ସ୍ତ୍ରୀ ର ସବୁ ସଉକ ପୁରା କରିଥାନ୍ତି ଏହି 4ଟି ନାମର ପୁରୁଷ- Jyotisha Shastra

ପ୍ରତେକ ଝିଅର ଇଚ୍ଛା ରହିଥାଏ ତା ସ୍ଵାମୀ ତାକୁ ବହୁତ ଭଲ ପାଉ ଓ ଶାଶୁଘରେ ଇଜ୍ଜତ ମିଳିବ ପାଇଁ । ପ୍ରତେକ ଝିଅ ଏହି ଇଚ୍ଛା ରଖିଥାଏ ତାର ସାଥି ତାର ସୁଖ ଦୁଖରେ ସହଯୋଗ କରୁ । କିନ୍ତୁ ଆଜିକାଲି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଏଭଳି କିଛି ଦେଖିବାକୁ ମିଳୁ ନାହିଁ । ପ୍ରେମ ବିବାହରେ ମଧ୍ୟ ପରସ୍ପରକୁ ବୁଝି ପାରୁ ନାହାନ୍ତି ସ୍ଵାମୀ ସ୍ତ୍ରୀ । ଆଜି ଆମେ ଆପଣ ମାନଙ୍କୁ ଏମିତି ୪ଟି ନାମର ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ସ୍ତ୍ରୀର ସବୁ ଇଚ୍ଛା ପୂରଣ କରିଥାନ୍ତି । ଏମିତିକି ତାଙ୍କର ସବୁ କଥା ମାନିବା ସହ କେୟାର ମଧ୍ୟ ନେଇଥାନ୍ତି ।

୧- P ନାମର ପୁରୁଷ ମାନେ : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ତ୍ରୀଙ୍କର ବହୁତ ଭଲ ଭାବେ କେୟାର ନେଇଥାନ୍ତି । ଏମାନଙ୍କୁ ନିଜ ସ୍ତ୍ରୀଙ୍କର ଛୋଟ ରୁ ଛୋଟ କଥା ଜଣା ହୋଇଥାଏ । ଏମାନେ ନିଜ ଆଡୁ ଚେଷ୍ଟା କରିଥାନ୍ତି କି ତାଙ୍କ ସ୍ତ୍ରୀଙ୍କୁ କୌଣସି ପ୍ରକାରର ଦୁଃଖ ନ ମିଳୁ । ଏମାନେ ନିଜ ସ୍ତ୍ରୀଙ୍କ ଉଦାସ ଚେହେରା ଜମା ବି ଦେଖି ପାରନ୍ତି ନାହିଁ । ଏମାନେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି ।

୨- R ନାମର ପୁରୁଷ ମାନେ : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନେ ନିଜ ସ୍ତ୍ରୀ ଙ୍କୁ ରାଣୀ ଭଳି ରଖିଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କୁ ବହୁତ କମ କାମ କରାଇଥାନ୍ତି । ଏମାନେ ସର୍ବଦା ନିଜ ସ୍ତ୍ରୀ ଙ୍କ ଆଖପାଖରେ ରହିବାକୁ ପସନ୍ଦ କରିଥାନ୍ତି । କାରଣ ଏମାନେ ନିଜ ସ୍ତ୍ରୀଙ୍କର ସହଯୋଗ ଅଧିକ ଆଶା ରଖିଥାନ୍ତି । ଏମାନେ କେବେ ବି ନିଜ ସ୍ତ୍ରୀଙ୍କୁ ନିଜ ଠାରୁ ଦୂରେଇ ଯିବାକୁ ଦିଅନ୍ତି ନାହି ।

୩- K ନାମର ପୁରୁଷ ମାନେ : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନଙ୍କୁ ବହୁତ ଅଧିକ ରାଗ ଆସିଥାଏ । ଏମାନେ ଅନ୍ୟ ମାନଙ୍କ ସହ ଯେମିତି ବ୍ୟବହାର କରିଲେ ମଧ୍ୟ ନିଜ ସ୍ତ୍ରୀ ସହ ସର୍ବଦା ପ୍ରେମରେ କଥା ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କର ସବୁ କଥା ମାନିଥାନ୍ତି । ଏମାନେ ନିଜ ସ୍ତ୍ରୀଙ୍କୁ କେବେ ଦୁଃଖ ଦିଅନ୍ତି ନାହିଁ । ଏମାନଙ୍କର ରାଗ ସ୍ତ୍ରୀର ହସରେ ହିଁ ଦୂର ହୋଇ ଯାଇଥାଏ ।

୪- A ନାମର ପୁରୁଷ ମାନେ : ଏହି ନାମର ବ୍ୟକ୍ତି ମାନେ ନିଜ ସ୍ତ୍ରୀଙ୍କୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି । ଏମାନେ ନିଜ ସ୍ତ୍ରୀଙ୍କର ସବୁ କଥା ମାନିଥାନ୍ତି । ଯାହା କାରଣରୁ ଏମାନଙ୍କୁ କେତେ ଲୋକ ସ୍ତ୍ରୀ ର ଗୁଲାମ ମଧ୍ୟ କହିଥାନ୍ତି । ଏମାନଙ୍କୁ ସମସ୍ତଙ୍କ ସାମ୍ନାରେ ନିଜ ସ୍ତ୍ରୀର ଭାରି ପ୍ରଶଂସା ପାଇଁ ଅପମାନିତ ହେବାକୁ ପଡିଥାଏ ।

କିନ୍ତୁ ଅନ୍ୟ ମାନଙ୍କର କଥାକୁ ଖାତିର ନ କରି ଏମାନେ ନିଜ ସ୍ତ୍ରୀଙ୍କର ସାଥ ଦେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *