ସ୍ୱାମୀ ଭୁଲରେ ବି ଏହି ଦିନ ଶାରୀରିକ ସମ୍ପର୍କ ବନାନ୍ତୁ ନାହିଁ, ଜୀବନ ଉପରେ ଆସିଥାଏ ବିପଦ

ବନ୍ଧୁଗଣ କିଛି ଏମିତି ଦିନ ଅଛି ଯେଉଁ ଦିନ ସ୍ଵାୟ ସ୍ତ୍ରୀ ଙ୍କୁ ଶାରୀରିକ ସମ୍ପର୍କ ବନାଇବା ଉଚିତ ନୁହେଁ । ଏମିତି କରିଲେ ମାହାପାପ ଲାଗିଥାଏ । ସ୍ତ୍ରୀ ପୁରୁଷ ମଧ୍ୟରେ ପାରସ୍ପରିକ ଆକର୍ଷଣ ସୃଷ୍ଟି ର ଅଟଳ ସତ୍ୟ ଅଟେ । ସୃଷ୍ଟିର ରଚନା ହିଁ ଏହି ଆକର୍ଷଣ ଓ ମିଳନ ଉପରେ ନିର୍ଭର ଅଛି । ସେଥିପାଇଁ ଏହା କହିବା ଉଚିତ ହେବ କି ମଇଳା ପୁରୁଷ ଙ୍କର ସଙ୍ଗମ ଯଦି ସାମାଜିକ ଓ ପରିବାର ଅନୁଯାୟୀ କରାଯିବ ତେବେ ଏହା ଗୋଟେ ପବିତ୍ର ଘଟଣା କ୍ରମ ଅଟେ । ଆଜି ଆମେ ଆପଣଙ୍କୁ କହିବୁ ସ୍ଵାମୀ ସ୍ତ୍ରୀ କେଉଁ ଦିନ ସମ୍ପର୍କ ରଖିବା ଉଚିତ ନୁହେଁ ।

ଅନେକ ଦମ୍ପତି ଙ୍କୁ ଲାଗିଥାଏ ବାହାଘର ପରେ ନିଜ ସାଥିଙ୍କ ସହ ସମ୍ପର୍କ ବନାଇ ପାରିବା କିନ୍ତୁ ଏମିତି କିଛି ନ ଥାଏ । ବାହାଘର ପରେ ବି କିଛି ଏମିତି ଦିନ ଥାଏ  ଯେବେ ସ୍ଵାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । ସେହି ଦିନ ଗୁଡିକ ହେଉଛି-

୧- ପୂର୍ଣ୍ଣିମା : ଶାସ୍ତ୍ର ଅନୁଯାୟୀ ପୂର୍ଣ୍ଣିମା ଦିନ ବିବାହିତା ଦାଂପତ୍ଯ ଙ୍କୁ ପରସ୍ପର ଠାରୁ ଅଲଗା ହୋଇ ରହିବା ଉଚିତ । ଏହି ଦିନ ଶାରୀରିକ ସମ୍ପର୍କ ବନାଇବା ପାପ ର ଭାଗୀଦାର ହୋଇଥାଏ ।

୨- ସଙ୍କ୍ରାନ୍ତି : ଶାସ୍ତ୍ର ଅନୁଯାୟୀ ସଙ୍କ୍ରାନ୍ତି ଦିନ ସ୍ଵାମୀ ସ୍ତ୍ରୀ ଙ୍କୁ ଦୂରେଇ ରହିବା ଉଚିତ । ଏହା ଏଥିପାଇଁ କାରଣ ଏହି ଦିନ ମିଳନ ଠିକ ହୋଇ ନ ଥାଏ । ଏଥି ଦ୍ଵାରା ପାପ ଲାଗିଥାଏ ।

୩- ଅମାବାସ୍ୟା : ଶାସ୍ତ୍ର ଅନୁଯାୟୀ ଅମାବାସ୍ୟା ଦିନ ବିବାହିତା ଯୋଡି ଙ୍କୁ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । ଏହି ଦିନ ଏମିତି କରିଲେ ଦାଂପତ୍ଯ ଜୀବନ ରେ ବହୁତ ଖରାପ ପ୍ରଭାବ ପଡିଥାଏ ।

୪- ରବିବାର : ରବିବାର ଦିନ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । ପୂରଣ  ଅନୁଯାୟୀ ରବିବାର ଦିନ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯେତେ ଦୂରେଇ ରହିବା ସେତେ ଭଲ ମାନା ଯାଇଥାଏ ।

୫- ନବରାତ୍ରି : ହିନ୍ଦୁ ଧର୍ମ ଅନୁଯାୟୀ ନବରାତ୍ରି ଦିନ ଦମ୍ପତି ପରସ୍ପର ଠାରୁ ଦୂରେଇ ରହିବା ଉଚିତ । କାରଣ ଏହି ଦିନରେ ଲୋକଙ୍କୁ ମା ଦୂର୍ଗା ଙ୍କ ଭକ୍ତି ରେ ଲୀନ ରହିବା ଉଚିତ ।

୬- ପିତୃପକ୍ଷ ବା ଶ୍ରାଦ୍ଧ : ଶ୍ରାଦ୍ଧ ବା ପିତୃ ପକ୍ଷ ଦିନ ସ୍ଵାମୀ ସ୍ତ୍ରୀ ଙ୍କୁ ଭୁଲରେ ବି ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । ଅନ୍ୟଥା ପାପର ଭାଗୀଦାର ହେବାକୁ ପଡିଥାଏ ।

୭- ବ୍ରତ : କୌଣସି ବ୍ରତ କରିଥିଲେ ମହିଳା ମାନେ ଏହି ଦିନ ନିଜ ସ୍ବାମୀଙ୍କ ସହ ସମ୍ପର୍କ ରଖିବା ଅନୁଚିତ । ଏମିତି କରିଲେ ଦାଂପତ୍ଯ ଜୀବନରେ ବହୁତ ଖରାପ ପ୍ରଭାବ ପଡିଥାଏ । ତେଣୁ ପ୍ରତେକ ଦମ୍ପତି ଏହି ଦିନ ଗୁଡିକ ରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *