ସ୍ବାମୀଙ୍କୁ ଖୁସି କରିବା ପାଇଁ ସ୍ତ୍ରୀ ମାନଙ୍କୁ କରିବା ଉଚିତ ଏହି ସବୁ କାମ

ସଂପର୍କକୁ ମଜଭୁତ କରିବା ପାଇଁ ସ୍ଵାମୀ ସ୍ତ୍ରୀ ଦୁଇଜଣ ଦୁଇ ଜଣଙ୍କୁ ଖୁସି ରଖିବାର ଅଛି,  ଖାଲି ସ୍ଵାମୀର ଦାୟିତ୍ଵ ନୁହେଁ । ବହୁତ ବାର  ମହିଳା ମାନେ ବୁଝି ପାରନ୍ତି ନାହିଁ ସ୍ବାମୀଙ୍କୁ କେମିତି ଖୁସିରେ ରଖିବେ । ଆଜି ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ ଦେବୁ ଯାହା ସାହାର୍ଯ୍ୟରେ ଆପଣ ନିଜ ସ୍ବାମୀଙ୍କୁ ଖୁସି କରିପାରିବେ । ଆସନ୍ତୁ ଜାଣିବା ସ୍ବାମୀଙ୍କୁ ଖୁସି କରିବା ପାଇଁ ଆପଣଙ୍କୁ କଣ କଣ କରିବା ଦରକାର । ଘର କାମରୁ ଅଳ୍ପ ସମୟ ବାହାର କରି ସ୍ଵାମୀ ସହିତ ଭଲ ସମୟ ବିତାନ୍ତୁ ।


ତାଙ୍କର ଯାହା ପସନ୍ଦ ରହିଛି ସେଥିରେ ରୁଚି ରଖିବା ଦରକାର ଏଥିରେ ସେ ବହୁତ ଖୁସି ହୋଇଥାନ୍ତି । ସ୍ଵାମୀ ଯେତେବେଳେ ଥକିକି ଘରକୁ ଆସିଥାନ୍ତି ତାଙ୍କୁ ଘରର କଥା ବିଷୟରେ ଆଲୋଚନା କରନ୍ତୁ ନହିଁ । ଏଥିରେ ତାଙ୍କ ମନ ଖରାପ ହୋଇଥାଏ ଏଥିରେ ସେ ଆପଣଙ୍କ ସହିତ ଦୂରତା ବନାଇଥାନ୍ତି । ସେଥିଲାଗି ସ୍ଵାମୀ ଘରକୁ ଆସିଲେ କେବେ ଝଗଡା କରନ୍ତୁ ନହିଁ ଭଲରେ କଥା ହୁଅନ୍ତୁ ଆଉ ତାଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ ।


ସବୁ ସ୍ଵାମୀ ଚାହିଁ ଥାନ୍ତି ତାଙ୍କ ସ୍ତ୍ରୀ ତାଙ୍କର ଯତ୍ନ ନେଇଥାନ୍ତୁ । ତାଙ୍କର ସବୁ ଇଛା ପୁରା କରିକି ନିଜ ଦାୟିତ୍ଵକୁ ବହୁତ ଭଲରେ ନିଭାନ୍ତୁ । ସେଥିରେ ସେ ବହୁତ ଖୁସି ରହିବେ ଆଉ ଆପଣଙ୍କ ପ୍ରତି ତାଙ୍କର ସମ୍ମାନ ବଢିବ । କୁହାଯାଏକି ସ୍ବାମୀଙ୍କୁ ଭଲ ଖାଇବା କରିକି ଦେଲେ ସେ ବହୁତ ଖୁସି ହୋଇଥାନ୍ତି ଆଉ ବହୁତ ଭଲ ପାଇଥାନ୍ତି ସେଥି ପାଇଁ ସ୍ବାମୀଙ୍କ ମନ ମୁତାବକ ଖାଇବା ବନାଇକି ଦିଅନ୍ତୁ । ସେ ତାକୁ ଖାଇ ବହୁତ ଖୁସି ହେବେ ଆପଣଙ୍କୁ ବହୁତ ଭଲ ପାଇବେ ।


ସରପ୍ରାଇଜକୁ ଦେଖିକି ଖାଲି ସ୍ତ୍ରୀ ଖୁସି ହୋଇନଥାନ୍ତି ସ୍ଵାମୀ ମଧ୍ୟ ଖୁସି ହୋଇଥାନ୍ତି । ସେଥିଲାଗି ସ୍ବାମୀଙ୍କୁ ଯଦି ଆପଣ କୌଣସି ମନ ପସନ୍ଦ ଜିନିଷ ଉପହାର ଦେଇଥାନ୍ତି । ସେ ସେଥିରେ ବହୁତ ଖୁସି ହୋଇଥାନ୍ତି । ଆଉ ଆପଣଙ୍କୁ ବହୁତ ଭଲ ପାଇଥାନ୍ତି । ତାଙ୍କ ଜନ୍ମ ଦିନ ହେଉକି ବିବାହ ଉଶ୍ଚବକୁ ବହୁତ ଖୁଶିର ସହିତ ପାଳନ କରନ୍ତୁ ଆଉ ଭଲ ଭଲ ଖାଇବା ବନାନ୍ତୁ ସ୍ଵାମୀ ସ୍ତ୍ରୀ ଦୁଇଜଣ ଦୁଇଜଣକୁ ଖୁସିରେ ରଖିବାକୁ ଚେଷ୍ଟା କରିଲେ ବୈବାହିକ ବହୁତ ଭଲରେ କଟିବ ।

Leave a Reply

Your email address will not be published. Required fields are marked *