ଶୋଇବା ସମୟରେ ସ୍ଵାମୀ ସ୍ତ୍ରୀଙ୍କୁ ଏହି ୪ଟି କଥା ପ୍ରତି ଧ୍ୟାନ ରଖିବା ଆବଶ୍ୟକ, ନଚେତ…

ଶାସ୍ତ୍ର ଅନୁଯାଇ ମଣିଷ ଜୀବନ ବଞ୍ଚିବାର ଓ ସୁଖମୟ ରହିବାର ବହୁତ ଗୁଡିକ କଥା କୁହା ଯାଇଛି କିନ୍ତୁ ଆଜିକା ମଣିଷ ତାହାକୁ କେତେବେଳେ ଅନ୍ଧବିଶ୍ଵାସ ତ କେବେ ଅନ୍ୟ କିଛି ନା ଦେଇ ମାନନ୍ତି ନାହିଁ, ତେବେ କୌଣସି କଥା ମାନିବା ନ ମାନିବା ସମ୍ପୂର୍ଣ ଭାବରେ ସେହି ମଣିଷ ଉପରେ ନିର୍ଭର କରିଥାଏ ଯଦି କୌଣସି ମଣିଷ ମନ୍ଦିରରେ ରକ୍ଷା ହୋଇଥିବା ଭଗବାନଙ୍କ ମୂର୍ତିକୁ ପଥର କହିଥାଏ ତେବେ ଏହା ସ୍ପଷ୍ଟ ରୂପରେ ତା ଭାବନା ଅଟେ ।  କିନ୍ତୁ ସେହି ଲୋକ ଛଡା ଅନ୍ୟ ବହୁତ ଲୋକ ଥିବେ ଯାହାର ଆସ୍ଥା ଭଗବାନଙ୍କ ଉପରେ ଥିବ ଠିକ ସେହି ଭଳି ଯେଉଁ ଲୋକ ଶାସ୍ତ୍ର ମାନନ୍ତି ତାଙ୍କ ପାଇଁ ଶାସ୍ତ୍ର ଅଛି ଓ ଯିଏ ମାନନ୍ତି ନାହିଁ ତାଙ୍କ ପାଇଁ କିଛି ନାହିଁ ।

ଆଜି ଆମେ ଶାସ୍ତ୍ର ଅନୁଯାଇ କୁହା ଯାଇଥିବା ଏମିତି ୪ଟି କଥା ବିଷୟରେ କହିବାକୁ ଯାଉଛୁ ଯାହା ସ୍ଵାମୀ ସ୍ତ୍ରୀକୁ ଧ୍ୟାନ ରଖିବା ଉଚିତ ଅଟେ ।

Image Courtesy: Google

୧. ଶାସ୍ତ୍ର ଅନୁଯାଇ ରାତିରେ କୌଣସି ପ୍ରକାର ଇତ୍ର ବା ସେଣ୍ଟ ଲଗାଇ ଶୋଇବା ଉଚିତ ନୁହ, ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଶୋଇବା ସମୟରେ ସେଣ୍ଟ ବା ସୁଗନ୍ଧିତ ଇତ୍ର ମାରିଲେ ନକାରାତ୍ମକ ଊର୍ଜା ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି ସେଥିପାଇଁ ରାତିରେ ଶୋଇବା ଆଗରୁ ଭଲ ଭାବରେ ହାତ ଗୋଡ ଓ ମୁହଁ ଧୋଇ ଶୋଇବା ଆଗରୁ ଭଗବାନ ନାମ ନବା ଉଚିତ ଏହା ଦ୍ଵାରା ଆପଣଙ୍କ ପାଖରେ କୌଣସି ନକାରାତ୍ମକ ଊର୍ଜା ଆସିବ ନାହିଁ ।

Image Courtesy: Google

୨. ମହିଳାଙ୍କୁ କେବେ ବି ରାତିରେ ଚୁଟି ଖୋଲା କରି ଶୋଇବା ଉଚିତ ନୁହ ଏହା ଦ୍ଵାରା ଲକ୍ଷ୍ମୀ ଆପଣଙ୍କ ଘର ତ୍ୟାଗ କରିଥାନ୍ତି ଓ ଲକ୍ଷ୍ମୀଙ୍କ ଆପଣଙ୍କ ଘରୁ ଯିବା ପରେ ନକାରାତ୍ମକ ଊର୍ଜା ଆପଣଙ୍କ ଉପରେ ହାବି ହୋଇଥାନ୍ତି । ସେଥିପାଇଁ ସବୁବେଳେ ମୁଣ୍ଡ ବାନ୍ଧି ଶୋଇବା ଉଚିତ ଅଟେ ।

Image Courtesy: Google

୩. ତେବେ ତୃତୀୟ କଥା ଏହା ଅଟେ ଯେ ମଣିଷକୁ କେବେ ବି ବ୍ରହ୍ମମୁହୂର୍ତରେ ସମ୍ବନ୍ଧ ରଖିବା ଉଚିତ ନୁହ ଏହା ଦ୍ଵାରା ପୁରୁଷତ୍ଵ ହାନି ହୋଇଥାଏ, ତେବେ ଶାସ୍ତ୍ର ଅନୁଯାଇ ବ୍ରହ୍ମ ମୁହୂର୍ତ ସକାଳ ୩ତା ବେଳେ ହୋଇଥାଏ ସେଥିପାଇଁ ତା ଆଗରୁ ସହବାସ କରିବା ଉଚିତ । ଯେଉଁ ବ୍ୟକ୍ତି ବ୍ରହ୍ମ ମୁହୂର୍ତ ସମୟରେ ସମ୍ବନ୍ଧ ରଖିଥାଏ ତା ଖରାପ ସମୟ ସେହି ସମୟରୁ ଆରମ୍ଭ ହୋଇଥାଏ ।

୪. ବିଷ୍ଣୁ ପୁରାଣରେ କୁହା ଯାଇଛି ଯେ ଭୁଲରେ ବି ରାତିରେ ମସାଣି, ଛକ ବା ମରୁତ ବ୍ୟକ୍ତିଙ୍କ ଘର ପାଖରେ ଯାନ୍ତୁ ନାହିଁ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *