ମାତ୍ର 3ଥର ସେବନରେ ଆଳସ୍ୟ, ଆଣ୍ଠୁଗଣ୍ଠି ରେ କଷ୍ଟ ଓ ରକ୍ତର ଅଭାବ ହେବ ଦୂର- Baba Ramdev Health Tips

ଆଣ୍ଠୁଗଣ୍ଠି ରେ କଷ୍ଟ, ହାଡ ରେ କଷ୍ଟ, ଏବଂ ଅଣ୍ଟା ରେ କଷ୍ଟ ହେଉଥିଲେ ଏହି ଉପାୟ କରିବା ଦ୍ଵାରା ଏହା ଦୂର ହୋଇପାରିବ । ପ୍ରଥମ ଜିନିଷ ହେଉଛି ବାଦାମ । ବାଦାମ କୁ ଚୋପା ସହ ଖାଇବା ଆବଶ୍ୟକ । କାରଣ ବାଦାମ ଚୋପା ରେ ଅଧିକ ପରିମାଣ ରେ ଫାଇବର, କ୍ୟାଲସିୟମ ଓ ଭିଟାମିନ ଡି ଥାଏ । ବାଦାମ ଶରୀର ରେ ହାଡ କୁ ଦୃଢ କରିଥାଏ । ଏବଂ କବ୍ଜ ଭଳି ସମସ୍ୟା ଦୂର ହୋଇଥାଏ । ଏବଂ ଆପଣଙ୍କ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ ।

ଦ୍ଵିତୀୟ ସାମଗ୍ରୀ ହେଉଛି ଚଣା ବା ସୋଲା ବୁଟ । ଚଣା ଆପଣଙ୍କ ବ୍ଲଡ ପ୍ରେସର କୁ କଣ୍ଟ୍ରୋଲ କରିଥାଏ । ଡାଇବେଟିସ ଥିବା ଲୋକ ଚଣା ନିହାତି ଖାଇବା ଆବଶ୍ୟକ । ଚଣା ଆପଣଙ୍କ ପାଚନ ତନ୍ତ୍ର କୁ ସୁସ୍ଥ ରଖିଥାଏ ଓ ଆପଣଙ୍କ ଓଜନ କମ କରିଥାଏ । ସାଥିରେ ଆମ ଆଖିର ଆଲୋକ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ ଚଣା ।

Image Courtesy: Google

ଚଣା ରେ ବହୁତ ଅଧିକ ମାତ୍ର ରେ କ୍ୟାଲସିୟମ , ଆଇରନ , ଫାଇବର ଓ ମିନେରାଲ୍ସ ମିଳିଥାଏ । ଏହା ରକ୍ତ ଅଭାବ ଭଳି ସମସ୍ୟା କୁ ଦୂର କରିଥାଏ । ଏହା ର ସେବନ ଦ୍ଵାରା ଆପଣଙ୍କ କେଶ ର ଭଲ ଗ୍ରୋଥ ହୋଇଥାଏ ଓ କେଶ ଝଡିବା ବନ୍ଦ ହୋଇଯାଏ । କେଶ ଜନିତ ସମସ୍ତ ସମସ୍ୟା ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ । ସାଥିରେ କ୍ୟାନ୍ସର ଭଳି ଡର କୁ କମ କରିଥାଏ ।

Image Courtesy: Google

ତୃତୀୟ ସାମଗ୍ରୀ ହେଉଛି କିସମିସ । କ୍ୟାଲସିୟମ ର ଭଣ୍ଡାର ଅଟେ କିସମିସ । କିସମିସ ରେ ବହୁତ ଅଧିକ ମାତ୍ର ରେ ଆଇରନ, କ୍ୟାଲସିୟମ, ପୋଟାସିୟମ ଓ ମ୍ୟାଗ୍ନେସିୟମ ମିଳିଥାଏ । କିସମିସ ଆମ ପେଟ କୁ ସଫା କରିଥାଏ । ସାଥିରେ କବ୍ଜ ଭଳି ସମସ୍ୟା କୁ ଦୂର କରିଥାଏ ଓ ହାଡ କୁ ମଜବୁତ କରିଥାଏ । ଆଣ୍ଠୁଗଣ୍ଠି କଷ୍ଟ ଓ ଅଣ୍ଟା କଷ୍ଟ ରୁ ଆରମ ଦେଇଥାଏ କିସସ୍ମିସ। କିସମିସ ରେ ଆଣ୍ଟି ଅକ୍କ୍ଷିଜେନ ଗୁଣ ମିଳିଥାଏ । ଯାହା ଆପଣଙ୍କ ଦୃଷ୍ଟି ଶକ୍ତି କୁ ପ୍ରଖର କରିଥାଏ ଓ ଶରୀର ରେ ରୋଗଠୁ ଲଢିବାର କ୍ଷମତା କୁ ବଢାଇଥାଏ । ଆମ ଇମ୍ୟୁନିଟି କୁ ବୂଷ୍ଟ କରିଥାଏ କିସମିସ ।

Image Courtesy: Google

ସମସ୍ତ ସାମଗ୍ରୀ କୁ ରାତି ସାରା ପାଣି ରେ ଭିଜାଇ ରଖିବେ । ପାଣି ରେ ଭିଜାଇ ରଖିବା ପୂର୍ବରୁ ସମସ୍ତ ସାମଗ୍ରୀ କୁ 2-3 ଥର ଧୋଇ ଦିଅନ୍ତୁ । ଅଧା ତାଟିଆ ଚଣା, ଚଣା ଠୁ କମ ବାଦାମ ଓ 2 ଚାମଚ କିସ୍ମିସ ନେଇ ରାତି ସାରା ପାଣି ରେ ଭିଯାଇ ରଖନ୍ତୁ । ଏହା ଦ୍ଵାରା ବାଦାମ, ଚଣା ଓ କିସମିସ ପାଣି ରେ ରହି ଫୁଲି ଯାଇଥାଏ । ସେହି ପାଣି ରେ ଅଧିକ ପରିମାଣ ର ପୋଷାକ ତତ୍ତ୍ଵ ଥାଏ । ତେଣୁ ପାଣି କୁ ଫୋପଡନ୍ତୁ ନାହିଁ। ଭିଜାଇ ରଖିଥିବା ସାମଗ୍ରୀ କୁ ଚୋବାଇ ଖାଇ ଦିଅନ୍ତୁ ଓ ସେହି ପାଣି କୁ ପିଇ ଦିଅନ୍ତୁ ।

Image Courtesy: Google

ଏହା ଦ୍ଵାରା ଶରୀର ରେ ଦୁର୍ବଳତା ଓ ଆଳସ୍ୟ ଦୂର ହୋଇଯିବ । ଏହାର ସେବନ ଦ୍ଵାରା ଆମ ଶରୀର ରେ କ୍ୟାଲସିୟମ ର ପୁର୍ତି ହୋଇଥାଏ ଏବଂ ବହୁତ ସାରା ରୋଗ ରୁ ବଞ୍ଚିକି ରହିବେ । ସକାଳ ସମୟ ରେ ଏହା ସେବନ କରିବା ଦ୍ଵାରା ବହୁତ ଲାଭଦାୟକ ହୋଇଥାଏ । ୬୫ ବର୍ଷ ବୟସ ରେ ମଧ୍ୟ ଆପଣ ୨୫ ଭଳି ଅନୁଭବ କରିବେ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *