ସୁଶାନ୍ତଙ୍କ ଆତ୍ମହତ୍ୟା ଉପରେ ଚାଲିଥିବା ଯୁକ୍ତିରେ ସୋନୁ ନିଗମ ଦେଲେ ଏହି ବଡ ବୟାନ…

ସୁଶାନ୍ତ ସିଂହ ଆତ୍ମହତ୍ୟା ପରେ ବହୁତ ସାରା ଯୁକ୍ତି ଆରମ୍ଭ ହୋଇଛି । ସାଧାରଣ ଜନତା, ଅଭିନେତା ଅଭିନେତ୍ରୀ, ସିଙ୍ଗର, ମାନେ ସମନ୍ନାକୁ ଆସି ଡିପ୍ରେସନ, ବଲ୍ଲୀଉଡରେ ଚାଲିଥିବା ନେପୋଟିଜମ, ଫେବରଟିଜମ, ବୁଲିଙ୍ଗ ଉପରେ କଥା କହୁଛନ୍ତି । ଏବେ ଏହି ଲୋକଙ୍କ ମଧ୍ୟରେ ସୋନୁ ନିଗମଙ୍କ ନାମ ବି ଯୋଡି ହୋଇଛି । ସେ ୧୮ ତାରିଖ ଦିନ ଇନଷ୍ଟାଗ୍ରାମରେ ଗୋଟେ ଭିଡିଓ ଶେୟର କରିଥିଲେ । ବହୁତ ଜଲ୍ଦି ମ୍ୟୁଜିକ ଇନଡସ୍ଟ୍ରିଜରେ ମଧ୍ୟ ଆତ୍ମହତ୍ୟା ଖବର ଆସିପାରେ । ଏହା ଛଡା ସଲମାନ ଖାନ ନାମ ନନେଇ, ତାଙ୍କ ଉପରେ ବହୁତ ଗମ୍ଭୀର ଆରୋପ ଲଗାଇଛନ୍ତି ।

କଣ କହିଛନ୍ତି ସୋନୁ ନିଗମ ?

ପାଖାପାଖି ସାଢେସାତ ମିନିଟର ପକାଇଥିଲେ,କ୍ୟାପସନ ଦେଇଥିଲେ,’ ଆପଣ ଜଲ୍ଦି ମ୍ୟୁଜିକ ଇନଡସ୍ଟ୍ରିଜ ବିଷୟରେ ଶୁଣି ପାରନ୍ତି’ । ଆରମ୍ଭରେ ସେ ସୁଶାନ୍ତଙ୍କ ମୃତ୍ୟୁରେ ଦୁଖୀ ହୋଇଥିଲେ । ପୁଣି ଲାଦାଖରେ ହୋଇଥିବା ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ଝଗଡରେ ସହିଦ ହୋଇଥିବା ୨୦ ଜଣ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହି ହିଂଶାତ୍ମକ ଲଢେଇ ଉପରେ ଆଲୋଚନା କରିଥିଲେ । ତାହା ପରେ ସେ କହିଥିଲେ କି,’ ଆଜି ଗୋଟେ ଅଭିନେତାର ମୃତ୍ୟୁ ହୋଇଛି,ଆପଣ କଲି କେଉଁ ସିଙ୍ଗର, ମ୍ୟୁଜିକ କମ୍ପୋଜର,ଲିରିକିସ ରାଇଟର ଙ୍କ ବିଷୟରେ ଶୁଣି ପାରନ୍ତି ।

କାରଣ ଏବେ ଯେଉଁ ମହୋଲ ଆମ ଦେଶରେ ମ୍ୟୁଜିକ ର,ଏମିତି ହେଇପାରେ ଫିଲ୍ମ ଥୁ ଅଧିକ ମାଫିଆ ମ୍ୟୁଜିକ ରେ ଅଛନ୍ତି । ଦୁର୍ଭାଗ୍ୟ ବଶତଃ । ମୁ ବୁଝି ପାରୁଛି କି ଲୋକଙ୍କ ପାଇଁ ବିଜନେସ କରିବା ବହୁତ ଜରୁରୀ ଅଟେ, ସମସ୍ତେ କହୁଛନ୍ତି କି ଆମେ ବିଜନେସର ରୁଲ କରିବା ପାଇଁ । ମୁ ବହୁତ ଲକି ଥିଲି କି କମ ବୟସରେ ଆସିଥିଲି, ତ ଏହି  ଟେଢା ପଞ୍ଝାରୁ ବଞ୍ଚିଯାଇଥିଲି, କିନ୍ତୁ ନୂଆ ଛୁଆମାନଙ୍କ ପାଇଁ ବହୁତ ଜଟିଳ ଅଟେ । ମୁ ସମସ୍ତଙ୍କ ସହିତ କଥା ହେଇଛି, ବହୁତ ପୁଅ ଝିଅ ନିଜ ବିଷୟରେ କହୁଛନ୍ତି, ସେ ସବୁ ନୂଆ ଆସିଥିବା ପିଲା’ ।

ଏହା ପରେ ମ୍ୟୁଜିକ ଇନଡସ୍ଟ୍ରିଜରେ ନୂଆ ଆସିଥିବା ଲୋକଙ୍କ କଷ୍ଟ କଥା କହିଛନ୍ତି କି ,’ ସେଇ ପିଲାମାନେ ବହୁତ ଚିନ୍ତାରେ ଅଛନ୍ତି । ପ୍ରଡିଉସର,ଡିରେକ୍ଟର, ମ୍ୟୁଜିକ କମ୍ପୋଜର କାମ କରିବା ପାଇଁ ଚହୁଁଛନ୍ତି, କିନ୍ତୁ ମ୍ୟୁଜିକ କମ୍ପାନୀ କହିବାକୀ ଇଏ ଆମର ଆର୍ଟିସ୍ଟ ନୁହେଁ । ମୁ ବୁଝି ପାରୁଛି କି ଆପଣମାନେ ବହୁତ ବଡ ଲୋକ,ମ୍ୟୁଜିକ କୁ କଣ୍ଟ୍ରୋଲ କରୁଛନ୍ତି,ରେଡିଓ,ଫିଲ୍ମରେ କଣ ବାଜିବ,ଏହା ଆପଣ କଣ୍ଟ୍ରୋଲ କରୁଛନ୍ତି । କିନ୍ତୁ ଏମିତି କରନ୍ତୁ ନହିଁ । ଦୁଆ ବଦୁଆ ବହୁତ ବଡ ଜିନିଷ ଅଟେ। ଏହା ଠିକ ନୁହେଁ, ମ୍ୟୁଜିକ ଇନଡସ୍ଟ୍ରିଜରେ କେବଳ ଦୁଇଟି ଲୋକ ଅଛନ୍ତି, ତାଙ୍କର ଦୁଇଟି କମ୍ପାନୀ ଅଛି, ତାଙ୍କ ହାତରେ ତାକତ ଅଛି ।

ସେଇମାନେ ନିସ୍ପତି ନିଅନ୍ତି କାହାକୁ ଗୀତା ଦିଆଯିବ କାହାକୁ ନହିଁ । ମୁ ତ ଏହିସବୁଠୁ ବାହାରିଯାଇଛି,ପୂର୍ବ ୧୫ ବର୍ଷରୁ ମୋତେ ଗୀତର କିଛି ଇଛା ନହିଁ,ମୁଁ ନିଜ ଦୁନିଆରେ ଖୁସି ଅଛି । ମୁ ନୂଆ ସିଙ୍ଗର,କମ୍ପୋଜେର୍ଷ,ଲିରିକ୍ସ ରାଇଟରଙ୍କ ଭିତରେ ନିରସା ଦେଖିଛି, ସେ ବହୁତ ବାର କାନ୍ଦିଛନ୍ତି । ଯଦି ସେମାନେ ମାରି ଜିବେ ଆପଣ ମାନଙ୍କ ଉପରେ ବଡ ପ୍ରଶ୍ନ ଆସିପାରେ । ନୂଆ ଲୋକଙ୍କ ପ୍ରତି ଟିକେ ବିନମ୍ର ରୁହନ୍ତୁ, କାରଣ ଏମାନେ ସବୁ ଗନ୍ଧର୍ବ ଲୋକ ଅଟନ୍ତି । ଏମାନଙ୍କୁ ପ୍ରତାଡିତ କରନ୍ତୁ ନହିଁ ।

ଏବେ ବାରି  ଆସିଛି ସଲମାନ ଖାନ ଙ୍କ । ସୋନୁ ତାଙ୍କ ନାଁ ତ ନେଇନାହାନ୍ତି ,କିନ୍ତୁ ଇସାରେ-ଇସାରେ ରେ ତାଙ୍କ କଥା କହିଥିଲେ । ମୋ ସହିତ ବି ଏମିତି ହୋଇପାରେ, ଯଦି ମୁ କିଛି ଗୀତା ଗାଉଛି,ସେ ଅଭିନେତା ଯାହା ଉପରେ ଅଙ୍ଗୁଳି ଉଠୁଛି ,କି ତାକୁ ଗୀତା ଗାଇବାକୁ ଦିଅ ନହିଁ । ଓ ସେ ଅରିଜିତ ସିଂହ ସହିତ ବି ଏମିତି କରିରଖିଛି । ତ ଏହା କଣ ଅଟେ ? ଆପଣ ଆପଣଙ୍କ ଶକ୍ତିର ଏମିତି ଭୁଲ ସଦୁପଯୋଗ କେମିତି କରୁଛନ୍ତି । ମୋର ବହୁତ ଗୀତା ଏମିତି ଅଛି,ଯାହା ଡବ ହୋଇଛି । ମୋତେ କହିବାକୁ ଖରାପ ଲାଗୁଛି, ଏହା ବହତ ଅପମାନର କଥା, କାରଣ ମୁ ତ କାମ ମିଗିନୀ ।

ମୁ ତ କହିନଥିଲି ଗୀତ ଗାଇବା ପାଇଁ ଡାକ, ମୋତେ ଡାକି, ମୋ ଗୀତ ଡବ କରିବ । ଏହା କଣ ଅଟେ? ମୁ ୧୯୮୯ ରୁ ମ୍ୟୁଜିକ ଇନଡସ୍ଟ୍ରିଜରେ ଅଛି,ଆପଣମାନେ ମୋ ସହିତ ଏମିତି କରିପାରନ୍ତି,ଜଣା ନହିଁ ଛୁଆମାନଙ୍କ ସହିତ କଣ ହେଉଥିବ । ଆଉ ସୋନୁ ମ୍ୟୁଜିକ ଇନଡସ୍ଟ୍ରିଜ,ମ୍ୟୁଜିକ କମ୍ପାନୀ କୁ କହିଛନ୍ତି କି ନୂଆ ଲୋକଙ୍କ ପ୍ରତି ଟିକେ ସଂବେଦନଶୀଳ ହେବାପାଇଁ,ଟିକେ ମନିଶପାଣିଆ ଦେଖାଇବା ପାଇଁ । କହିଛନ୍ତି କି ତାଙ୍କୁ ଆପଣମାନଙ୍କର ସହଯୋଗ ଓ ସାହାର୍ଯାର ଆବଶ୍ୟକ ରହିଛି । ସେମାନଙ୍କୁ ପ୍ରତାରିତ କରନ୍ତୁ ନାହି । ଡ଼ିରେକ୍ଟର୍ସ, ପ୍ରୋଡ୍ୟୁସର ବି ଖୁସି ନାହାନ୍ତି, କାରଣ ତାଙ୍କ ଇଚ୍ଛାରେ ମ୍ୟୁଜିକ ବନିବା ପାଇଁ ଦେଉନାହାନ୍ତି । କିନ୍ତୁ ମ୍ୟୁଜିକ କମ୍ପାନୀ ଲାଗି ଯେଉଁଟା ପସନ୍ଦ ଆସୁନି ତାକୁ ନେବାକୁ ପଡୁଛି । ପୁରୁଣା ମ୍ୟୁଜିକ କଥା ତାରିଫ କରି କହିଛନ୍ତି ଆଗରେ ସବୁ ନିଜର ଥିଲେ, କିନ୍ତୁ ଏବେ ମ୍ୟୁଜିକ ସଙ୍କୁଚିତ ହେବାକୁ ଲାଗିଲାଣି ।

Leave a Reply

Your email address will not be published. Required fields are marked *