ଘର ଅସୁବିଧା ଦୂର କରିବା ଆଶା ଦେଇ ତାନ୍ତ୍ରିକ କଲା ଏହି କାରନାମା… ଜାଣିଲେ ବିଶ୍ଵାସ ହେବନି

ଜିନ୍ଦର ଗାଁ ଖଣ୍ଡା ଖେଡିରେ ଝଡା ଫୁଙ୍କା କରିବା ବାଲା ତଥା କାଥିକ୍ ତାନ୍ତ୍ରିକ ଦ୍ଵାରା ସଙ୍କଟକୁ ଦୂର କରିବା ନାମରେ ଯୁବତୀଙ୍କ ସାଙ୍ଗରେ ଦୁଷ୍କର୍ମ କରିବାର ଖବର ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗରେ ମହିଳା ଥାନା ପୋଲିସ ତଥା କାଥିକ୍ ତାନ୍ତ୍ରିକ ବିରୁଦ୍ଧରେ ଦୁଷ୍କର୍ମ ସମେତ ଅନ୍ୟ ବିଭିନ୍ନ ଧାରାର ରୂପରେ ଜିରୋ ଏଫ ଆଇ ଆର ଦର୍ଜ କରି ନର୍ଣାନ୍ଦ୍ ଥାନାକୁ ପଠାଇ ଦେଇଛନ୍ତି । ପଟିୟାଲା ଚୋକ ଆରୀୟାର ଜଣେ 19 ବର୍ଷୀୟ ଯୁବତୀ ପୋଲିସକୁ ଦେଲା ।

ଅଭିଯୋଗରେ କହିଲା ତାଙ୍କର ଗ୍ରାମ ଖଣ୍ଡା ଖେଡି ନିବାସୀ ରାଜବିର ଭଗତ ରୁ ଭଲ ଚିହ୍ନାଜଣା ଥିଲା । ରାଜବିର ଲୋକଙ୍କୁ ଧାର୍ମିକ ସ୍ଥାନକୁ ନେଇ ଯାଏ ଏବଂ ସେଠୀ ତାନ୍ତ୍ରିକ ଆସିଥିବା ସଙ୍କଣ୍ଟ କଟିଯିବା ପାଇଁ ଔଷଧ ମଧ୍ୟ ଦେଇଥାଏ । ଗତ 15 ଡିସେମ୍ବର ସେ ନିଜର ପରିଜନଙ୍କ ସାଙ୍ଗରେ ରାଜବିର ଭଗତ ପାଖକୁ ଯାଇଥିଲା । ରାଜବିର ଭଗତ ତାଙ୍କ ପରିଜନଙ୍କୁ କହିଲା କି ତାଙ୍କ ଝିଅ ଉପରେ ସଙ୍କଟ ଅଚ୍ଛି । ଯାହା ଫଳରେ ତାଙ୍କର କିଛି କାମ ସଫଳ ହୋଇପାରୁନାହିଁ । ରାଜବିର ଭଗତ ତାଙ୍କ ପରିଜନଙ୍କୁ ଘରୁ ବାହାରକୁ ପଠାଇଦେଲା ଓ ସଙ୍କଟ ଟାଳିବା ନାମରେ ତାଙ୍କ ସହିତ ଦୁଷ୍କର୍ମ କଲା । କାହାକୁ ଏହି ଘଟଣା କହିଲେ ଅସୁବିଧା ହେବ ବୋଲି ଧମକ ଦେଇଥିଲା ।

ମହିଳା ଥାନା ପୋଲିସ ଯୁବତୀର ଅଭିଯୋଗରେ ତଥା କାଥିତ ତାନ୍ତ୍ରିକ ରାଜବିର ଭଗତ ବିରୁଦ୍ଧରେ ଦୁଷ୍କର୍ମ କରିବା , ଧମକ ଦେବାର  ଏଫ ଆଇ ଆର ଦର୍ଜ କରି ନର୍ଣାନ୍ଦ୍ ଥାନା କି ପଠାଇ ଦେଇଛନ୍ତି । ମହିଳା ଥାନା ଅଧିକାରୀ ନିଲମ କହିଲେକି ଯୁବତୀ ଜଣକ ନର୍ଣାନ୍ଦ୍ ଥାନା କି ପଠାଇ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ତଦନ୍ତ ଚାଲିଛି ।

Image Courtesy: Google 

ଝାଡ଼ ଫୁଙ୍କ କରିବା ବାଲା ତାନ୍ତ୍ରିକ ସଙ୍କଟ କାଟିବା ଆସ ଦେଇ ଦୁଷ୍କର୍ମ କରିବାର ଅଭିଯୋଗ ଦେଇଥିଲେ । ଘଟଣା ନର୍ଣାନ୍ଦ୍ ଥାନା କ୍ଷେତ୍ର ର ଅଟେ । ଯାହା ଉପରେ ଜିରୋ ଏଫ ଆଇ ଆର ଦର୍ଜ କରି ପଠାଯାଇଛି ।  ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ । ଏହି ଭଳି ଅନେକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଓ ଖବର ପସନ୍ଦ ଆସିଲେ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *