ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ଝିଅ ନିଜ ଜୀବନସାଥୀ ଙ୍କୁ ନେଇ ଅନେକ କିଛି ସ୍ବପ୍ନ ଦେଖିଥାଏ ଏବଂ ଚାହିଁଥାଏ ଯେ ତା’କୁ ଏଭଳି ଜଣେ ଜୀବନସାଥୀ ମିଳୁ ଯିଏ ତାଙ୍କୁ ନିଜଠାରୁ ମଧ୍ୟ ଅଧିକ ଭଲ ପାଉଥିବ ଏବଂ ସବୁ ଆବଶ୍ୟକତା ତଥା ଇଚ୍ଛା କୁ ପୂର୍ଣ କରି ପାରୁଥିବ । ତେବେ ବନ୍ଧୁଗଣ ଶାସ୍ତ୍ର ଅନୁସାରେ କିଛି ଏଭଳି ନାମର ଝିଅ ଅଛନ୍ତି ଯେଉଁମାନେ ସୌଭାଗ୍ୟ ନେଇ ଜନ୍ମଗ୍ରହଣ କରିଥାନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଶାସ୍ତ୍ର ଅନୁସାରେ ଥିବା କିଛି ଏଭଳି ନାମ ର ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ସ୍ୱାମୀ ଙ୍କ ହୃଦୟ ରେ ସର୍ବଦା ବାସ କରନ୍ତି ଏବଂ ତାଙ୍କ ସ୍ୱାମୀ ତାଙ୍କୁ ରାଣୀ ପରି ରଖିଥାନ୍ତି । ତେବେ ଆସନ୍ତୁ ସେହି ଝିଅ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘B’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ତାଙ୍କ ବ୍ୟକ୍ତିତ୍ବ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ । ଏହି ଝିଅ ମାନେ ଯେଉଁ ସ୍ଥାନକୁ ବି ଯାଇଥାନ୍ତି ସେଠାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି । ଏମାନେ ଘର କାମ ସହିତ ନିଜ ଅଫିସ କାମ ମଧ୍ୟ ବହୁତ ଭଲ ଭାବରେ ତୁଲାଇ ଥାନ୍ତି । ଏହି ନାମର ଝିଅ ମାନଙ୍କର ଏହି ସବୁ ଗୁଣ କାରଣରୁ ଏମାନେ ନିଜ ସ୍ୱାମୀ ଙ୍କ ହୃଦୟ ରେ ରାଜ କରିଥାନ୍ତି ଏବଂ ସ୍ୱାମୀ ଙ୍କ ଭଲ ପାଇବା ଏମାନଙ୍କୁ ସର୍ବଦା ମିଳିଥାଏ ।
୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘D’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ବହୁତ ସେଂସିଟିଭ ଏବଂ ସୌମ୍ୟ ନେଚର ର ହୋଇଥାନ୍ତି । ଏହି ନାମର ଝିଅ ମାନେ ନିଜ ପରିବାର ଏବଂ ସ୍ୱାମୀ ଙ୍କ ସର୍ବଦା ଯତ୍ନ ନେଇଥାନ୍ତି ଏବଂ ସବୁବେଳେ ଚାହାନ୍ତି ଯେ ଯେପରି କେବେବି ସେ ନିଜ ସ୍ୱାମୀ ଓ ପରିବାର ସଦସ୍ୟ ଙ୍କ ଭରସା କୁ ନ ଭାଙ୍ଗନ୍ତୁ । ଏମାନେ ସମସ୍ତ ସମ୍ପର୍କ କୁ ଭଲ ଭାବରେ ତୁଲାଇ ଥାନ୍ତି ଏବଂ ସର୍ବଦା ସମ୍ପର୍କ ଯୋଡ଼ିବାରେ ବିଶ୍ୱାସ କରନ୍ତି । ଏମାନେ ମୁକ୍ତ ବିଚାର ର ହୋଇଥାନ୍ତି । ଏମାନଙ୍କୁ ନିଜ ଶାଶୁ ଘର ଓ ସ୍ୱାମୀ ଉଭୟ ଙ୍କ ଭଲ ପାଇବା ମିଳିଥାଏ ।
୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘L’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଖୁସି ମିଜାଜ୍ ର ବ୍ୟକ୍ତିତ୍ୱ ହୋଇଥାନ୍ତି । ଏହି ଝିଅ ମାନେ ନିଜ ଠାରୁ ମଧ୍ୟ ଅଧିକ ବିଶ୍ୱାସ ନିଜ ପାର୍ଟନର ଙ୍କୁ କରନ୍ତି । ଏମାନେ ନିଜ ପାର୍ଟନର ଙ୍କ ପାଇଁ ନିଜ ଜୀବନ ବାଜି ଲଗାଇବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ଏହି ଝିଅ ମାନଙ୍କର ଏହି ସବୁ ଖାସ ଗୁଣ ଯୋଗୁଁ ଏମାନେ ନିଜ ସ୍ୱାମୀ ଙ୍କ ହୃଦୟ ରେ ରାଜ କରନ୍ତି ଏବଂ ନିଜ ସ୍ୱାମୀ ଙ୍କ ଭଲ ପାଇବା ଏମାନଙ୍କୁ ସବୁବେଳେ ମିଳିଥାଏ । ଏହି ନାମର ଝିଅ ମାନଙ୍କୁ ତାଙ୍କ ସ୍ୱାମୀ କେବେବି ନିଜଠାରୁ ଅଲଗା ହେବାକୁ ଦିଅନ୍ତି ନାହିଁ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।