ସାରା ଦୁନିଆ ଧନ୍ତେରସ ରେ ଏହା ଘରକୁ ଆଣି କୋଟିପତି ହୁଅନ୍ତି, ଏହା ନିଜେ ମାତା ଲକ୍ଷ୍ମୀ କହିଛନ୍ତି

ଦୀପାବଳି କାର୍ତ୍ତିକ ମାସ ର ଅମାବାସ୍ୟା ଦିନ ମନାଯାଇଥାଏ । ଏହି ଦିନ ମାତା ଲକ୍ଷ୍ମୀ ଓ ଭଗବାନ ଶ୍ରୀ ଗଣେଶ ଙ୍କୁ ପୂଜା କରାଯାଇଥାଏ । ମାନ୍ୟତା ରହିଛି ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ଵାରା ଘରେ ଧନର ଭଣ୍ଡାର ଭରି ଯାଇଥାଏ ।

ଏବଂ ବିଘ୍ନକରତା ଶ୍ରୀ ଗଣେଶ ଙ୍କ ପୂଜା କରିବା ଦ୍ଵାରା ସବୁ ବିଘ୍ନ ବାଧା ଦୂର ହୋଇଥାଏ । ଶାନ୍ତି ସମୃଦ୍ଧି ର ବରଦାନ ପ୍ରାପ୍ତ ହୋଇଥାଏ । ଦୀପାବଳି ପର୍ବ ଦୁଇ ଦିନ ପୂର୍ବ ରୁ ମାନେ କାର୍ତ୍ତିକ ମାସ ର ତ୍ରୟୋଦଶୀ ତିଥି ରୁ ଆରମ୍ଭ ହୋଇଯାଇଥାଏ । ଏହି ଦିନ ଧନ୍ତେରସ ର ପର୍ବ ମନା ଯାଇଥାଏ । ଏହାକୁ ଧନ ତ୍ରୟୋଦଶୀ ନାମ ରେ ମଧ୍ୟ ଜଣା ଯାଇଥାଏ ।

Image Courtesy: Google

ଧନ୍ତେରସ ଦିନ ଧନରକ୍ଷକ ଭଗବାନ କୁବେର ଓ ମାତା ଲକ୍ଷ୍ମୀଙ୍କ ପୂଜା କରା ଯାଇଥାଏ । ଦୀପାବଳି ପୂର୍ବ ରୁ ଧନ୍ତେରସ ର ବିଶେଷ ମହତ୍ଵ ରହିଛି । ଶାସ୍ତ୍ର ଅନୁସାରେ ସମୁଦ୍ର ମନ୍ଥନ ବେଳେ ଭଗବାନ ଧନବନତି ଅମୃତ କଳସ ଧରି ସମୁଦ୍ର ରୁ ବାହାରିଥିଲେ । ଧନ୍ତେରସ ଦିନ ମାତା ଲକ୍ଷ୍ମୀ ଓ ଭଗବାନ କୁବେର ଙ୍କ ପୂଜା କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ଓ ଧନ ର ପ୍ରାପ୍ତି ହୋଇଥାଏ । ଶାସ୍ତ୍ର ରେ କୁହାଯାଇଛି ଧନ୍ତେରସ ଦିନ ଯେ କୌଣସି ଜିନିଷ କିଣିବା ଦ୍ଵାରା ତାହା ୧୩ ଗୁଣା ବୃଦ୍ଧି ହୋଇଥାଏ । ଧନ୍ତେରସ ଦିନ ସୁନା,ଚାନ୍ଦି, ଓ ବାସନ କିଣିବା ଦ୍ଵାରା ଘରେ ଧନ ର ବୃଦ୍ଧି ହୋଇଥାଏ ।

Image Courtesy: Google

ମା ଲକ୍ଷ୍ମୀ ଙ୍କୁ କମଳ(ପଦ୍ମ) ଫୁଲ ଅତି ପ୍ରିୟ ଅଟେ । କିନ୍ତୁ ତା ଠୁ ବି ଅଧିକ ମା ଲକ୍ଷ୍ମୀ ଙ୍କୁ କମଳ ଫୁଲ ର ମଞ୍ଜି ବହୁତ ପ୍ରିୟ ଅଟେ । ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ସ୍ତାନ ରେ ପଦ୍ମ ଫୁଲ ର ମଞ୍ଜି ଥାଏ ସେଇଠି ମାତା ଲକ୍ଷ୍ମୀ ମଧ୍ୟ ବସ କରିଥାନ୍ତି । ସେଥିପାଇଁ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ବା ମା ଲକ୍ଷ୍ମୀ ଙ୍କ କୃପା ପାଇବା ନିମନ୍ତେ କମଳ(ପଦ୍ମ) ଫୁଲ ର ମଞ୍ଜି କୁ ଦୀପାବଳି ପୂର୍ବ ରୁ ନିଜ ଘରକୁ ଆଣନ୍ତୁ । ଏବଂ ସେହି ମଞ୍ଜି କୁ ମା ଲକ୍ଷ୍ମୀ ଙ୍କ ପାଖରେ ରଖନ୍ତୁ ।

Image Courtesy: Google

ଦୀପାବଳି ପର୍ବ ଦିନ ୫ଟି କମଳ(ପଦ୍ମ) ଫୁଲ ମଞ୍ଜି କୁ ନେଇ ଏକ ନାଲି ରଙ୍ଗ ର ସୂତା ରେ ଗୁନ୍ଥି ଏକ ମାଳା ବନନ୍ତୁ । ଏବଂ ସନ୍ଧ୍ୟା ସମୟରେ ଲକ୍ଷ୍ମୀ ଙ୍କ ପୂଜା ବେଳେ ମା ଲକ୍ଷ୍ମୀ ଙ୍କୁ ଏହି ମାଲା ଟି ପିନ୍ଧାନ୍ତୁ । ଶାସ୍ତ୍ର ରେ କୁହାଯାଇଛି ମାତା ଲକ୍ଷ୍ମୀ ଙ୍କୁ ପୂଜା କରିବା ଦ୍ଵାରା ମା ଲକ୍ଷ୍ମୀ ଜଲଦି ପ୍ରସନ୍ନ ହୋଇଥାନ୍ତି । ଏବଂ ଧନଧାନ୍ୟ ର ଭଣ୍ଡାର ଭରି ଦେଇଥାନ୍ତି । ଏବଂ ଘରେ ସୁଖ ସମୃଦ୍ଧି ବନି ରହିଥାଏ । ଦୀପାବଳି ରାତ୍ରି ରେ ୧୦୮ କମଳ ଫୁଲ ମଞ୍ଜି ର ମାଳା ମା ଲକ୍ଷ୍ମୀ ଙ୍କୁ ଅର୍ପିତ କରନ୍ତୁ ।

Image Courtesy: Google

ଏହା କରିବା ଦ୍ଵାରା ଘରେ ମାତା ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି । ଯଦି ଆପଣଙ୍କ ଘରେ ଲଗାତର ଧନ ସମ୍ବନ୍ଧିତ ସମସ୍ୟା ରହିଛି ଏବଂ ଧନ ହାନି ହେଉଛି ତେବେ ଆପଣ ଦୀପାବଳି ରୁ ଲଗାତର ୨୧ ଦିନ ପର୍ଯ୍ୟନ୍ତ ସବୁବେଳେ ୧୦୮ କମଳ ଫୁଲ ମଞ୍ଜି ର ଆହୁତି ଦିଅନ୍ତୁ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏବଂ ଡ଼ିଏଚଏନ ସମ୍ବନ୍ଧିତ ସବୁ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଯଦି ଆପଣଙ୍କ ବ୍ୟାପାର ରେ ଲାଭ ହେଉ ନାହିନ ଏବଂ ଧନ ର ହାନି ଘଟୁଥାଏ ତେବେ ଦୀପାବଳି ଦିନ ଆପଣ କମଳ ଫୁଲ ମଞ୍ଜି ର ମାଲା ବିଛାଇ ମା ଲକ୍ଷ୍ମୀ ଙ୍କ ପ୍ରତିମା କୁ ସ୍ଥାପିତ କରନ୍ତୁ  ଓ ତାଙ୍କର ପୂଜା କରନ୍ତୁ ।

Image Courtesy: Google

ଏହା କରିବା ଦ୍ଵାରା ବ୍ୟାପାର ଭଲ ହୋଇଥାଏ ଓ ଲାଭ ମଧ୍ୟ ହୋଇଥାଏ । ଯଦି ଆପଣ ଚାହାନ୍ତି ମା ଲକ୍ଷ୍ମୀ ଙ୍କ ଆଶ୍ରିବାଦ ସର୍ବଦା ଆପଣଙ୍କ ଉପରେ ରହୁ ଓ ଜୀବନ ସାରା ଆପଣଙ୍କୁ କେବେ ଧନ ର ଅଭାବ ନ ହେଉ । ତେବେ ଦୀପାବଳି ରାତି ରେ ଆପଣ ମା ଲକ୍ଷ୍ମୀ ଙ୍କ ଚରଣରେ କମଲ ଫୁଲ ର ମାଲା ରଖନ୍ତୁ ଓ ପୂଜା ପରେ ସେହି ମାଳା କୁ ନିଜେ ବେକ ରେ ଧାରଣ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ସର୍ବଦା ବନି ରହିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *