ତୁଳା ରାଶି ମାର୍ଚ୍ଚ ମାସରେ ବଦଳିଯିବ ଆପଣଙ୍କ ଇତିହାସ, ଘଟିବାକୁ ଯାଉଛି କିଛି ବଡ ଘଟଣା

ବନ୍ଧୁଗଣ ଆଜି ଆମେ ଜାଣିବା ବର୍ଷର ତୃତୀୟ ମାସ ମାର୍ଚ୍ଚ ମାସଟି ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ କେମିତି ରହିବ । ଗ୍ରହ ମାନଙ୍କର ଗୋଚରକୁ ନେଇ ଆମେ ଜାଣିବା ତୁଳା ରାଶିର ବ୍ୟକ୍ତିଙ୍କର ଚାକିରି, ବ୍ୟାପାର, ଧନ, ଦାଂପତ୍ଯ ଜୀବନ, ପାରିବାରିକ ଜୀବନ କିପରି ରହିବ । ମାର୍ଚ୍ଚ ମାସରେ ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ନବଗ୍ରହ ବହୁତ ଭଲ ରହିବେ । ଯାହା ବି ସ୍ୱାସ୍ଥ୍ୟ ସମସ୍ଯା ଥିଲା ତାହା 12 ମାର୍ଚ୍ଚ ପରେ ଶେଷ ହେବ ।

ଅଧିକ ଭାବିବା କାରଣରୁ ମୁଣ୍ଡ ବିନ୍ଧା ସମସ୍ଯା ହୋଇପାରେ । ଏଥିପ୍ରତି ଧ୍ୟାନ ଦିଅନ୍ତୁ । ମାର୍ଚ୍ଚ ମାସରେ ବିଦ୍ୟାର୍ଥୀଙ୍କ ପାଇଁ ଶିକ୍ଷା କ୍ଷେତ୍ରଟି ବହୁତ ଭଲ ରହିବ । ଶନିଦେବଙ୍କ 5ମ ଭାବରେ ଗୋଚର କରିବା ଦ୍ଵାରା ଏହି ରାଶିର ବିଦ୍ୟାର୍ଥୀଙ୍କ ଶିକ୍ଷା ରେ ଲାଭ ମିଳିବ । ପରୀକ୍ଷାରେ ସଫଳ ହେବେ । ଶନିଦେବ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରଦାନ କରିବେ । କାହିଁକି ନା ଶନିଦେବ ନିଜ ଘରେ ବିରାଜମାନ ଅଛନ୍ତି ।

ଶନିଦେବଙ୍କ ସହ ସୂର୍ଯ୍ୟ ଓ ବୁଧ ଦେବା ଆଛନ୍ତି । ମାର୍ଚ୍ଚ 15 ତାରିଖ ପୂର୍ବରୁ କୌଣସି କଥାରେ ଯୋଡି ବା କ୍ରୋଧ କରନ୍ତୁ ନାହି । ନହେଲେ ଝଗଡା ହୋଇପାରେ । ମତଭେଦ ଦେଖା ଯାଇପାରେ । ଆପଣଙ୍କର ପାର୍ଟନରଙ୍କ ସହ ମାର୍ଚ୍ଚ 15 ପୂର୍ବରୁ ମତଭେଦ ହୋଇପାରେ । ଯେଉଁ ମାନଙ୍କର ବ୍ରେକପ ହୋଇ ଯାଇଛି ସେମାନଙ୍କର ସମ୍ପର୍କ ପୁଣି ଥରେ ଯୋଡି ହୋଇଯିବ । ମଙ୍ଗଳ ଆପଣଙ୍କର ଅଷ୍ଟମ ଭାବରେ ବିରାଜିତ ଅଛନ୍ତି ।

13 ମାର୍ଚ୍ଚ ଯାଏଁ ଝଗଡା କରନ୍ତୁ ନାହି ଜୀବନ ସାଥିଙ୍କ ସହ । ପରସ୍ପର ମଧ୍ୟରେ ଭଲ ପାଇବା ବଜାୟ ରଖନ୍ତୁ । ଛୋଟ ଛୋଟ କଥାରେ କଳହ କରନ୍ତୁ ନାହି । ଏହା ପରେ ଦାଂପତ୍ଯ ଜୀବନ ସାମନ୍ୟା ଭଲ ହେବାରେ ଲାଗିବ । ମାର୍ଚ୍ଚ ମାସରେ ତୁଳା ରାଶିର ଭାଗ୍ଯର ମାଲିକ ବୁଧଦେବ ଓ କ୍ୟାରିୟର ମାଲିକ ଅଟନ୍ତି ଚନ୍ଦ୍ର । ଯଦି ବୁଧ ଙ୍କ ସ୍ଥିତି ଦେଖାଯାଏ ତେବେ ଶନି ଓ ସୂର୍ଯ୍ୟ ଙ୍କ ସହ ପଞ୍ଚମ ଭାବରେ ଅଛନ୍ତି ।

କିନ୍ତୁ 16 ମାର୍ଚ୍ଚକୁ ଷଷ୍ଠ ଭାବକୁ ଚାଲିଯିବେ । ଏହା ପରେ କୌଣସି ବଡ ଡିଲ କରନ୍ତୁ ନାହି । ଏହାକୁ କୁଣ୍ଡଳୀରେ ଭଲ ମାନାଯାଏ ନାହି । କାମର ପ୍ରେସର ରହିପାରେ । ଆପଣଙ୍କ ମନରେ ଟେନସନ ରହିବ ମାର୍ଚ୍ଚ 16 ପରେ । ଶନିଙ୍କ ଅଢେଇ ସମାପ୍ତ ହୋଇ ସାରିଛି  ବର୍ତ୍ତମାନ ଧୀରେ ଧୀରେ ଆପଣଙ୍କୁ ସବୁ କାମରେ ସଫଳତା ମିଳିବ । କ୍ଯାରିୟରରେ ଯଥେଷ୍ଟ ଉନ୍ନତି କରିବେ ।

13 ମାର୍ଚ୍ଚ ପୂର୍ବରୁ ବ୍ୟପାର କ୍ଷେତ୍ରରେ କିଛି ସମସ୍ଯା ହୋଇପାରେ । ମାର୍ଚ୍ଚ 13 ପରେ ବ୍ୟାପାର ଭଲ ରହିବ । ପ୍ରତିଦିନ ଶୁକ୍ର ଓ ଶନି ଙ୍କ ବୀଜ ମାତ୍ର ଜପ କରନ୍ତୁ । ପ୍ରତି ଦିନ ସୂର୍ଯ୍ୟାସ୍ତ ପରେ ହନୁମାନ ଚାଳିଶା ପାଠ କରନ୍ତୁ । ପ୍ରତେକ ଶୁକ୍ରବାରରେ ଧଳା ଜିନିଷ ଦାନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *