ଚାଲିପାରୁ ନାହାନ୍ତି Babushan, ପୁଣି ଥରେ ହସପିଟାଲରେ ହେବେ ଭର୍ତ୍ତି… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜର ପର୍ଶନାଲ ଲାଇଫ ଓ ବ୍ୟକ୍ତିଗତ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଜେନ ଅଭିନେତା ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ଅଭିନୟ ସହ କମେଡି ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ରେ ।

ଦର୍ଶକ ବନ୍ଧୁ ଏହି ଅଭିନେତା ଜଣକ ଆଉ କେହି ନୁହେଁ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ ତଥା ଆପଣ ମାନଙ୍କର ପ୍ରିୟ ଓଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି । ଆପଣ ମାନେ ସମସ୍ତେ ବାବୁସାନାଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇ ପାରିଛନ୍ତି । ଅନେକ ସାରା ହିଟ ଫିଲ୍ମ ସେ ଓଡିଆ ଇଣ୍ଡଷ୍ଟ୍ରି କୁ ଭେଟି ଦେଇଛନ୍ତି । ଆଉ ଦର୍ଶକ ମାନେ ମଧ୍ୟ ତାଙ୍କର ଫିଲ୍ମକୁ ବେଶ ପସନ୍ଦ କରିଥାନ୍ତି ।

ଗତ କିଛି ଦିନ ପୂର୍ବର ବାବୁସାନ ଓ ପ୍ରକୃତି ଙ୍କ ସମ୍ପର୍କକୁ ନେଇ ବିବାଦ ପାଇଁ ଦେଖା ଯାଇଥିଲା ଯାହା ପାଇଁ ସେ ଚର୍ଚ୍ଚାରେ ରହିଥିଲେ । ତେବେ ଏବେ ବାବୁସାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଭାଇରାଲ ହେଉଥିବା ଭିଡିଓରେ ବାବୁସାନ ଚାଲି ପାରୁ ନାହାନ୍ତି । ତାଙ୍କୁ କିଛି ଲୋକ ଧରି ସିଡିରୁ ଆଣୁ ଥିବାର ନଜର ଆସୁଛନ୍ତି । ଏବେ ବାବୁସାନ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ସେ ଅସୁସ୍ଥ ହୋଇ ମେଡିକାଲ ରେ ଚିକିତ୍ସଧୀନ ଅବସ୍ଥା ରେ ଥିଲେ । କାରଣ ସେ ତାଙ୍କର ଆଗାମୀ ଫିଲ୍ମ “ଦମନ” ର ପ୍ରମୋଶନ ପାଇଁ ଲଦାଖ ଯାଇଥିଲେ ପୁରା ଟିମ ସହ । ଆଉ ସେଠାରେ ହଠାତ ତାଙ୍କର ସ୍ଵସ୍ଥ ଅବସ୍ଥା ଖରାପ ହୋଇ ଯାଇଥିଲା । ଯାହା ପାଇଁ ତାଙ୍କୁ ଭୁବନେଶ୍ବର ରେ ଏକ ଘରୋଇ ହସପିଟାଲ ରେ ଭର୍ତ୍ତି କରା ଯାଇଥିଲା ଆଉ ଚିକିତ୍ସା ମଧ୍ୟ ହୋଇଥିଲା । ଏହା ପରେ ସେ ସୁସ୍ଥ ହୋଇ ନିଜ ସ୍ତ୍ରୀ ତୃପ୍ତି ଙ୍କ ସହ ଘରକୁ ଫେରିଥିଲେ ।

କିନ୍ତୁ ଏବେ ପୁଣି ଥରେ ତାଙ୍କର ଗୋଡ ସମସ୍ଯା ହୋଇଛି ଯାହା ପାଇଁ ସେ ଚାଲି ପାରୁ ନାହାନ୍ତି । ଯାହା ପାଇଁ ତାଙ୍କୁ ପୁଣି ଥରେ ମେଡିକାଲ ରେ ଭର୍ତ୍ତି ହେବାକୁ ପଡିପାରେ ବୋଲି ସୂଚନା ମିଳିଛି । ତେବେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବା ପଛରେ କଣ କାରଣ ରହିଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *