ପ୍ରଥମ କି ଦ୍ଵିତୀୟ ନୁହେଁ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆପଣଙ୍କୁ କହିବୁ ଏକ ଅଭିନେତ୍ରୀ ଙ୍କ ବିଷୟରେ ଯିଏ ଠାରେ ବା ଦୁଇ ଥର ନୁହେଁ ବରଂ ତୃତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି । ତେବେ ଆପଣମାନେ ତ ଜାଣିଥିବେ  ବଲୀଉଡ ଦୁନିଆରେ ସମ୍ପର୍କ ହେଉଛି ଯେମିତି ଏକ ଖେଳ । ସେମାନଙ୍କ ପାଇଁ ସମ୍ପର୍କର କୌଣସି ବନ୍ଧ ନାହିଁ, ନିଜର କପଡା ବଦଳେଇବା ଭଳି ଏମାନେ ନିଜର ସମ୍ପର୍କକୁ ମଧ୍ୟ ବଦଳାଇ ଥାନ୍ତି । ତେବେ ସେହିଭଳି ଏକ ଖବର ଏବେ ଶୁଣିବାକୁ ମିଳିଛି ।

Image Courtesy: Google

 ତେବେ ଏକ ଜଣେ ଟେଲିଭିଜନ ଅଭିନେତ୍ରୀଙ୍କ ବିବାହ ଏବେ ଖୁବ ଚର୍ଚ୍ଚାର ବିଷୟ ହୋଇଛି । ଛୋଟ ପରଦାର ହେଲେ କଣ ସେମାନେ ବି ବଡ ପରଦାର ଅଭିନେତ୍ରୀ ମାନଙ୍କ ଠାରୁ ଖିଛି କମ ନୁହଁନ୍ତି । ତେବେ ସେ ବର୍ତ୍ତମାନ ନିଜର ତୃତୀୟ ବିବାହକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଆମେ ଯେଉଁ ଅଭିନେତ୍ରୀଙ୍କ କଥା କହୁଛୁ ସେ ହେଉଛନ୍ତି ସ୍ନେହା ବାଘ ।

Image Courtesy: Google

ସ୍ନେହା ଟେଲେଭିଜନ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ । ସେ ନିଜ କ୍ୟାରିଅରରେ ଅନେକ ସୁପରହିଟ୍‌ ସୋରେ ଅଭିନୟ କରିଛନ୍ତି। ତାଙ୍କ କାମକୁ ନେଇ ସମଗ୍ର ଇଣ୍ଡଷ୍ଟ୍ରିରେ ଖୁବ ପ୍ରଶଂସା କରିଥାଏ । ହେଲେ ଆଜିକାଲି ତାଙ୍କ ତୃତୀୟ ବିବାହ ଏବେ ହଟ୍‌ ଟପିକ୍‌ ହୋଇଛି ।

Image Courtesy: Google

ଦୁଇ ଦୁଇଟି ଅସଫଳ ବିବାହ ପରେ ବର୍ତ୍ତମାନ ସେ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି । ସୂଚନା ଅନୁସାରେ ସେ ଆଜିକାଲି ନିଜ ତୃତୀୟ ବିବାହକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ସେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଏହି ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ସେ ତୃତୀୟ ଥର ବିବାହ କରିବା ପାଇଁ ପ୍ରସ୍ତୁତ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *