ଜିନ୍ଦର ଗାଁ ଖଣ୍ଡା ଖେଡିରେ ଝଡା ଫୁଙ୍କା କରିବା ବାଲା ତଥା କାଥିକ୍ ତାନ୍ତ୍ରିକ ଦ୍ଵାରା ସଙ୍କଟକୁ ଦୂର କରିବା ନାମରେ ଯୁବତୀଙ୍କ ସାଙ୍ଗରେ ଦୁଷ୍କର୍ମ କରିବାର ଖବର ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗରେ ମହିଳା ଥାନା ପୋଲିସ ତଥା କାଥିକ୍ ତାନ୍ତ୍ରିକ ବିରୁଦ୍ଧରେ ଦୁଷ୍କର୍ମ ସମେତ ଅନ୍ୟ ବିଭିନ୍ନ ଧାରାର ରୂପରେ ଜିରୋ ଏଫ ଆଇ ଆର ଦର୍ଜ କରି ନର୍ଣାନ୍ଦ୍ ଥାନାକୁ ପଠାଇ ଦେଇଛନ୍ତି । ପଟିୟାଲା ଚୋକ ଆରୀୟାର ଜଣେ 19 ବର୍ଷୀୟ ଯୁବତୀ ପୋଲିସକୁ ଦେଲା ।
ଅଭିଯୋଗରେ କହିଲା ତାଙ୍କର ଗ୍ରାମ ଖଣ୍ଡା ଖେଡି ନିବାସୀ ରାଜବିର ଭଗତ ରୁ ଭଲ ଚିହ୍ନାଜଣା ଥିଲା । ରାଜବିର ଲୋକଙ୍କୁ ଧାର୍ମିକ ସ୍ଥାନକୁ ନେଇ ଯାଏ ଏବଂ ସେଠୀ ତାନ୍ତ୍ରିକ ଆସିଥିବା ସଙ୍କଣ୍ଟ କଟିଯିବା ପାଇଁ ଔଷଧ ମଧ୍ୟ ଦେଇଥାଏ । ଗତ 15 ଡିସେମ୍ବର ସେ ନିଜର ପରିଜନଙ୍କ ସାଙ୍ଗରେ ରାଜବିର ଭଗତ ପାଖକୁ ଯାଇଥିଲା । ରାଜବିର ଭଗତ ତାଙ୍କ ପରିଜନଙ୍କୁ କହିଲା କି ତାଙ୍କ ଝିଅ ଉପରେ ସଙ୍କଟ ଅଚ୍ଛି । ଯାହା ଫଳରେ ତାଙ୍କର କିଛି କାମ ସଫଳ ହୋଇପାରୁନାହିଁ । ରାଜବିର ଭଗତ ତାଙ୍କ ପରିଜନଙ୍କୁ ଘରୁ ବାହାରକୁ ପଠାଇଦେଲା ଓ ସଙ୍କଟ ଟାଳିବା ନାମରେ ତାଙ୍କ ସହିତ ଦୁଷ୍କର୍ମ କଲା । କାହାକୁ ଏହି ଘଟଣା କହିଲେ ଅସୁବିଧା ହେବ ବୋଲି ଧମକ ଦେଇଥିଲା ।
ମହିଳା ଥାନା ପୋଲିସ ଯୁବତୀର ଅଭିଯୋଗରେ ତଥା କାଥିତ ତାନ୍ତ୍ରିକ ରାଜବିର ଭଗତ ବିରୁଦ୍ଧରେ ଦୁଷ୍କର୍ମ କରିବା , ଧମକ ଦେବାର ଏଫ ଆଇ ଆର ଦର୍ଜ କରି ନର୍ଣାନ୍ଦ୍ ଥାନା କି ପଠାଇ ଦେଇଛନ୍ତି । ମହିଳା ଥାନା ଅଧିକାରୀ ନିଲମ କହିଲେକି ଯୁବତୀ ଜଣକ ନର୍ଣାନ୍ଦ୍ ଥାନା କି ପଠାଇ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ତଦନ୍ତ ଚାଲିଛି ।
ଝାଡ଼ ଫୁଙ୍କ କରିବା ବାଲା ତାନ୍ତ୍ରିକ ସଙ୍କଟ କାଟିବା ଆସ ଦେଇ ଦୁଷ୍କର୍ମ କରିବାର ଅଭିଯୋଗ ଦେଇଥିଲେ । ଘଟଣା ନର୍ଣାନ୍ଦ୍ ଥାନା କ୍ଷେତ୍ର ର ଅଟେ । ଯାହା ଉପରେ ଜିରୋ ଏଫ ଆଇ ଆର ଦର୍ଜ କରି ପଠାଯାଇଛି । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ । ଏହି ଭଳି ଅନେକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଓ ଖବର ପସନ୍ଦ ଆସିଲେ ଶେୟାର କରନ୍ତୁ ।