ତୁଳା ରାଶି ବ୍ୟକ୍ତିଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିଛି ଗୁପ୍ତ କଥା- Jyotisha Shastra

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଭଲ ଓ ଖରାପ ପ୍ରଭାବ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ଚରିତ୍ର, ସ୍ଵଭାବ, ବ୍ୟବସାୟ କ୍ଷେତ୍ର, ଚାକିରି ଓ ବୈବାହିକ ଜୀବନ ବିଷୟରେ କହିବାକୁ ଯାଉଛୁ । ତୁଳା ରାଶିର ବ୍ୟକ୍ତି ପରିଶ୍ରମୀ, ଦୂସାହସି, ବିଦ୍ଵାନ, ମେଳାପୀ, ଏକ ଜିଦିଆ, ସଂଗୀତା ପ୍ରିୟ ହୋଇଥାନ୍ତି । ଏମାନେ ଅଧିକାଂଶ ଟଙ୍କା ଖର୍ଚ୍ଚ କରିବାକୁ ପସନ୍ଦ କରିଥାନ୍ତି ।

ଏମାନଙ୍କର କର୍ମ ଆଇନ ପରାମର୍ଶଦାତା, କୃଷକ, ଶିକ୍ଷାଦାନ, କପଡା ବ୍ୟବସାୟୀ, ସ୍ତ୍ରୀ ଓ ସନ୍ତାନ ପ୍ରତି ଶ୍ରଦ୍ଧାଳୁ ଅଟନ୍ତି । ଏମାନେ ପୁତ୍ର ସନ୍ତାନ ଠାରୁ କନ୍ୟା ସନ୍ତାନଙ୍କ ଠାରୁ ସୁଖ ପ୍ରାପ୍ତ କରିବେ ନାହି । ଏମାନେ ଦୋଷୀକୁ କ୍ଷମା କରିଥାନ୍ତି । ଏମାନେ ଅଧିକ ସମୟ ବିଦେଶକୁ ଯାତ୍ରା କରିଥାନ୍ତି ।

ଶତ୍ରୁ ମାନଙ୍କ ଠାରୁ ବିଜୟ ଲାଭ କରିବେ । ପାରିବାରିକ ସୁଖ ପ୍ରାପ୍ତ କରିବେ । କୋମଳ ସ୍ଵଭାବ ଯୁକ୍ତ ଏହି ରାଶିର ଲୋକ ମାନେ ହୋଇଥାନ୍ତି । ଦାନ ଧର୍ମରେ ଏମାନେ ରୁଚି ରଖିଥାନ୍ତି । ଜୀବନକୁ ଆନନ୍ଦ ରେ ବିତାଇବା ପାଇଁ ଚେଷ୍ଟା କରିଥାନ୍ତି ।

ଏମାନେ ନିଜର ସ୍ଵାର୍ଥକୁ ଦେଖିବା ସହ ଅନ୍ୟର ସ୍ଵାର୍ଥକୁ ମଧ୍ୟ ଦ୍ରୁଷ୍ଟି ଦେଇଥାନ୍ତି । ଏମାନେ ହିସାବ ପତ୍ରରେ ଆଗରେ ରହିଥାନ୍ତି । ଅନେକ ସମୟରେ ଦ୍ଵନ୍ଦରରେ ପଡିଥାନ୍ତି । ଅଧିକ ରୋଜଗାର କିପରି ହେବେ ଏହି ରାଶିର ବ୍ୟକ୍ତି ଏମାନେ ଜାଣିଥାନ୍ତି । ଏମନକର ଶୁଭ ରଙ୍ଗ ହେଉଛି ଧଳା ।

ଏମାନଙ୍କର ଶୁଭ ବାର ହେଉଛି ଶୁକ୍ରବାର । ଏମାନଙ୍କର ୧୮ରୁ ୨୯ ବର୍ଷ ଯାଏଁ ବିବାହର ଯୋଗ ରହିଛି । ଏହି ସମୟରେ ବ୍ୟବସାୟ, ପାରିବାରିକ ବାତାବରଣ ଭଲ ରହିଥାଏ । ୨୫ ରୁ ୩୨ ବର୍ଷ ଯାଏଁ ବେଶ ଲାଭ ମିଳିବା ସହ ପରିବାରରେ ସୁଖ ସମୃଦ୍ଧି ଆସିଥାଏ । ଏମାନଙ୍କର ବୈବାହିକ ଜୀବନ ସୁଖମୟ ରହିଥାଏ ।

ଜୀବନ ସାଥି ଙ୍କ ସହ ଏମାନଙ୍କର ଭଲ ସୁସମ୍ପର୍କ ରହିବା ସହ ତାଳମେଳ ଠିକ ରହିଥାଏ । ଏହା ସହ ଚାକିରି କ୍ଷେତ୍ର ରେ ଏମାନେ ବେଶ ଭଲ ପର୍ଫୋମାଂସ ପ୍ରଦର୍ଶନ କରିଥାନ୍ତି । ବହୁତ କମ ବୟସରେ ଏମାନେ ଜୀବନରେ ସଫଳତା ହାସଲ କରିଥାନ୍ତି । ଛାତ୍ର ମାନେ ପାଠ ପଢା ରେ ଆଗରେ ରହିବା ସହ ସବୁ ପରୀକ୍ଷା ରେ ସଫଳ ହୋଇଥାନ୍ତି ।

ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଏହି ରାଶିର ବ୍ୟକ୍ତି ମାନେ ବହୁତ ଭଲ ଲାଭ କରିବା ସହ ନୂଆ ଯୋଜନାରେ ସଫଳ ହୋଇଥାନ୍ତି । ଏମାନଙ୍କର ପ୍ରେମ ଜୀବନ ସୁଖମୟ ରହିଥାଏ । ମାତା ପିତା ଙ୍କ ସହଯୋଗ ଏମାନେ ପ୍ରାପ୍ତ କରିତହନ୍ତି । ଯାହା ପାଇଁ ଜୀବନରେ ସବୁ ବିପଦକୁ ସାହସର ସାମନା କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *