ମଙ୍ଗଳବାର ଲୁଣର ଏହି ଉପାୟ ବନେଇଦିଏ ଆପଣଙ୍କୁ କୋଟିପତି, ଥରେ ନିଶ୍ଚୟ କରିକି ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଖାଦ୍ୟର ସ୍ଵାଦକୁ ଯେଭଳି ଲୁଣ ବଢାଇ ଦେଇଥାଏ ସେହିଭଳି ଆପଣଙ୍କ ଜୀବନରେ ସୁଖକୁ ମଧ୍ୟ ଲୁଣ ବଢାଇବାରେ ସାହାର୍ଯ୍ୟ କରିଥାଏ । ଲୁଣ ସହ ଏଭଳି କିଛି ଚମତ୍କାରୀ ଉପାୟ ଅଛି ଯାହାକୁ ଆପଣ କରିବା ଦ୍ଵାରା ଆପଣଙ୍କ ଜୀବନରେ ଯେଉଁ ଉନ୍ନତି ହେବାକୁ ଲାଗିଥାଏ ତାହାକୁ ଆପଣ ବିଶ୍ଵାସ କରିପାରିବେ ନାହିଁ । ଜୀବନରେ ଅଭାବ ଅସୁବିଧାରୁ ମୁକୁଳିବା ପାଇଁ ନିଶ୍ଚୟ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଥିବା ଲୁଣର ଉପାୟକୁ କରନ୍ତୁ ଆଉ ଧନବାନ ହୁଅନ୍ତୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆପଣ ଏହି ଉପାୟଟିକୁ କରିବା ପାଇଁ ୧୦୦ ଗ୍ରାମ ମୁଗ ଡାଲି, ୫୦ ଗ୍ରାମ ଚାଉଳ, ୫୦ ଗ୍ରାମ ନାଲି ଲଙ୍କା, ଏକ ପ୍ୟାକେଟ ଲୁଣ, ଶହେ ଗ୍ରାମ ସୋରିଷ ତେଲ ଏବଂ ଏକ ବୋତଲ ପାଣି ନିଅନ୍ତୁ । ଏହି ସବୁ ସାମଗ୍ରୀକୁ ଆପଣ ମଙ୍ଗଳବାର ଦିନ ନେଇ କୌଣସି ପୁରୁଷ କିମ୍ବା ମହିଳାଙ୍କୁ ଦାନ କରିଦିଅନ୍ତୁ । ଏବଂ କାହାକୁ କିଛି ନ କହି ଚୁପ ଚାପ ଆପଣଙ୍କ ଘରକୁ ଚାଲିଆସନ୍ତୁ ।

ଆପଣ ଏହି ଉପାୟଟି କରିବା ଦ୍ଵାରା ଆପଣଙ୍କ ଭାଗ୍ୟର ସୂର୍ଯ୍ୟ ଉଦୟ ହେବ ଚାକିରି ଏବଂ ବ୍ୟାପାରରେ ଉନ୍ନତି ହେବ । ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆକର୍ଷିତ ହୋଇ ଆସିବେ । ଆପଣଙ୍କ ଘର ପରିବାର ଭିତରେ ଖୁସିର ଆଗମନ ହେବ । ଭଗବାନ ଶନିଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ । ଆପଣଙ୍କ ବୃହସ୍ପତି ଗ୍ରହ ମଜବୁତ ହୋଇଯିବ । ଆପଣଙ୍କ ଶୁକ୍ର ଗ୍ରହ ବି ମଜବୁତ ହେବ ।

ଏହି ଉପାୟ ଆପଣଙ୍କୁ ଏତେସବୁ ଲାଭ ଦେବ କି ତାହାର କଳନା ମଧ୍ୟ ଆପଣ କରିପାରିବେ ନାହିଁ । ଆପଣଙ୍କ ଜୀବନରେ ଯେତେ ଅଧିକ ଖରାପ ପରିସ୍ଥିତି ଥାଉ ନା କାହିଁକି ଆପଣ ଯେତେ ବି ଗରିବ ହୁଅନ୍ତୁ ନା କାହିଁକି ବାସ ଆପଣ ଏହି ଉପାୟଟିକୁ କରିବା ଦ୍ଵାରା ସମସ୍ତ ସମସ୍ୟା ଆପଣଙ୍କ ଜୀବନରୁ ଦୂର ହୋଇଯାଏ । ଆପଣ ଏହି ଉପାୟଟିକୁ କରିବା ପୂର୍ବରୁ କାହାକୁ ମଧ୍ୟ ଜଣାଇବା ଉଚିତ ନୁହେଁ ।

କାହାକୁ କିଛି ନ କହି ଆପଣ ଏହି ଉପାୟ କରିବା ଦ୍ଵାରା ହିଁ ଫଳ ପାଇପାରିବେ । ଆପଣ ଯେଉଁ କାମରେ ବି ହାତ ଦେବେ ତାହା ଆପଣଙ୍କର ସଫଳ ହେବ । କରଜରୁ ସହଜରେ ମୁକ୍ତି ପାଇବେ । ଆପଣ ନିଜ ଘରେ ସର୍ବଦା ଲୁଣକୁ କାଚର ପାତ୍ରରେ ରଖିବା ଉଚିତ । ଏହାକୁ ବହୁତ ଅଧିକ ଶୁଭ ମନାଯାଏ ।

ଶାସ୍ତ୍ର ଅନୁଯାୟୀ ଆପଣ ଧ୍ୟାନ ରଖନ୍ତୁ ସନ୍ଧ୍ୟା ସମୟରେ କାହାଠାରୁ ଲୁଣ ନେବା କିମ୍ବା ଦେବା ଉଚିତ ହୋଇନଥାଏ । ଯଦି ଆପଣ ଏହି ସମସ୍ତ କଥାକୁ ମନେ ରଖିବେ ତେବେ ଆପଣଙ୍କ ପାଇଁ ଲାଭଦାୟୀ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *