ଟିଭି ସିରିୟଲ ‘ୟେ ରିସ୍ଥା କ୍ଯା କେହେଲାତା ହୈ’ ର ‘ଭାବି ମା’ ରିୟଲ ଲାଇଫରେ ଦେଖିବାକୁ ଏତେ ହଟ

ଦର୍ଶକବନ୍ଧୁ, ହିନ୍ଦୀ ଟିଭି ସିରିୟଲ ପ୍ରାଏ ସମସ୍ତେ ଦେଖିଥାନ୍ତି । ସେଥି ମଧ୍ୟରୁ ଅଧିକାଂଶ ସିରିୟଲ ଏଭଳି ଅଛି ଯାହା ଦର୍ଶକ ମାନଙ୍କ ହୃଦୟରେ ଜାଗା ବନାଇ ରହିଅଛି, ଦର୍ଶକ ଗଣ ସେହି ସିରିୟଲ ଗୁଡିକୁ ନ ଦେଖିଲେ, ତାଙ୍କର ଦିନଟି ଭଲରେ ବିତେନାହିଁ । ବନ୍ଧୁଗଣ ସାଧାରଣତ ମହିଳା ମାନଙ୍କୁ ଡ୍ରାମା ସମ୍ବନ୍ଧୀୟ ବିଷୟ ବସ୍ତୁ ଦେଖିବାକୁ ଖୁବ ଭଲ ଲାଗିଥାଏ । ସେମାନେ ନିଜର ସମସ୍ତ କାର୍ଯ୍ୟ ନିଜର ମନଲାଖି ସିରିୟଲ ପ୍ରଦର୍ଶନ ହେବା ପୂର୍ବରୁ ସମ୍ପର୍ଣ୍ଣ କରିଦେଇଥାନ୍ତି ।

ଦର୍ଶକ ବନ୍ଧୁ ଆଜି ଆମ୍ଭେ ଆପଣଙ୍କୁ ଷ୍ଟାର ପ୍ଲସ ର ପ୍ରସିଦ୍ଧ ସିରିୟଲ ” ୟେ ରିସ୍ଥା କ୍ଯା କେହେଲାତା ହେ ” ର ‘ଭାବି ମା’ ର କିରଦାର ପଳେ କରୁଥିବା ଅଭିନେତ୍ରୀ ସମ୍ବନ୍ଧରେ ଜଣାଇବାକୁ ଯାଉଅଛୁ । ବନ୍ଧୁଗଣ ” ୟେ ରିସ୍ଥା କ୍ଯା କେହେଲାତା ହେ ” ସିରିୟଲ ଟି ୨୦୦୯ ରେ ଆରମ୍ଭ ହୋଇଥିଲା । ଏହି ସିରିୟଲ କୁ ‘ରାଜନ ସନି’ ପ୍ରଡ୍ୟୁସ କରିଥିଲେ । ଦର୍ଶକବନ୍ଧୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୩୨୦୦ ଏପିଷୋଡ ସଂପୂର୍ଣ୍ଣ ହୋଇସାରିଲାଣି । ବନ୍ଧୁଗଣ କହିବାକୁ ଗଲେ, ଏହି ସିରିୟଲ ର ସମସ୍ତ କିରଦାର ବହୁତ ଫେମସ ଅଟେ ।

ମାତ୍ର ଏହି ସିରିୟଲ ର ‘ଭାବି ମା’ ର ରୋଲ ପ୍ଲେ କରୁଥିବା ଅଦାକାରୀ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯିଏ କି ନିଜ ରିୟାଲ ଲାଇଫ ରେ ବହୁତ ଷ୍ଟାଇଲିସ ନଜର ଆସନ୍ତି । ବନ୍ଧୁଗଣ ତାଙ୍କର ନାମ ” ମେଘା ଶମ୍ବୁତ୍କର” ଅଟେ । ମେଘା ଙ୍କର ଜନ୍ମ ମୁମ୍ବାଇ ର ମହାରାଷ୍ଟ୍ର ସହରରେ ହୋଇଥିଲା । ବନ୍ଧୁଗଣ ସେ ମୂଳରୁ ମୁମ୍ବାଇ ରେ ରହିଆସିଛନ୍ତି । “ମେଘା ଶମ୍ବୁତ୍କର” ଜଣେ ଭାରତୀୟ ଟେଲିଭିଜନ ଅଭିନେତ୍ରୀ ଅଟନ୍ତି ।

ସେ ୨୦୦୯ ମସିହାରୁ ନିଜର କାରିୟର ର ଶୁଭା ଆରମ୍ଭ କରିଥିଲେ । ” ମେଘା ଶମ୍ବୁତ୍କର” ଟିଭି ସିରିୟଲ ” ୟେ ରିସ୍ଥା କ୍ଯା କେହେଲାତା ହେ ” ରେ ‘କାବେରୀ ସିଙ୍ଘାନିୟା’ ରୋଲ ରେ ‘ଭାବି ମା’ ରୂପରେ ପରିଚିତ । ସେ ତାଙ୍କ ରିୟଲ ବୟସ ଠାରୁ ବହୁତ ବଡ ବୟସର ରୋଲ ପ୍ଲେ କରିଛନ୍ତି । ମାତ୍ର ସେ ଏହି ସିରିୟଲ ରେ ପ୍ଲେ କରୁଥିବା କିରଦାର ରୁ ବହୁତ ଅଲଗା ଅଟନ୍ତି । ଦର୍ଶକ ବନ୍ଧୁ “ମେଘା ଶମ୍ବୁତ୍କର” ସୋସିଆଲ ମିଡିଆରେ ବହୁତ କମ ଦେଖିବାକୁ ମିଳନ୍ତି ।

ମିଡିଆ ରେ ତାଙ୍କର ଖୁବ କମ ବିବରଣୀ ରହିଅଛି । ବନ୍ଧୁଗଣ ସେ ରିୟଲ ଜୀବନରେ ବହୁତ ଭଲ ମଣିଷ ଅଟନ୍ତି । ସେ ବହୁତ ଲୋକଙ୍କୁ ମଧ୍ୟ ସାହାଜ୍ଯ କରିଥାନ୍ତି । ଦର୍ଶକ ମାନେ ମଧ୍ୟ ତାଙ୍କୁ ବେସ ପସନ୍ଦ କରି ଆସିଛନ୍ତି । ବନ୍ଧୁଗଣ ଏହି ସିରିୟଲ ରେ ସମସ୍ତେ ନିଜ ନିଜ ଅଭିନୟକୁ ନେଇ ବହୁତ ଭାବବହୁଳ ହୋଇ ନିଜ ନିଜ କିରଦାର କୁ ଉତ୍ତମ ରୂପେ ନିଭାଇ ଥାନ୍ତି । ବନ୍ଧୁଗଣ ଆପଣ ମାନେ ନିଶ୍ଚୟ “ଭାବି ମା” ଙ୍କ କିରଦାର କୁ ପସନ୍ଦ କରୁଥିବେ । ଆପଣ ମାନଙ୍କୁ “ମେଘା ଶମ୍ବୁତ୍କର” ସମ୍ବନ୍ଧରେ ଏହି ଟିପ୍ପଣୀ ଟି ଜାଣି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *