ରାତିରେ ସ୍ତ୍ରୀ ମାନଙ୍କୁ ସ୍ବାମୀର ଏହି ଅଙ୍ଗ ଛୁଇଁବା ଆବଶ୍ୟକ- Chanakya Niti

ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଦ୍ଵାରା ରଚିତ ଗୋଟିଏ ସୁନ୍ଦର ନୀତି ଗ୍ରନ୍ଥ ଅଟେ । ଏଥିରେ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନରେ ଘଟୁଥିବା ବହୁତ ବିଶେଷ କଥାମାନ ଉଲ୍ଲେଖ କରିଛନ୍ତି । ଯେଉଁତିରେ ଜୀବନକୁ ସଫଳ ବନାଇବା ପାଇଁ ଉପଯୋଗୀ ଉପଦେଶର ବର୍ଣ୍ଣନା କାରାଯାଇଛି । ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜକୁ ଜୀବନର ପ୍ରତ୍ୟକ କ୍ଷେତ୍ରର ଉଚିତ ଶିକ୍ଷା ଦେବା ଅଟେ । ଚାଣକ୍ୟ ଗୋଟିଏ ମାହାନ ଜ୍ଞାନୀ ଥିଲେ । ଯେ ନିଜର ନୀତିଶିକ୍ଷା କାରଣରୁ ଚନ୍ଦ୍ରଗୁପ୍ତ ମୋରୟାକୁ ରାଜାର ଗାଦିରେ ବସାଇ ଦେଇଥିଲେ । ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କର କିଛି ମହତ୍ଵ ପୂର୍ଣ୍ଣ ନୀତିବାଣୀ ଯାହା ଆପଣଙ୍କ ଜୀବନରେ ବହୁତ ସ୍ଥିତିକୁ ବଦଳାଇ ଦେବ ।

ବନ୍ଧୁଗଣ ଆଜି ଆମେ ଚାଣକ୍ୟ ନୀତି ଅନୁସାରେ ଏହି କଥାଟିକୁ ଜଣେଇବାକୁ ଯାଉଛୁ ଯେ, ପତ୍ନୀଙ୍କୁ ରାତିରେ ପତିଙ୍କର କେଉଁ ଅଙ୍ଗଟିକୁ ଛୁଇଁବା ଆବଶ୍ୟକ ଯାହା କାରଣରୁ ଆପଣଙ୍କ ଘରେ ଧନର ବର୍ଷା ହୋଇଥାଏ । ଏହା ସହିତ ଆପଣଙ୍କ ଘରେ ଖୁଶିର ବାତାବରଣ ଖେଳି ଯାଇଥାଏ । ବନ୍ଧୁଗଣ ପ୍ରତ୍ୟକ ମନୁଷ୍ୟ ନିଜ ଜୀବନରେ କେଉଁ ନା କେଉଁ ସମ୍ପର୍କରେ ବନ୍ଧା ହୋଇଥାଏ ଏହା ମଧ୍ୟରୁ ପତି-ପତ୍ନୀର ସମ୍ପର୍କ ଅନ୍ଯତମ ଅଟେ । ଏହା ଏକ ଏଭଳି ପବିତ୍ର ସମ୍ପର୍କ ଅଟେ ଯାହାକି ଦୁଇଜଣଙ୍କୁ ଯୋଡି ରଖିଥାଏ ଏହା ସହିତ ପରସ୍ପରଙ୍କ ପରିବାରକୁ ମଧ୍ୟ ଯୋଡି ରଖିଥାଏ ।

ବନ୍ଧୁଗଣ ଯେକୌଣସି ସଂପର୍କକୁ ମଜବୁତ ବନାଇବାକୁ ହେଲେ ସେହି ସମ୍ପର୍କରେ ପ୍ରେମ ରହିବା ସହିତ ଅତୁଟ ବିଶ୍ଵାସ ମଧ୍ୟ ରହିବା ଆବଶ୍ୟକ । ଏହି ସମୟରେ ଯଦି ପତି-ପତ୍ନୀଙ୍କ ମଧ୍ୟରେ ବିଶ୍ବାସର କମି ଆସିଯାଏ, ତେବେ ତାଙ୍କ ସମ୍ପର୍କରେ ଧୀରେ ଧୀରେ ଦୂରତା ବଢିଯାଇଥାଏ । ବନ୍ଧୁଗଣ କହିବାକୁ ଗଲେ ଉଭୟ ପତି-ପତ୍ନୀ ନିଜ ଦାଂପତ୍ଯ ଜୀବନରେ ସମସ୍ତ ସୁଖ-ଦୁଖର ଆଶା କରିଥାନ୍ତି । କିନ୍ତୁ ଅଧିକାଂଶ ସମୟରେ କିଛି ଏଭଳି କଥା ହୋଇଯାଏ ଯାହା ପରସ୍ପରକୁ କୁହାଯାଇନଥାଏ । ମାତ୍ର ଏହି କଥା ସେମାନଙ୍କ ଭାଙ୍ଗି ଯାଉଥିବା ସଂପର୍କକୁ ଯୋଡିକି ରଖି ପାରେ ନାହିଁ । ବନ୍ଧୁଗଣ ନିଜ ଜୀବନ ସାଥିଙ୍କଠାରୁ କୌଣସି କଥା ଲୁଚେଇ ରଖିବା କଥା ନୁହେଁ ।

ସେ ଯେତେ ବଡ ଅଥାବା ଛୋଟ କଥା ହେଉନା କାହିଁକି ସମସ୍ତ କଥା ନିଜ ଜୀବନ ସାଥୀଙ୍କୁ କହିବା କିମ୍ବା ଜଣେଇବା ଆବଶ୍ୟକ ହୋଇଥାଏ । ବନ୍ଧୁଗଣ ମହିଳା ମାନଙ୍କ ଜୀବନ ସବୁଠାରୁ କଠିନ ଅଟେ । ତାଙ୍କର ମାସିକ ଧର୍ମର ପୀଡା ଭଳି ଅନେକ ଦୁଖ ସେମାନେ ସହିକି ରହିଥାନ୍ତି । ଦୁନିଆର ଅଧିକାଂଶ ମହିଳା ନିଜ ପତିଙ୍କୁ ନିଜ ବିମାରୀ ବିଷୟରେ ଜଣେଇ ନଥାନ୍ତି । ସେମାନେ ଆଦୌ ଚାହାନ୍ତି ନାହିଁ ଯେ ତାଙ୍କ ସ୍ଵାମୀ ତାଙ୍କ ବିମାରୀକୁ ନେଇ ଅଧିକ ଚିନ୍ତିତ ରୁହନ୍ତୁ ।

ସ୍ତ୍ରୀ ଭବିଥାଏ ଯେ ମୁଁ ଠିକ ହେବାକୁ ଯାଉଛି ଏହି ଭଳି କ୍ଷେତ୍ରରେ ତାଙ୍କୁ ଜଣେଇ କଣ ପାଇଁ ଚିନ୍ତିତ କାରାଇବି । ବନ୍ଧୁଗଣ ହିନ୍ଦୁ ଧର୍ମର ଘର ମାନଙ୍କରେ ସାଧାରଣତ ଘରର ଗୁରୁଜନ, ସନ୍ଥ, ପଣ୍ଡିତ, ମାନଙ୍କର ପାଦକୁ ଅବଶ୍ୟ ଛୁଇଁଥାନ୍ତି । ପାଦ ଛୁଇଁ ଆଶୀର୍ବାଦ ନେବାର ପରମ୍ପରା ଅଧିକ ସମୟରୁ ଚାଲି ଆସିଛି । ଏହା ପଛରେ ବହୁତ କାରଣ ମଧ୍ୟ ରହିଛି । ଶାସ୍ତ୍ରର କହିବା ଅନୁସାରେ ବଡ ଲୋକଙ୍କର ପାଦ ଛୁଇଁବା ଦ୍ଵାରା ଆମ ପୂଣ୍ୟଫଳ ଅଧିକ ବଢିଥାଏ । ଏହା ସହିତ ସେମାଙ୍କ ଆଶୀର୍ବାଦ ସ୍ଵୋରୂପ ଆମ୍ଭ ମାନଙ୍କର ଦୁର୍ଭାଗ୍ୟ ଦୂର ହୋଇଥାଏ । ଏବଂ ମନକୁ ଶାନ୍ତି ମିଳିଥାଏ ।

କିନ୍ତୁ ହିନ୍ଦୁ ଧର୍ମରେ ଗୁରୁଜନଙ୍କ ପାଦ ଛୁଇଁବା ସହିତ ପତିଙ୍କର ପାଦ ଚୁଇଂବାର ନିୟମ ମଧ୍ୟ ବନାଯାଇଛି । ମାତ୍ର ଏହାକୁ କେତେ ଲୋକ ମାନି ନଥାନ୍ତି । ଅନ୍ଧ ବିଶ୍ଵାସ ବୋଲି ଭବିଥାନ୍ତି । କିନ୍ତୁ ବନ୍ଧୁଗଣ ଗ୍ରନ୍ଥରେ ଉଲ୍ଲେଖ ଅଛି ସ୍ଵାମୀ ଦେବତା ତୁଲ୍ୟ ଅଟନ୍ତି । ସକାଳେ ଉଠିଲା ପରେ ସ୍ନାନ ସାରି ପତିଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନେବା ନିହାତି ଆବଶ୍ୟକ ଏବଂ ସନ୍ଧ୍ୟା ସମୟରେ ସ୍ଵାମୀ ଘରକୁ ଆସିଲେ ସମସ୍ତ ନିତ୍ୟ କାମ ସାରି ଶୋଇବାକୁ ଗଲା ବେଳେ ତାଙ୍କ ପାଦକୁ ଛୁଇଁ ପତ୍ନୀ ମାନେ ଆଶୀର୍ବାଦ ନେବା ଆବଶ୍ୟକ । ଏହା ଫଳରେ ପତ୍ନୀ ମାନଙ୍କୁ ବହୁତ ପୂଣ୍ୟ ମିଳିଥାଏ ।

ବନ୍ଧୁଗଣ ଏହା ଥିଲା ଆଚାର୍ଜ୍ୟ ଚାଣକ୍ୟଙ୍କ ବିଶେଷ କଥା ଭଲ ଲାଗିଲେ ଗୋଟିଏ ଲାଇକ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *