ଶୁକ୍ରବାର 26 ଫ୍ରେବୃଆରୀ 2021- ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି 2 ଟି ରାଶିକୁ ମିଳିବ କିଛି ବଡ ଖୁସି ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ସୁଖ ସୁବିଧା ସାଧନାରେ ଧନ ଖର୍ଚ ହେବ । ପରିବାର ଲୋକଙ୍କ ସହିତ ସମୟ ବ୍ଯତୀତ କରନ୍ତୁ ଓ ମୌଜ ମସ୍ତି କରିକି ଘରର ବାତାବରଣ ପ୍ରଫୁଲିତ ରଖିବାକୁ ହେବ । ପଢାରେ ଆପଣଙ୍କ ପ୍ରଦର୍ଶନ ଭଲ ରହିବ । ସମଯରେ ମନ ସନମାନ ବଢିବ । କାହାର ପ୍ରେମ ଓ ଭଲ ପାଇବା ଦେଖିକି ଭଲ ଅନୁଭବ କରିବେ । ଛୁଆଙ୍କୁ ନେଇ ଆପଣ କିଛି ପ୍ଲାନିଂ କରିବେ, ଯାହା ଏମାନଙ୍କର ସ୍ୱାସ୍ଥ୍ୟ ଓ ଶିକ୍ଷାରେ ସମ୍ବନ୍ଧିତ ହୋଇପାରେ । କୌଣସି ଅନାଥଳୟରେ ଆର୍ଥିକ ସହଯୋଗ କରିବେ, ରୋଜଗାରର ଅବସର ପ୍ରାପ୍ତ ହେବ ।

ବୃଷ :- ରଚନାତ୍ମକ ଲେଖନ ପାଇଁ ଭଲ ଦିନ ଅଟେ । ଲେଖକ ଓ ଶିକ୍ଷକ ଆଜି ବହୁତ ଭାଲ କରିବେ । ବ୍ୟାପାରରେ ସ୍ଥିତି ସନ୍ତୋଷ ଜନକ ହେବ କିଛି ଛୋଟ ମୋଟ ଲାଭ ଆପଣଙ୍କୁ ଖୁସି କରିବ । ଅଫିସରେ କାମ ଧିରେ ଧୀରେ ପୁରା ହେବ । କୌଣସି କଥାକୁ ନେଇ ଭାଇ ଭଉଣୀ ଭିତରେ ମନମାଳିନ୍ୟ  ହୋଇପାରେ । ଆଜି କୌଣସି ପ୍ରକାର ବେକାରିଆ ଟେନସନରୁ ନ ପଶିବା ଭଲ ।

ମିଥୁନ :- ଆଜିର ଦିନ ମିଳା ମିଶା ରହିବ । ଜୀବନ ସାଥି ସହିତ ତାଳମେଳ ରଖିବା ବହୁତ ଜରୁରୀ ଅଟେ । ନହେଲେ ବିବାଦ ହୋଇପାରେ । ଆପଣ ନିଜର ବୁଦ୍ଧିମତା କାରଣରୁ କୌଣସି ଜିନିଷର ସମାଧାନ କରିପାରିବେ । ଆପଣ ଊର୍ଜାବାନ ଓ ଉଶ୍ଚ୍ହାହିତ ରହିବେ । ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବ ।


କର୍କଟ :- କାମ ମାମଲାରେ ଦିନତି ଦୁଇ ପ୍ରହାର ପର୍ଯ୍ୟନ୍ତ କମଜୋର ରହିବ । ତାପରେ ଭଲ ଅନୁଭବ ହେବ । ଆପଣ ପରିବାର ସଦସ୍ୟଙ୍କ ସହିତ କଥା ହେବ ସମୟରେ ଶାନ୍ତ ଓ ମୌନ ରହିବା ଆବଶ୍ୟକ । ଆପଣା ନିଜର କଠୋର ଭାଷଣ ଦ୍ଵାରା କାହାର ହୃଦୟକୁ ଆଘାତ କରିପାରନ୍ତି । ନୂଆ ଦମ୍ପତିଙ୍କ ଜୀବନରେ ଖୁସି ବଢିବ । ବ୍ଯବସାୟିକ ମାମଲାରେ ଆଜିର ଦିନ ବହୁତ ଭାଲ ରହିବ ।

ସିଂହ :- ଆଜିର ଦିନରେ ବହୁତ ଟେନସନ ହେଲା ପରେ ମଧ୍ୟ ଅମିତି କିଛି ଘଟଣା ଘଟିବ ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ । ବିଜନେସ ମାମଲାରେ ଆଜିର ଦିନ ବହୁତ ଭାଲ ରହିବ । ସାମାଜିକ କାର୍ଯ୍ୟରେ ଆଜି ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କୁ କୌଣସି ପ୍ରକାରର ଧନ ହାନି ହୋଇପାରେ ଶେଥି ପାଇଁ ଧନର ନିବେଶ ବୁଝି ସୁଝି କରନ୍ତୁ । ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ ।

କନ୍ୟା :- ଆଜିର ଦିନରେ ଭାଲ ମନ୍ଦ ଲାଗିରହିବ । ଦୁଇପ୍ରହାର ପର୍ଯ୍ୟନ୍ତ ସ୍ଥିତି କମଜୋର ରହିବ କିନ୍ତୁ ଦୁଇପ୍ରହାର ପରେ ଆପଣଙ୍କ ପକ୍ଷରେ ଠିକ ହୋଇଯିବ । ଅନାବଶ୍ୟକ ଭାବରେ କ୍ରୋଧିତ ହେବା କାର୍ଯ୍ୟରେ ବାଧା ଆସିପାରେ, ଖାଲି ସେତିକି ନୁହେଁ ଶୁଭ ଚିନ୍ତକଙ୍କ ଠାରୁ ଆପଣଙ୍କୁ ଦୂର କରିପାରେ । ବ୍ୟବସାୟରେ କିଛି ଲୋକ ଆପଣଙ୍କ ପାଇଁ ବହୁତ ସାହାର୍ଯ୍ୟ କରି ପ୍ରମାଣିତ ହେବେ । ଆପଣଙ୍କୁ କୌଣସି ଅଲଗା କମ୍ପାନୀ ସହିତ କାମ କରିବାର ସୁଯୋଗ ମିଳିବ ।


ତୁଳା :- ଆର୍ଥିକ ମାମଲାରେ ଆଜି କୌଣସି ବଡ ନିସ୍ପତି ନେବାରୁ ବଞ୍ଚନ୍ତୁ । ପରିବାରରେ ଗୁରୁଜନଙ୍କ ରାଗକୁ ସହିବାକୁ ପଡିପାରେ । ସେଥିପାଇଁ କିଛି କହିବା ଆଗରୁ କଥା ବୁଝି ବିଚାରୀ କରନ୍ତୁ । ପିଲାର ସ୍ୱାସ୍ଥ୍ୟ ଓ ଓ ଶିକ୍ଷାକୁ ନେଇ କିଛି ଲୋକ ଚିନ୍ତିତ ହୋଇପାରନ୍ତି । ଯାତ୍ରାର ବିଚାର କରୁଛନ୍ତିତ ଆଜି କରନ୍ତୁ ନହିଁ । ଯେଉଁ ଲୋକ ଚାକିରି କରିଛନ୍ତି, ଆଜି ତାଙ୍କୁ କିଛି ଭଲ ଖବର ମିଳିବ ।

ବିଛା:- ଦିନସାରା ଲାଭର ପ୍ରାପ୍ତି ହେବ । ସନ୍ତାନଙ୍କ ତରଫରୁ କୌଣସି ଶୁଭ ସମାଚାର ମିଳିବ ଓ ପାରିବାରିକ ସମାପତି ମିଳିବାର ପ୍ରବଳ ସମ୍ଭାବନା ରହିଚି । ବ୍ୟସ୍ତତା ଭିତରେ ଲାଭ ଲାଇଫ ପାଇଁ ସମୟ ବାହାର କରିବେ । ପରିବାରରେ ସୁଖ ଶାନ୍ତି ଓ ସ୍ଥିରତାର ଆନନ୍ଦ ଉଠାନ୍ତୁ । ଚାକିରି ବା ବ୍ୟାପାରରେ କିଛି ନୂଆ ପଣ ଆଣିପାରିଲେ ଆଗକୁ ଯାଇ ଲାଭ ହୋଇବ । ମାତା ପିତାଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ବ୍ୟାପାର ମାଧ୍ୟମ ସ୍ତରରେ ରହିବ ।

ଧନୁ :- ବିଜନେସ ମାମଲାରେ ଟିକେ କଷ୍ଟ ଉଠାଇବାକୁ ପଡିଲେ ବହୁତ ଲାଭ ହୋଇପାରେ । ପ୍ରତି ଦିନ କାମକୁ ଛାଡି କୌଣସି ନୂଆ କାମ ହାତକୁ ଆସିପାରେ । ଛାତ୍ରଙ୍କୁ ସଫଳତା ପାଇବା ପାଇଁ  ଅଧିକ ପରିଶ୍ରମ କରିବାକୁ ପଡିପାରେ । ମହତ୍ଵ ପୂର୍ଣ କଥାକୁ ଗୋପନୀୟତା ରଖନ୍ତୁ । ମାତା ପିତାଙ୍କ ସହିତ ସମ୍ପର୍କ ମଧୁର ହେବ । ଆର୍ଥିକ ସ୍ଥିତି ଏବେ ଠିକ ନହିଁ, ଶେଠୀ ପାଇଁ କୌଣସି ନିବେଶ କରିବାରୁ ବଞ୍ଚାନ୍ତୁ । ସାମାଜିକ କ୍ଷେତ୍ରରେ ସହଭାଗୀତ ବଢିବ । ଯେଉଁ ଲୋକ ଅବିବାହିତ ଅଛନ୍ତି ସେମାନଙ୍କୁ ବିବାହର ପ୍ରସ୍ତାବ ଆସିବ ।


ମକର :- ଛାତ୍ରଙ୍କ ପାଇଁ ଉଚ ଶିକ୍ଷାର ମାର୍ଗ ପ୍ରଶସ୍ତ ହେବ ।  ସନ୍ତାନ ସହିତ ସମ୍ବନ୍ଧିତ କୌଣସି ବଡ ନିସ୍ପତି ନେବାକୁ ପଡିପାରେ । ଆୟର ନୂଆ ସ୍ରୋତ ବିକଶିତ ହେବ ଆଉ ପ୍ରେମ ଜୀବନକୁ ସମ୍ପର୍କରେ ବଦଳାଇବାକୁ ଚେଷ୍ଟା କରିବେ । ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ଅସୁବିଧାର ସମନ୍ନା କରିବାକୁ ପଡିପାରେ । ବହୁତ ପ୍ରକାର କାମ ଏକ ସହିତ ଆସିବା ଦ୍ଵାରା ଚିନ୍ତା ବଢିବ । ବ୍ୟାପାରରେ ନୂଆ ନିବେଶ ଆପଣଙ୍କ ପାଇଁ ଲାଭରେ ସ୍ଥିତି ବୃଦ୍ଧି କରିପାରେ । ଆଜି ଆପଣଙ୍କୁ ଜୀବନ ସାଥୀଠୁ ଖୁସି ଖବର ମିଳିବ । ଯାହା ଦ୍ଵାରା ପୁରା ଦିନ ମନ ଖୁସି ରହିବ ।

କୁମ୍ଭ :- ଆଜି ଆପଣ ସକାରାତ୍ମକ ଭାବନା ଓ ଭରପୁର ଊର୍ଜା ଦ୍ଵାରା  ଘର ନୁହେଁ କାର୍ଯ୍ୟ କ୍ଷେତ୍ର ସମ୍ପର୍କୀୟ ଦାଇତ୍ଵକୁ ବହୁତ ଭାଲ ଭାବରେ କରିବେ । ଆପଣଙ୍କୁ ଆପଣଙ୍କ ଖର୍ଚର ନୂଆ ଯୋଜନା ଆରମ୍ଭରୁ ବନାଇବାକୁ ହେବ । ବ୍ୟର୍ଥ ବସ୍ତୁକୁ  ଏକାଠି କରି ନିଜର ନିଜ ପଇସା ଖର୍ଚ କରନ୍ତୁ ନହିଁ । ପାରିବାରିକ ଜୀବନରେ ପ୍ରେମ ଓ ଉଶ୍ଚାହ ରହିବ । ସମୟର ସଦୁପଯୋଗ କରିବା ଦ୍ଵାରା ଲାଭ ମିଳିବ ।

ମୀନ :- ଆଜିର ଦିନ ବହୁତ ବଢିଆ ରହିବ । ଆପଣଙ୍କ ପ୍ରିୟଙ୍କୁ ଖୁସି ରଖିବେ । ଘରେ ରାଗିବେ । ଆପଣ ନିଜ ଇଛାକୁ ଆଉ କାହା ଉପରେ ଥୋପିବା ଆବଶ୍ୟକ ନହିଁ । ଦାଂପତ୍ଯ ଜୀବନ ପାଇଁ ଦିନଟି ବହୁତ ବଢିଆ ରହିବ । ରୋମାନ୍ସ କରିବା ପାଇଁ ବହୁତ ସମୟ ମିଳିବ । କାମ ମାମଲାରେ ଭଲ ମନ୍ଦର ସାମ୍ନା କରିବାକୁ ପଡିପାରେ । ଆଜି ଦିନରେ ଛୋଟ ଛୋଟ ଖୁସିରେ ଦିନ ବ୍ଯତୀତ ହେବ ।

Leave a Reply

Your email address will not be published. Required fields are marked *