Archana ସ୍ଵାମୀ ପାଠ ପଢ଼ିଛି + 2 ଯାଏଁ, ହେଲେ ସ୍ତ୍ରୀ ଦେହ ବେପାରର ରଖିଛି Phd ଡିଗ୍ରୀ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଏ ହେଉଛି ଅର୍ଚ୍ଚନାର ସ୍ଵାମୀ ଜଗବନ୍ଧୁ । ଜଗବନ୍ଧୁଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ବା +୨ ପାସ । +୨ ପାସ କରିବା ପରେ ଦିଲ୍ଲୀର ଏକ ଘରୋଇ କମ୍ପାନୀରେ କାମ କରୁଥିଲା ଜଗବନ୍ଧୁ ଆଉ ଏହା ପରେ ଗୋଟେ ଫାଇନାନ୍ସ କମ୍ପାନୀରେ କାମ କରିବା ସହିତ କିଛି ପୁରୁଣା ସହଯୋଗୀ ସହ ମିଶି ଭୁବନେଶ୍ବରରେ ଆରମ୍ଭ କରିଥିଲା ପୁରୁଣା ଗାଡି ସୋ ରୁମ୍ । ଆଉ ଏହା ପରେ କଳାହାଣ୍ଡି ଜିଲ୍ଲାର ଅର୍ଚ୍ଚନା ନାଗ ଙ୍କୁ ବାହା ବି ହେଇଗଲା ।

ବିବାହକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ମନାନ୍ତର ହେଇଥିଲା ଆଉ ସେବେ ଠାରୁ କୌଣସି ସମ୍ପର୍କ ରଖି ନ ଥିବା କଥା କୁହନ୍ତି ପରିବାର ଲୋକେ । ତେବେ ଜଗବନ୍ଧୁ ଭୁବନେଶ୍ବରର ଗୋଟେ ଆଲିଶାନ ଘରେ ରହୁଥିବା ବେଳେ ବାପା ମାଆ କିନ୍ତୁ ରହୁଛନ୍ତି ଝୁମ୍ପୁଡି ଘରେ । ଘଟଣା ସାମ୍ନାକୁ ଆସିବା ପରେ କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଥିଲେ ଜଗବନ୍ଧୁଙ୍କ ପୈତୃକ ଗାଁ ବାଉଁଶବଣି ରେ ଆଉ ସେଠି ଯାହା ଚିତ୍ର ଦେଖିବାକୁ ମିଳିଥିଲା ତାହା ସମସ୍ତଙ୍କ ହୋସ ଉଡେଇ ଦେଇଥିଲା ।

ସାଧାରଣ +୨ ପଢି ପାସ ଜଗବନ୍ଧୁ ନିଜ ସ୍ତ୍ରୀ ଅର୍ଚ୍ଚନାଙ୍କ ସହ ମିଶି କେମିତି ଏତେ ବଡ ବଙ୍ଗଳା ତିଆରି କରି ଦେଲେ ତାହା ହେଉଛି ବଡ ପ୍ରଶ୍ନ । ଆଉ ଏ ସବୁ ପଛରେ କାହା ଶାତୀର ଦିମାଗ ଅଧିକ ଅଛି ତାହା ବି ଗୋଟେ ରୋଚକ ବିଷୟ । ଜଗବନ୍ଧୁ ଓ ଅର୍ଚ୍ଚନା ଉଭୟଙ୍କ ପରିପାଟି ଦେଖିଲେ ଲାଗିବ ସେମାନେ ଭଦ୍ର ଘରର କିନ୍ତୁ ତାଙ୍କ କାମ ଯେ କେତେ ଅଶ୍ଳୀଳ ତାହା ଏବେ ସମସ୍ତଙ୍କ ସାମ୍ନାରେ ।

ଅର୍ଚ୍ଚନା କିଭଳି ଭାବେ ସୋସିଆଲ ମିଡିଆରେ ବନ୍ଧୁତା ସ୍ଥାପନ କରି ଆଉ ନିଜ ସ୍ବାମୀଙ୍କର ଫେକ ଫୋଟୋ ସବୁ ଦେଖାଇ ଟଙ୍କା ଲୁତୁଥିଲେ ତାହା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଅର୍ଚ୍ଚନା କିଭଳି ଅନେକ ଲୋକଙ୍କୁ ବୁଦ୍ଧି ବଳରେ ଫସାଇଥିଲେ ତାହା ବି ସମସ୍ତଙ୍କ ହୋସ ଉଡାଇ ଦେଇଛି । ସ୍ଵାମୀ ସ୍ତ୍ରୀ ଅନେକଙ୍କୁ ଫସାଇଛନ୍ତି ଆଉ ଏବେ ସବୁ କଥା ସାମନାକୁ ଆସୁଛି । ବଡ ବଡ ରାଜନେତା ଆଉ ବିଜନେସ ମ୍ୟାନ ମାନଙ୍କ ସହ କଥା ହେବା ପରେ ତାଙ୍କୁ ଘରକୁ ଡାକି ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଆଉ ସେ ସବୁକୁ ରେକର୍ଡ କରି ମଧ୍ୟ ରଖୁଥିଲେ ।

ଅର୍ଚ୍ଚନା ନିଜ ବୁଦ୍ଧି ଖର୍ଚ୍ଚ କରି କିଭଳି ଅନେକ ବଡ ବଡିଆ ମାନଙ୍କୁ ଫସାଇଲେ ତାହା ବି ସମସ୍ତଙ୍କ ହୋସ ଉଡାଇ ଦେଇଛି । କୋଟି କୋଟି ଟଙ୍କାରେ ନିର୍ମିତ ଏହି ଆଲିଶାନ ବଙ୍ଗଳାରେ ଅଏସ କରୁଥିଲେ ଏହି ସ୍ଵାମୀ-ସ୍ତ୍ରୀ । ତାହା ସହିତ ସେ ଅନେକଙ୍କୁ ଫସାଉ ଥିଲେ ମଧ୍ୟ । ଦୁହିଙ୍କ ମାମଲାରେ ଜଣା ପଡୁଛି ଦୁହେଁ ସର୍ଟକାଟ ରେ କେତେ ଉପରକୁ ଯାଇଛନ୍ତି କିନ୍ତୁ ପତନ ବହୁତ ଜଲ୍ଦି ହୋଇଥାଏ ବୋଲି ଏଥିରୁ ପ୍ରମାଣିତ ହେଉଛି । ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *