ସୁହାଗରାତି ପରେ ସକାଳୁ ହଟେଇଲେ କନ୍ୟାର କମ୍ବଳ ତ, ଘରଲୋକ ଯାହା ଦେଖିଲେ ଉଡିଗଲା ହୋସ

ବିବାହ ନାରେ ଧୋକା ବହୁତ ଏହିଭଳି କାହାଣୀ ଆପଣ ଶୁଣିଥିବେ । ପଇସା ଲୋଭରେ ଏହିକାମ ବହୁତ ହେଉଛି । ଏହିଭଳି ଗୋଟେ ଘଟଣା ସାମନାକୁ ଆସିଛି ୟୁପିର କୁହାଯାଇଚିକି ବ୍ଯ୍ବହାର ୧୧ ଘଣ୍ଟା ପରେ କନ୍ୟା ଶ୍ଵଶୁର  ଘରୁ ଫେରାର ହୋଇଗଲା । ଲୋକଙ୍କୁ ଏହିକଥାର ଖବର ସେବେ ଜଣା ପଡିଥିଲା ଯେବେସେ କମ୍ବଳ ହଟେଇକି ଦେଖିଥିଲେ କନ୍ୟା ଜାଗାରେ ବ୍ୟାଗ ଓ ତକିଆ ରଖାଯାଇଥିଲା ।

ଏହି ମାମଲା ନଜିରବାଦର କିଛିଦିନ ପୂର୍ବେ ପୁରା ରୀତି ରିବାଜରେ ଏହି ବିବାହ ହୋଇଥିଲା । ବାରାତ ବିଦା ହୋଇ କାନପୁର ପହଞ୍ଚିଥିଲା ବିବାହରେ ସମସ୍ତେ ଥକିକି ରାତିରେ  ସୋଇପଡିଥିଲେ ।

Image Courtesy: Google

ତାପରଦିନ ସକାଳେ ଯେବେ ବଡ ବୋହୁ ଗାଧୋଇବା ପାଇଁ ଡାକିଥିଲା କିଛି ଉତ୍ତର ଦେଇ ନଥିଲା । ଯେତେବେଳେ ବଡ ବୋହୁ ରୁମ ଭିତରକୁ ଯାଇ କମ୍ବଳ ହଟାଇ ଥିଲା ସେ ଆଶ୍ଚର୍ଯ ହୋଇଯାଇଥିଲା । କନ୍ୟା ନଥିଲା ଖାଲି  ବ୍ୟାଗ, ତକିଆ, ଓ ପର୍ସ ଥିଲା । ଏହା ଦେଖି ଘର ଲୋକ ଆଶ୍ଚର୍ଯ ଚକିତ ହୋଇଯାଇଥିଲେ । ଘର ଲୋକ ଏହି ସୂଚନା ଘର ଲୋକ ଓ  ତାର ବାପା ଘରେ ଦେଇଥିଲେ ।

Image Courtesy: Google

ବିଦାହେଲା ବେଳେ କନ୍ୟା ବାର ବାର ଫୋନରେ କଥା ହେଉଥିଲା । ଘରଲୋକ ଭାବୁଥିଲେକି କନ୍ୟା ଘର ଲୋକଙ୍କ ସହିତ କଥା ହେଉଛି । ତା ପରେ ଜଣା ପଡିଥିଲା ଘରେ କାହା ସହିତ କଥାତ ହୋଇନି । ଖବର ମୁତାବିକ କନ୍ୟା ଫେରାର ହେବ ପାଇଁ କାହା ସହିତ ଫୋନରେ କଥା ହେଉଥିଲା ।

Image Courtesy: Google

ଘର ଲୋକ କହିଥିଲେ କନ୍ୟା ଦେଢ ଲକ୍ଷ୍ୟର ଗହଣା ଓ ୨୦ ହଜାର ଟଙ୍କା ନେଇ ଫେରାର ହୋଇଛି । ପୋଲିସ ଏବେ ପୁରା ମାମଲାର ଯାଞ୍ଚ ଚଳାଇଛି । ବିବାହ ନାମରେ ଲୋକ ଏମିତି କେତେଦିନ ଧୋକା ଦେବେ ଓ ଇମାନଦର ଲୋକଙ୍କୁ ଏମିତି କେତେଦିନ ଠକି ଚାଲିଥିବେ । ବିବାହ ଭଳି ପବିତ୍ର ଜିନିଷକୁ  ଯଦି ଠକିବେ ଲୋକ କାହା ଉପରେ ବିଶ୍ବାସ କରିବେ । ଲୋକଙ୍କର ବିଶ୍ବାସ  ବିବାହ ଉପରୁ ଉଠିଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *