କୋରୋନା ପରେ ଏହି 4ଟି କଥା ପ୍ରତି ସାବଧାନୀ ଜରୁରୀ, ଶୁଖିଲା କାଶ କେମିତି ଠିକ କରିବେ ଜାଣନ୍ତୁ- Dr Lokendra

ବନ୍ଧୁଗଣ, ଇଶ୍ଵର ସମଗ୍ର ସଂସାରର ପାଳନକର୍ତ୍ତା ଅଟନ୍ତି । ବର୍ତ୍ତମାନ ସାରା ଦେଶରେ କୋରୋନା ସଂକ୍ରମଣ ବହୁଳ ଭାବରେ ବଢିବାକୁ ଲାଗିଛି । ବନ୍ଧୁଗଣ କୋରୋନା ସଂକ୍ରମଣ ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ କାଶ ବହୁଳ ମାତ୍ରାରେ ହୋଇଥାଏ । ଏହି କାଶ ୧ ରୁ ୨ ମାସ ପର୍ଯ୍ୟନ୍ତ ଲାଗି ରହିଥାଏ ।

ବନ୍ଧୁଗଣ ଏହି କାଶ ବହୁତ ଅଧିକ ଅସୁବିଧା କରିଥାଏ  । ଯେତେବେଳେ ଆମ୍ଭେ କିଛି ଖାଇଥାଉ, କିଛି କଥାବାର୍ତା ହୋଇଥାଉ ସେତେବେଳେ ଆମ୍ଭକୁ ବହୁତ ବିରକ୍ତ ଲାଗିଥାଏ । ବନ୍ଧୁଗଣ ସେତେବେଳେ ବହୁତ ଅଧିକ କାଶ ହୋଇଥାଏ ଏବଂ ଶୁଖିଲା କଫ ମଧ୍ୟ ହୋଇଯାଇଥାଏ । ବନ୍ଧୁଗଣ ଏହାକୁ କୁହାଯାଇଥାଏ “ପୋଷ୍ଟ କୋରୋନା ଡ୍ରାଏ କଫ” ବୋଲି କୁହାଯାଇଥାଏ । ବନ୍ଧୁଗଣ ଏହା ରୋଗୀ କୁ ବହୁତ ବିରକ୍ତ କରିଥାଏ ଏବଂ ଏହାକୁ ଠିକ କରିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ ।

କାରଣ ବନ୍ଧୁଗଣ କୋଭିଡ ରୁ ଭଲ ହେବ ଜେଭଳି ଆବଶ୍ୟକ ମାତ୍ର କୋଭିଡ ରୋଗ ପରେ କାଶ ହେଉଥିଲେ ତାହାକୁ ମଧ୍ୟ ଭଲ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଏହି କାଶ ହେଲେ ଏହା ଆମ୍ଭ ନର୍ଭ ଅର୍ଥାତ ଶିରାପ୍ରଶିରା କୁ କ୍ଷୟ କରିଦେଇଥାଏ । ବନ୍ଧୁଗଣ ଏହି ନର୍ଭ ବହୁତ ଅଧିକ ଡାମେଜ ହୁଏ ନାହିଁ ଏହା ହାଲ୍କା ଫୁଲ୍କା ମାତ୍ରାରେ ଆମ ଶରୀରରୁ ପ୍ରଭାବ ପକାଇଥାଏ ।

ଏଥିପାଇଁ ଏହି କାଶ କୁ ସଠିକ କରିବା ନିହାତି ଆବଶ୍ୟକ ଅଟେ । ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ, ନିମୋନିଆ ସହିତ ବହୁତ ଅଧିକ ଅସୁବିଧା ଫୁସଫୁସ ରେ ହୋଇଥାଏ । ନିମୋନିଆ କରୋନା ଯୋଗୁଁ ହୋଇଥାଏ । ବନ୍ଧୁଗଣ ନିମୋନିଆ ଯୋଗୁଁ ଶରୀରରେ  ଇନଫ୍ଲାମେଶନ ବହୁତ ଅଧିକ ହୋଇଯାଇଥାଏ । ବନ୍ଧୁଗଣ ଇନପ୍ଲାମେଶନ ଫୁସଫୁସ ରେ ବହୁତ ଅଧିକ ହୋଇଯାଇଥାଏ ।

ଏଣୁ ଆମ୍ଭକୁ ଅଧିକ ସମୟ ଧରି କାଶ ହୋଇଥାଏ । ଅତ୍ୟଧିକ ରୋଗୀଙ୍କର ନିଶ୍ଵାସ ପ୍ରଶ୍ଵାସ ରେ ବାଧା ସୃଷ୍ଟି ହୋଇଥାଏ । ବନ୍ଧୁଗଣ ଯଦି କୋଭିଡ ପରେ ଆପଣଙ୍କ କାଶ ସଠିକ ହେଉନାହିଁ ତେବେ ଆପଣ ସେଥିରୁ ଠିକ ହେବା ପାଇଁ ଉପାୟ ମାନ ଅବଲମ୍ବନ କରନ୍ତୁ । କାରଣ ଭଗବାନ ଆମ୍ଭକୁ ସୁସ୍ଥ ହେବାର ସୁଯୋଗ ପ୍ରଦାନ କରିଛନ୍ତି ଏବଂ ଏହି ସୁଯୋଗ ସମସ୍ତଙ୍କୁ ମିଳେ ନାହିଁ ।

ଏହା ସହିତ ଏହିଭଳି ରୋଗୀ ମାନେ ଯେଉଁ ମାନେ କି ରିକୋଭର ହୋଇ ସାରିଛନ୍ତି ସେମାନଙ୍କୁ ଅତ୍ୟଧିକ ଧ୍ୟାନ ରଖିବାକୁ ହେବ ସାଧାରଣତ ୧ ରୁ ୨ ମାସ ପର୍ଯ୍ୟନ୍ତ । ଅନ୍ୟ ଅଲଗା ଇନଫେକସନ ଜେଭଳି ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏହା ସହିତ ଥଣ୍ଡା ଜିନିଷ ଆଦୌ ଖାଆନ୍ତୁ ନାହିଁ । ବାରମ୍ବାର ଥଣ୍ଡା ହେବାରୁ ନିଜକୁ ବଞ୍ଚନ୍ତୁ । ଏହାସହିତ ଡାକରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *