି ଏହି ବସା ଆପଣଙ୍କ ଘରେ ଥାଏ ତାକୁ ଯଥା ଶୀଘ୍ର ବାହାରକୁ ବାହାର କରିଦିଅନ୍ତି ।
ମଧୁମଖି ବସା :- ଏହି ମଧୁ ମକ୍ଷି ବସା ଖାଲି ତୁମ ପାଇଁ ବିପଦପୂର୍ଣ ନୁହେଁ, ଏହା ଦୁର୍ଭାଗ୍ୟ ଆଣିଥାଏ ଏବଂ ଏହା ସହିତ ଦରିଦ୍ରତା ମଧ୍ୟ ଆଣି ଥାଏ । ମଧୁମଖି ବସା ଯେଉଁମାନେ ବାହାର କରିପାରିବେ ସେମାନଙ୍କୁ ଡାକି ସେହି ବସାକୁ ବାହାର କରନ୍ତୁ ।
ବୁଢିଆଣୀ ବସା :- ବୁଢିଆଣୀ ବସା ଘରକୁ ଦୁର୍ଭାଗ୍ୟ ଓ ଦୁଃଖ ଜୀବନରେ ଆଣିଥାଏ । ଯଥା ଶୀଘ୍ର ବୁଢିଆଣୀ ବସା ବାହାର କରନ୍ତୁ । ଯେତେ ସମ୍ଭବ ହେବ ଘର ଦ୍ଵାରା ସଫା କରନ୍ତୁ ।
ଭଙ୍ଗା ଆଇନା :- ଭଙ୍ଗା ଆଇନା ଖାଲି ଖାଲି ବାସ୍ତୁକୁ ବିଚାର କରାଯାଏ ନହିଁ । କିନ୍ତୁ ସେ ନିଗେଟିଭ ଊର୍ଜା ଘରକୁ ଆଣିଥାଏ । ଏହା ସହିତ ଦରିଦ୍ରତା । ନିଶ୍ଚିତ ରୂପେ ଘରୁ ଏହି ଭଙ୍ଗା ଆଇନା ବାହାର କରନ୍ତୁ ।
ବାଦୁଡି :- ବାଦୁଡି ଘରେ ବାସ କଲେ ଏହା ଦୁର୍ଭାଗ୍ୟ ଜନକ ପରିସ୍ଥିତି ଆଣିବା ସହିତ ରୋଗ ଦୁଃଖ, ମୃତ୍ୟୁ, ଅସୁସ୍ଥତା ଆଣିଥାଏ । ଆପଣ ଯଦି ସେମିତି ଏରିଆରେ ରହୁଥିବେ ଯେଉଁଠି ବେସୀ ବାଦୁଡି ମାନେ ବାସ କରୁଛନ୍ତି । ସନ୍ଧ୍ୟାପୂର୍ବରୁ ସବୁ ଝରକା କବାଟ ବନ୍ଦ କରନ୍ତୁ ।
ଫାଟି ଥିବା କାନ୍ଥ :- ଯଦି ଆପଣଙ୍କ ଘରର କାନ୍ଥରେ କିଛି ଫାଟ ଥାଏ ତାକୁ ଶୀଘ୍ର ମରାମତି କରନ୍ତୁ । ଏହା ବହୁତ ଖରାପ ହୋଇଥାଏ ଓ ଏହା ସହିତ ଦୁର୍ଭାଗ୍ୟକୁ ଆକର୍ଷିତ କରିଥାଏ । ଦରିଦ୍ରତା ମଧ୍ୟ ଆସିଥାଏ ।
ଟ୍ୟାପରୁ ପାଣି ପଡିବା :- ଟ୍ୟାପରୁ ଟିକେ ଟିକେ ପାଣି ପଡିଲା ଓ ପାଣି ନଷ୍ଟ ହେଲେ ଏହା ସବୁ ପଜେଟିଭ ଊର୍ଜା ଘରୁ ବାହାରକୁ ନେଇଯାଇଥାଏ । ଯଦି କିଛି ଟ୍ୟାପରେ ଅସୁବିଧା ଅଛି ଶୀଘ୍ର ଠିକ କରନ୍ତୁ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।