ନାରୀମାନଙ୍କର ଏହି ଖରାପ ଅଭ୍ୟାସ ଘରକୁ କରିଥାଏ ବର୍ବାଦ, ସେହିଭଳି ଘରେ ରୁହନ୍ତି ନାହିଁ ମା ଲକ୍ଷ୍ମୀ

ହିନ୍ଦୁ ଧର୍ମରେ ଘର ବୋହୁ ଓ ଝିଅଙ୍କୁ ଘରର ଲକ୍ଷ୍ମୀ ବୋଲି ମାନନ୍ତି । ଏମିତି ଲୋକେ ମାନନ୍ତି କି କୌଣସି ବି ସ୍ତ୍ରୀ ଚାହିଁଲେ ଘରକୁ ସ୍ଵର୍ଗ କରିପାରେ ଓ ନର୍କ ମଧ୍ୟ କରିପାରେ । ଝିଅ ବୋହୁ ମାନଙ୍କର କିଛି ଅଭ୍ୟାସ ଘରର ଦରିଦ୍ରତାର କାରଣ ହୋଇଥାଏ ତ ଆଉ କିଛି ଅଭ୍ୟାସ ଏମିତି ହୋଇଥାଏ କି ଘରେ ସୁଖ ଓ ସମୃଦ୍ଧି ଆଣିଥାଏ । ପ୍ରତ୍ୟେକ ବ୍ୟକ୍ତିର ସୁଖ ଓ ସମୃଦ୍ଧି ସ୍ତ୍ରୀ ଉପରେ ନିର୍ଭର କରିଥାଏ ଯିଏ ଘରର ସବୁ କାମ କରିଥାଏ ଓ ସମସ୍ତଙ୍କର ଯତ୍ନ ନେଇଥାଏ । କିନ୍ତୁ ଏମିତି କିଛି କାମ ଅଛି ଯାହାକୁ ମହିଳାମାନେ କରିବା କଥା ନୁହେଁ ।

Image Courtesy: Google

ଘରର ସ୍ତ୍ରୀ ଲୋକଙ୍କୁ ଏହି କାମ କରିବା କଥା ନୁହେଁ କାରଣ ଏମିତି କରିବା ଦ୍ଵାରା ଘରେ ମା ଲକ୍ଷ୍ମୀ କେବେ ବି ଆସି ନ ଥାନ୍ତି । ସବୁବେଳେ ଏହା କୁହାଯାଏ କି ଘରର ସ୍ତ୍ରୀ ଚାହିଁଲେ ଘରକୁ ସ୍ଵର୍ଗ କରିପାରେ ଓ ଚାହିଁଲେ ନର୍କ ମଧ୍ୟ କରିପାରେ । ଘରର ସ୍ତ୍ରୀ ହିଁ ବ୍ୟକ୍ତିର ଜୀବନକୁ ସୁଖମୟ କରିପାରେ ।

ପତ୍ନୀ ରୂପରେ ଯେଉଁଠି ଗୋଟିଏ ମହିଳା ପତି ସହିତ ଥାଏ ଓ ତାକୁ ଜୀବନର ଠିକ ରାସ୍ତା ଦେଖାଇଥାଏ ତ ସେଇଠି ଝିଅ ରୂପରେ ସେ ଲକ୍ଷ୍ମୀ ସହିତ ସମାନ ହୋଇଥାଏ । ଆପଣ ବି ଏହି ଲୋକ କଥା ଶୁଣିଥିବେ କି ଗୋଟିଏ ସଫଳ ବ୍ୟକ୍ତି ପଛରେ ସ୍ତ୍ରୀର ହାତ ଥାଏ ।

ମହିଳାମାନଙ୍କର ଏହି ଅଭ୍ୟାସ ପାଇଁ ଘରେ ଆସିଥାଏ ଦରିଦ୍ରତା

୧ । ଝାଡୁକୁ ଗୋଡରେ ଲଗାଇବା

ଯେଉଁ ଘରେ ମହିଳାମାନେ ଝାଡୁକୁ ଗୋଡରେ ଚୁଇଁଥାନ୍ତି ବା ପାଦରେ ଗୋଇଠା ମାରିଥାନ୍ତି ସେଠାରେ କେବେ ବି ଲକ୍ଷ୍ମୀ ଆସି ନ ଥାନ୍ତି । ଏହି ଘରେ ସବୁ ସମୟରେ ଦରିଦ୍ରତା ଲାଗି ରହିଥାଏ ।

Image Courtesy: Google

୨ । ଅଇଁଠା ବାସନକୁ ଗ୍ୟାସ ଉପରେ ରଖି ଶୋଇଯିବା

ଯଦି ଆପଣଙ୍କ ଘରର ମହିଳାମାନଙ୍କର ଅଭ୍ୟାସ କି ଯେମିତି ତାୱା, କଡେଇ ଓ ଅଇଁଠା ବାସନ ଗ୍ୟାସ ଉପରେ ରଖି ଶୋଇପଡନ୍ତି ତେବେ ଏମିତି ଘରେ ଲକ୍ଷ୍ମୀ କେବେ ବି ଆସି ନଥାନ୍ତି ।

Image Courtesy: Google

ଏହା ଦରିଦ୍ରତା ଓ ଦୁଖର କାରଣ ହୋଇଥାଏ ।

୩ । ପାଦରେ କବାଟ ଖୋଲିବା

Image Courtesy: Google

ଯେଉଁ ଘରର ସ୍ତ୍ରୀ ଲୋକମାନେ ଗୋଡରେ କବାଟ ଖୋଲିଥାନ୍ତି ସେଠାରେ ମଧ୍ୟ ଧନର ଦେବୀ ଲକ୍ଷ୍ମୀ ରାଗିଯାନ୍ତି । ଏଥି ପାଇଁ ଯଦି ଆପଣଙ୍କ ଘରେ ମଧ୍ୟ ଏମିତି ହେଉଛି ତୁରନ୍ତ ଏହା ବନ୍ଦ କରି ଦିଅନ୍ତୁ ।

୪ । ଏରୁଣ୍ଡି ବନ୍ଧରେ ବସି ଭୋଜନ କରିବା

Image Courtesy: Google

ଯଦି ଘରର କୌଣସି ସ୍ତ୍ରୀ ଘରର ଏରୁଣ୍ଡି ବନ୍ଧରେ ବସି ଭୋଜନ କରନ୍ତି ତେବେ ତାହା ଘରର ଦରିଦ୍ରତାର କାରଣ ହୋଇଥାଏ ।

୫। ଡେରି ପର୍ଯ୍ୟନ୍ତ ଶୋଇବା

Image Courtesy: Google

ଯଦି କୌଣସି ମହିଳାଙ୍କୁ ଡେରି ପର୍ଯ୍ୟନ୍ତ ଶୋଇବାର ଅଭ୍ୟାସ ଥାଏ ତେବେ ତାହା ଘର ପରିବାର ପାଇଁ ଅଶୁଭ ହୋଇଥାଏ । ଡେରି ପର୍ଯ୍ୟନ୍ତ ଶୋଊଥିବା ସ୍ତ୍ରୀ ଲୋକମାନେ ନିଜ ସ୍ଵାମୀ ଓ ଘର ପରିବାରର ଅସଫଳତାର କାରଣ ହୋଇଥାନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *