ଔଷଧ ନୁହେଁ ଘରୋଇ ଉପାୟରେ ପାଆନ୍ତୁ, ଥଣ୍ଡା ଓ କାଶରୁ ମୁକ୍ତି

ଥଣ୍ଡା କାଶ ଯଦି ଆପଣଙ୍କୁ ବାରମ୍ବାର ହେଉଥାଏ ତେବେ ଆପଣ ଔଷଧ ବାରମ୍ବାର ନିଅନ୍ତୁ ନାହିଁ, ଘରେ ଏହି ଉପାଯରେରେ ଆପଣ ଏହାର ଚିକିଶ୍ଚା କରି ପାରିବେ । ଜାଣନ୍ତୁ ଘରେ କରାଯାଉଥିବା କିଛି ଘରୋଇ ଉପଚାର ।

ଶିତ ଦିନରେ ଶିତ ବଢିଲେ ଥଣ୍ଡା , କାଶ , ଜର ଆଦି ବଢିଯାଏ । ଚିକିଶ୍ଚକଙ୍କ ଅନୁସାରେ ଏହି ଋତୁରେ ଶିତରୁ ବଞ୍ଚିବା ପାଇଁ ଆମେ ଗରମ କପଡା ତ ପିନ୍ଧି ପାରିବା କିନ୍ତୁ ଶୀତର ପ୍ରଭାବରୁ ବଞ୍ଚିବା ପାଇଁ ଶରୀର ବାହାର ସହିତ ଭିତର ବି ଗରମ ରହିବା ଆବଶ୍ୟକ ହୋଇଥାଏ । ପାଟନା ର ଆୟୁର୍ବେଦିକ । ଚିକିଶ୍ଚକ ଡ॰ ସୁନୀଲ କୁମାର ଦୁବେଙ୍କର କହିବା କଥା ଏହି ବେମାରିରୁ ବଞ୍ଚିବା ପାଇଁ ବହୁତ କିଛି ଘରୋଇ ଉପଚାର କରାଯାଇପାରେ । ସୁନୀଲ କୁମାର ଦୁବେ କୁହନ୍ତି ଶିତ ଦିନେ ଲୋକ ତୁଳସି , ଗୋଲମରିଚ ଓ ଅଦାରେ ତିଆରି ଚା କାଶ , ଥଣ୍ଡା ,ଜର ପାଇଁ ବହୁତ ଭଲ କାମ କରିଥାଏ ।

ସୁନୀଲ କୁମାର ଦୁବେଙ୍କ କହିବା କଥା ଏହି ରୋଗର ମୁଖ୍ୟ କାରଣ ହେଲା ଭାଇରସ । ସେ କହିଲେ କି ଥଣ୍ଡା କାଶ ଗୋଟିଏ ସଂକ୍ରାମକ ରୋଗ ଯିଏ ବହୁତ ଜଲଦି ବଢି ଯାଇଥାଏ । ସେ କହିଲେ କି କମନ ଥଣ୍ଡାରେ ପିଲା ଓ ବୁଢାମାନଙ୍କର ବିଶେଷ ଧ୍ୟାନ ରଖିବା ଦରକାର । ଶିତ ଦିନେ ମହୁ ଖାଇବା ଦ୍ଵାରା ଶରୀରକୁ ବହୁତ ରୋଗ ଠାରୁ ଦୂରେଇ ରଖାଯାଇପାରେ । ଆୟୁର୍ବେଦରେ ମହୁକୁ ଅମୃତ ମାନନ୍ତି ।

ସେ କହିଲେ କି ସିତ ଦିନେ ବାଜରାର ରୁଟି ଖାଇବାର ବହୁତ ଲାଭ ମିଳିଥାଏ । ଏହା ଶରୀରକୁ ଗରମ ତ ରଖିଥାଏ ତା ସହିତ ଏଥିରେ ପ୍ରୋଟିନ , ଭିଟାମିନ ବି କ୍ୟାଲସିୟମ, ଫାଇବର ଓ ଆଣ୍ଟି ଅକ୍ସିଡେଣ୍ଟ ଶରୀର ପାଇଁ ବହୁତ ଭଲ ହୋଇଥାଏ ।

ସେ କହିଲେ ଯେ ଅଁଳା ଡାଇବେଟିସ ରୋଗୀଙ୍କ ପାଇଁ ଅମୃତ ଠାରୁ କମ ନୁହେଁ । ଅଁଳାକୁ ପ୍ରାଚୀନ ଆୟୁର୍ବେଦିକ ପ୍ରଣାଳୀରେ ବିଭିନ୍ନ ପ୍ରକାରର ରୋଗର ଚିକିଶ୍ଚା ପାଇଁ 5000 ବର୍ଷରୁ ବ୍ୟବହାର କରାଯାଉଛି । ଅଁଳାର ତୁଳନା ଅମୃତ ସହିତ କରାଯାଇଛି ।

ଅଁଳା ରେ ଭିଟାମିନ ସି , ଭିଟାମିନ ଏବି , ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିଅମ , ଆଇରନ , କାର୍ବୋ ହାଇଡ୍ରେଟ , ଫାଇବର ଆଦି ଥାଏ । ଅଁଳା ଓ ବାଦାମ ଶିତଦିନେ ଲାଭକାରୀ ହୋଇଥାଏ । ତିଳ ତେଲର ମାଲିସ ବି ଆମକୁ ଥଣ୍ଡାରୁ ବଞ୍ଚାଇବାରେ କାମରେ ଆସିଥାଏ । ସେ କହିଲେ କି ଶିତଦିନେ କମଳା ଖାଇବା ଉଚିତ ନୁହେଁ । ଖଜୁରୀ କୁ ଗରମ କ୍ଷୀର ସହିତ ଖାଇଲେ ମଧ୍ୟ ଥଣ୍ଡାରୁ ଉପସମ ମିଳିଥାଏ ।

Leave a Reply

Your email address will not be published. Required fields are marked *