ଅଧ ରାତିରେ ଦୁଇ ଝିଅଙ୍କୁ ଧରି ସ୍ଵାମୀ Dannyଙ୍କ ଜନ୍ମଦିନ ଏମିତି ପାଳିଲେ Jhilik, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଖାସ କରି ଓଡିଆ ଅଭିନେତ୍ରୀ ମାନେ ନିଜର ସୁନ୍ଦରତା ଓ ବ୍ୟକ୍ତିଗତ ଲାଇଫ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି ।

ତେବେ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଝିଲିକ ଭଟ୍ଟାଚାର୍ଜ୍ୟ । ଆପଣ ମାନେ ସମସ୍ତେ ଝିଲିକଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଜଣେ ବଙ୍ଗାଳୀ ନାୟିକା ହେଲେ ବି ଓଡିଆ ଫିଲ୍ମ କରି ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ଅନେକ ସୁପର ହିଟ ଫିଲ୍ମରେ ଅଭିନୟ କରୁଥିବାର ସେ ନଜର ଆସିଛନ୍ତି । ସେ ଓଲିଉଡ ଜଗତରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ଏମିତିକି ଅନେକ ଦିଗଜ ଅଭିନତା ମାନଙ୍କ ସହ କାମ କରି ସେ ଖୁବ ପ୍ରସିଦ୍ଧି ହାସଲ କରି ପାରିଛନ୍ତି ।

ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଆସିବା ପରେ ନିଜର ବ୍ୟକ୍ତିଗତ ଲାଇଫ କୁ ନେଇ ଅନେକ ଭିଡିଓ ଓ ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ଆପଣ ମାନେ ତ ଜାଣିଥିବେ ଝିଲିକ ଗତ କିଛି ଦିନ ତଳେ ମାଆ ହୋଇଥିଲେ । ତାଙ୍କର ଦୁଇଟି ଯାଁଳା କନ୍ୟା ସନ୍ତାନ ହୋଇଥିଲା । ତେବେ ତାଙ୍କର ପରିବାର ର କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଝିଲିକ ସେୟାର କରିଛନ୍ତି । ଆସନ୍ତୁ ଜାଣିବା ସେହି ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ଏହି ଭିଡିଓକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଦର୍ଶକ ବନ୍ଧୁ ଗତ କାଲି ଝିଲିକଙ୍କ ସ୍ଵାମୀ ତଥା ବିଜେଡି ମନ୍ତ୍ରୀ ଡ୍ୟାନୀଙ୍କ ଜନ୍ମଦିନ ଥିଲା । ନିଜ ସ୍ଵାମୀ ଙ୍କ ଜନ୍ମଦିନ ଅବସର ରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଉଭୟ ଝିଲିକ ଓ ଡ୍ୟାନୀ ନିଜ ଦୁଇ ଝିଅଙ୍କ ସହ ନଜର ଆସୁଛନ୍ତି । ଗୋଟେ ଝିଅକୁ ଝିଲିକ କୋଳରେ ଧରି ଛନ୍ତି ଆଉ ଗୋଟେ ଝିଅକୁ ଡ୍ୟାନୀ ନିଜ କୋଳରେ ଧରି କେକ୍ କାଟୁ ଥିବାର ନଜର ଆସୁଛନ୍ତି । ଏହି ଭିଡିଓଟିକୁ ଝିଲିକଙ୍କ ଫ୍ୟାନ୍ସ ମାନେ ମଧ୍ୟ ବେସ ପସନ୍ଦ କରିଛନ୍ତି ।

ଏମିତି କି ଦୁହେଁ ନିଜର ଝିଅ ମାନଙ୍କୁ କୋଳ ରେ ଧରି ଖୁବ ଧୂମ ଧାମ ରେ ଜନ୍ମଦିନ ସେଲିବ୍ରେସନ କରିବାର ନଜର ଆସୁଛନ୍ତି । ଦୁହେଁ ପରସ୍ପର କୁ କେକ ଖୁଆଉ ଥିବାର ନଜର ଆସୁଛନ୍ତି । ତେବେ ଦୁଇ ଝିଅ ଙ୍କୁ ଧରି ଝିଲିକ ନିଜ ସ୍ଵାମୀ ଡ୍ୟାନୀ ଙ୍କ ଜନ୍ମଦିନ ପାଳନ କରିଛନ୍ତି ତାହା ସବୁଠାରୁ ବହୁତ ବଡ କଥା । ସେ ପୁଣି ରାତି ଅଧ ରେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *