ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ବାପାମାଆଙ୍କୁ ନିର୍ଯାତନା ଦେଲେ ଭୋଗିବାକୁ ପଡିବ ଏହି ଏହି ଦଣ୍ଡ

ବାପା ମାଙ୍କୁ ଅନାଦେଖା କରି ଖସି ପରିବେନି ପୁଅ ବୋହୁ, ଘରୁ ହେବେ ବେଦଖଲ ସମ୍ପତିରୁ ମିଳିବନି ହକ । ପୂର୍ବରୁ ଦେଇଥିବା ଭାଗକୁବି ଫେରାଇ ଆଣିବେ ବାପା ମା । ଚଳନ୍ତି ପ୍ରତିମା ହେଉଛନ୍ତି ବାପା ମା, ଆଉ ବାପା ମାଙ୍କ ଦେବା କରିବାର ଅର୍ଥ ସାକ୍ଷାତ ଭଗବାନଙ୍କ ସେବା କରିବା ଏହାଜାଣି ମଧ୍ୟ କିଛି ସନ୍ତାନ ଏହିଭଳିବି ଅଛନ୍ତି ।

ଯେଉଁ ମାନେ ନିଜ ଜନ୍ମ କଲା ବାପା ମାଙ୍କ ସେବା କରିବାତ ଦୂରର କଥା ତାଙ୍କୁ ଆଡ ଆଖିରେବି ଚାହୁଁ ନାହାନ୍ତି । ତେବେ ଏମିତି ଉଦ୍ଦତ ପିଲା ମାନଙ୍କୁ ବାଟକୁ ଆଣିବା ପାଇଁ ଏବଂ ଅସହାୟ ବୃଦ୍ଧ ବାପା ମାଙ୍କୁ ସୁରକ୍ଷା ଦେବା ପାଇଁ ଆମ ଦେଶର ଆଇନି ବ୍ୟବସ୍ତାରେ ଅନେକ ଗୁରୁତ୍ଵପୂର୍ଣ ବରିଷ୍ଠ ନାଗରିକଙ୍କୁ ଦିଆଯାଇଛି ।

Image Courtesy: Google

ଯେଉଁଥିରେ ଯଦି କୌଣସି ସନ୍ତାନ ବାପା ମାଙ୍କୁ ଅଣଦେଖା କରେ ସେ ପୈତୃକ ସମ୍ପତିରୁ ବଞ୍ଚିତ ହେବା ସହିତ ବାପା ଚାହିଁଲେ ତାଙ୍କୁ ଘରୁ ମଧ୍ୟ ବେଦଖଲ କରିପାରିବେ । ଯଦି କୌଣସି ସନ୍ତାନ ନିଜ ବାପା ମାଙ୍କୁ ଦୁର୍ବ୍ୟବହାର କରନ୍ତି କିମ୍ବା ଖାଇବା ପିଇବାରେ ଅବହେଳା କରନ୍ତି କି ବାପା ମାଙ୍କ ସହ ଚାକର ଭଳି ଦୁର୍ବ୍ୟବହାର କରନ୍ତି । ତେବେ ବାପା ମା ଚାହିଁଲେ ଏହିଭଳି ପୁଅ, ଝିଅ ଜ୍ଵାଇଁ , ନାତି ନାତୁଣୀକୁ ନିଜ ଘରୁ ବାହାର କରିପାରିବେ । ଏପରିକି ସମ୍ପତିରୁ ମଧ୍ୟ ବେଦଖଲ କରିପାରିବେ ।

Image Courtesy: Google

ସେହିଭଳି ଯଦି ପୁଳାମାନଙ୍କ ନାଁରେ ସମ୍ପତି କରିଦେଇଛନ୍ତି ତେବେ ତାକୁ ଫେରାଇ ମଧ୍ୟ ଆଣିପାରିବେ । ଏହା କେବଳ ତାଙ୍କର ଅର୍ଜିତ ଓ ପୈତୃକ ସମ୍ପତି ଉପରେ ଲାଗୁ ହେଉନାହିଁ । ବରଂ ବାପା ମାଙ୍କ ନାମରେ ଥିବା ଅନ୍ୟାନ ସମ୍ପତି ମଧ୍ୟ ଲାଗୁ ହେଉଛି । ସେହିଭଳି ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁସାରେ ପ୍ରଥମ ପତ୍ନୀ ବଞ୍ଚି ଥାଉ ଥାଉ ସ୍ଵାମୀ ଯଦି ଦିତୀୟ ବିବାହ କରେ ଏହା ଦଣ୍ଡନୀୟ ଅପରାଧ ।

Image Courtesy: Google

କିନ୍ତୁ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ଯଦି ଦିତୀୟ ବିବାହ କରେ ଏହା ଗ୍ରହଣ ଯୋଗ୍ୟ ଅଟେ ।ଏଥିସହିତ ଦିତୀୟ ଔରସରୁ ଜାତ ସନ୍ତାନ ବୀ  ସମପତିର ହକଦାର ହେବେ । ଯଦି କୌଣସି ପରିବାରରେ ଚାରି ଭାଇ ଥାନ୍ତି ଜେନ କେହି ବାପା ମାଙ୍କୁ ଫାସାଇ ଜାଲ ଦସ୍ତଖତ କରି ସମ୍ପତି ବାଡି ସବୁ ନିଜ ନାଁରେ କରି ନିଅନ୍ତି ତେବେ ବାକୁ ଭାଇମାନେ ଚାହିଁଲେ ଏହି ବିଷୟରେ କୋର୍ଟରେ କେସ କରିପାରିବେ । ସେହିଭଳି ବାପା ମା ବଞ୍ଚିଥିବା ସମୟରେ ସେ ଟଙ୍କଟର ଅର୍ଜିତ ସମ୍ପତି ଅନ୍ୟ କାହାକୁ ଦାନ କରି ଦିଅନ୍ତି ।

Image Courtesy: Google

ତେବେ ଏହିଭଳି ପରିସ୍ତିତିରେ ସନ୍ତାନ ମାନେ କୌଣସି ଅଧିକାର ଜଟାଇ ପାରିବେନି । ଏପରିକି ତାଙ୍କ ମୃତ୍ୟୁ ପରେବି ନିଜ ଅଧିକାର ସେଥିରେ ଜଟାଇ ପାରିବେ ନହିଁ ।ତେବେ ରେଜିଷ୍ଟ୍ରେସନ ଆକ୍ଟ ଅନୁସାରେ ଅଚଳ ସମପତିର କବଲା କରିବା  ନିହାତି ଜରୁରୀ । ଯଦି ବାପା ଏହାକୁ ରେଜିଷ୍ଟର କରିନଥିବେ ଆପଣ ଏନେଇ କୋର୍ଟରେ କେସ କରିପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *