TV ସିରିଏଲ Kumkum Bhagya ରୁ ଫେମସ ହୋଇଥିବା ଅଭିନେତ୍ରୀ Sriti Jha ଜଲ୍ଦି ଏହି ଆକ୍ଟର ଙ୍କୁ କରିବାକୁ ଯାଉଛନ୍ତି ବିବାହ

ବନ୍ଧୁଗଣ ଜି ଟିଭିର ସବୁଠାରୁ ପପୁଲାର ଟିଭି ସିରିୟଲ କୁମ କୁମ ଭାଗ୍ଯର ଅଭିନେତ୍ରୀ “ସ୍ତୁତି ଝା” ସବୁ ଦର୍ଶକ ମାନଙ୍କ ପସନ୍ଧିତ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେହିଭଳି ସିରିୟଲରେ “ଅଭି” ଏବଂ”ପ୍ରଜ୍ଞା”ଙ୍କର ଲଭ ଷ୍ଟୋରି ମଧ୍ୟ ଅତ୍ୟଧିକ ଲାମଲାଇଟ ମଧ୍ୟରେ ରହିଅଛି । ସିରିୟଲରେ “ଅଭି” ଏବଂ “ପ୍ରଜ୍ଞା”ଙ୍କର ରୋମାଣ୍ଟିକ କେମେଷ୍ଟ୍ରି ହେଉ କିମ୍ବା ତାଙ୍କର ନିଜ ମଧ୍ୟରେ ଲଡେଇ ଝଗଡା ହେଉ ସବୁକିଛି ଦର୍ଶକଙ୍କୁ ବହୁତ ପସନ୍ଦ ହୋଇଥାଏ ।

ସେହିଭଳି ସିରିୟଲରେତ “ଅଭି” ଏବଂ “ପ୍ରଜ୍ଞା” ଅନେକ ଥର ବିବାହ କରିସାରିଛନ୍ତି କିନ୍ତୁ ରିୟଲ ଲାଇଫରେ ମଧ୍ୟ କାହା ସହିତ ବିବାହ ସମ୍ପର୍କରେ ବାନ୍ଧି ହେବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ସେହି ବ୍ୟକ୍ତି ଜଣକ କିଏ ।

ବନ୍ଧୁଗଣ ଅଭିନେତ୍ରୀ “ସ୍ତୁତି ଝା”ଙ୍କର ଜନ୍ମ ବିହାରରେ ୨୬ ଫେବୃଆରି ୧୯୯୬ରେ ଆରମ୍ଭ ହୋଇଥିଲା । ସେଥିପାଇଁ ତାଙ୍କର ସମସ୍ତ ଶିକ୍ଷା ସେହିଠାରେ ସମାପ୍ତ ହୋଇଥିଲା । ସ୍ତୁତିଙ୍କ ଟେଲିଭିଜନ କ୍ଯାରିୟର ବିଷୟରେ କହିବାକୁ ଗଲେ, ସେ ୨୦୦୭ ମସିହାରେ “ଧୂମ ମଚାଓ ଧୂମରେ” ଗୋଟିଏ ମୁଖ୍ୟ ଅଭିନେତ୍ରି ଭାବରେ ନିଜର କ୍ଯାରିୟରର ପ୍ରାରମ୍ଭ କରିଥିଲେ । ଏହା ପରେ ତାଙ୍କୁ ବହୁତ ଗୁଡିଏ ଶୋ ମାନଙ୍କରେ କାମ କରିବା ପାଇଁ ସୁଯୋଗ ମିଳିଲା । ଏବଂ ଏହାପରେ ସେ “ସୌରୟ ଅର ସୁହାନି”, “ରକ୍ତ ସମ୍ବନ୍ଧ”, “ଦିଲ ସେ ଦି ଦୁଆ”, “ସୌଭାଗ୍ୟବତୀ ଭବ”, ଏବଂ “ବାଳିକା ବଧୁ” ଭଳି ବହୁତ ଟିଭି ଶୋ’ରେ କାମ କରିସାରିଛନ୍ତି ।

କିନ୍ତୁ ସେ ବହୁତ ସଫଳତା ହାସିଲ କଲେ ସିରିୟଲ “କୁମକୁମ ଭାଗ୍ୟ”ରେ କରିଥିବା ନିଜର ପ୍ରଜ୍ଞାର ରୋଲରୁ । ବନ୍ଧୁଗଣ ପ୍ରଜ୍ଞା ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କନ୍ତୁ ବନ୍ଧୁଗଣ ଆପଣ ଏହା ଜାଣିନଥିବେ ଯେ “ସ୍ତୁତି ଝା” ଟିଭି ଅଭିନେତା “କୁନାଲ କରଣ କପୁର”ଙ୍କୁ ଡେଟ କରିସାରିଛନ୍ତି । ଗୋଟିଏ ପ୍ରୋଫେସନ ଯୋଗୁଁ ଦୁହେଁ ପରସ୍ପରକୁ ବେଶ ଭଲଭାବେ ଜାଣିଥିଲେ । କ୍ରମଶ ଦୁହିଙ୍କର ବନ୍ଧୁତା ପ୍ରେମରେ ପରିବର୍ତନ ହୋଇଗଲା । ଏହା ଫଳରେ ଦୁହେଁ ପରସ୍ପରକୁ ଡେଟ ମଧ୍ୟ କରିବାକୁ ଲାଗିଲେ ।

ଉଭୟ ୫ ବର୍ଷ ପର୍ଯ୍ୟନ୍ତ ରିଲେସନ-ଶିପରେ ରହିଥିଲେ ମାତ୍ର ଏମାନେ ଏହି ସଂପର୍କକୁ କେବେ ପବ୍ଲିକାଲି ସ୍ଵୀକାର କରିନଥିଲେ । ତାଙ୍କୁ ଏକାସହିତ ବହୁତ ସମୟରେ ଦେଖିବାକୁ ମିଳିଅଛି । ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା । ମାତ୍ର “କୁନାଲ କରଣ କପୁର” ଏହି ସଂପର୍କକୁ ଅଫିସିଆଲି ଆପଣେଇ ନଥିବାରୁ ତାଙ୍କର ବ୍ରେକଅପ ହୋଇଥିଲା । ଏବଂ ଦୁହିଜଣ ଅଲଗା ମଧ୍ୟ ହୋଇଯାଇଥିଲେ । ଏବେ ଅଭିନେତ୍ରୀ “ସ୍ତୁତି ଝା” ନିଜ ଲାଇଫରେ ମୁଭଅନ କରିବାକୁ ଚାହୁଁଛନ୍ତି । ସେ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ବନ୍ଧୁଗଣ ସେ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ଆଉ କେହି ନୁହେଁ “କୁମକୁମ ଭାଗ୍ଯ”ର ମହାଆକ୍ଟର “ଅର୍ଜୁନ ତନେଜା” ଅଟନ୍ତି । ସେ ସିରିୟଲରେ “ପୁରଭ”ଙ୍କର ଅଭିନୟ କରିଥିଲେ । ସିରିୟଲରେ “ପୁରଭ” “ପ୍ରଜ୍ଞା”ର ଭଉଣୀ “ବୁଲ୍ବୁଲ”ର ସ୍ବାମୀଙ୍କର ରୋଲ କରିଥିଲେ । କିନ୍ତୁ ରିୟାଲ ଲାଇଫରେ ସ୍ତୁତି ଝାଙ୍କ ସହିତ ସେ ରିଲେସନଶିପରେ ଅଛନ୍ତି । ଦୁହେଁ ଅତିଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *