ଆଜି ହିଁ ତୁଳସୀର ପତ୍ର ରଖି ଦିଅନ୍ତୁ ଏହି ଜାଗାରେ, ଆପଣଙ୍କ 7 ପିଢୀ ପର୍ଯ୍ୟନ୍ତ ଧନରେ କରିବେ ରାଜ

ଯେଉଁ ବ୍ୟକ୍ତି ରବିବାର,ସଙ୍କ୍ରାନ୍ତି, ଗ୍ରହଣକୁ ଛାଡି ତୁଳସୀକୁ ଜଳ ଚଢାଇ ଥାଏ, ତୁଳସୀ ମନ୍ଦିର କି ତୁଳସୀଙ୍କ ମନ୍ତ୍ର ଗାଇଥାଏ । ଓଂ ନମଃ ତୁଳସିଆୟ ନମଃ  ଏହି ମନ୍ତ୍ରର ଜପ କରିଥାଏ ଓ ସନ୍ଧ୍ୟା ସମୟରେ ତୁଳସୀ ଗଛ ପାଖରେ ଦୀପ ଜଳାଇ ଥାଏ ସେଇ ଘରେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିଥାଏ ।

ଜୀବନର ସବୁ ସୁଖର ପ୍ରାପ୍ତି ହୋଇଥାଏ,ତାର ପାପ ନଷ୍ଟ ହୋଇଯାଇଥାଏ । ସେଇ ଲୋକକୁ ସ୍ଵର୍ଗରେ ସ୍ଥାନ ମିଳିଥାଏ । ସବୁ କଷ୍ଟରୁ ମୁକ୍ତି ମିଳିଥାଏ ।  ଆଜି ଆମେ ଆଲୋଚନା କରିବା ତୁଳସୀର ସହଜ ଓ ଖାସ ଉପାୟ ବିଷୟରେ ।

ହିନ୍ଦୁ ଧର୍ମ ହିସାବରେ ତୁଳସୀର ଆଠଟି ନାମ କୁହାଯାଇଛି । ଏହି ନାମକୁ ଯିଏ ବି ଜପ କରିଥାଏ ଜୀବନରେ ତାକୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ । ଏହା ସହିତ ଯଦି ଆପଣ ସକାଳ ସମୟରେ ତୁଳସୀକୁ ଜଳ ଅର୍ପଣ କରିଥାଉ ଓ ତୁଳସୀ ମାର ଧ୍ୟାନ କରିଥାଉ ଜୀବନରେ କୌଣସି ପ୍ରକାର ଅସୁବିଧା ହୋଇନଥାଏ । କେବେବି ଜୀବନରେ କୌଣସି ପ୍ରକାରର ସଙ୍କଟର ସମନ୍ନା କରିବାକୁ ପଡିନଥାଏ ଜୀବନରେ । ନା ଜୀବନରେ କିଛି ଅଭାବ ଆସିଥାଏ ପଇସାର ହେଉକି ଚାକିରିର ।

ସବୁ ପ୍ରକାର ଭୌତିକ ସୁଖ ଆପଣଙ୍କୁ ମିଳିଥାଏ । ଯଦି ଆମେ ଆଲୋଚନା କରିବା ଏକାଦଶୀ ଉପାୟ ବିଷୟରେ, ଯଦି ଆପଣ ଏକାଦଶୀ ଦିନ ସନ୍ଧ୍ୟା ସମୟରେ  ତୁଳସୀ ପାଖରେ ଯଦି ଗୋଟେ ଦୀପ ଜଳାଉଛନ୍ତି ସେଥିରେ ଘିଅ ଦିଅନ୍ତୁ ଓ ତାପରେ ତୁଳସୀର ପରିକ୍ରମା କରନ୍ତୁ । ଏମିତି ବ୍ୟକ୍ତି ଉପରେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀ ଅଶେଷ କୃପା ଦେଇଥାନ୍ତି । ତାର ଘର ପରିବାରରେ ପ୍ରେମ ସଯୋଗ ବନିଥାଏ ଓ ଧାନର କିଛି କମି ହୋଇନଥାଏ ।.

ଏବେ ଏକାଦଶୀ ଆସିଲେ ଏହି ଉପାୟ ଅବଶ୍ୟ କରିବେ ଓ ଏହି ଉପାୟ କରିସାରିବା ପରେ ଜାଣିବେ କେତେ ପ୍ରଭାବ ପଡୁଛି ବୋଲି । ତୁଳସୀ ଗଛରେ ଭଗବାନ ବିଷ୍ଣୁ ନିବାସ କରିଥାନ୍ତି । ଯଦି ଆମେ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିଥାଉ ମାତା ଲକ୍ଷ୍ମୀ ଆପେ ଆପେ ପ୍ରସନ୍ନ ହୋଇଥାନ୍ତି । ଯଦି ଆମେ କଳା ଦୁଦୁରା ବିଷୟରେ କଥା ହେବ, ଏହି କଳା ଦୁଦୁରାରେ ଭଗବାନ ସିବ ନିବାସ କରିଥାନ୍ତି ।

ତୁଳସୀର ଚେରରେ ବ୍ରହ୍ମାଙ୍କର ନିବାସ ହୋଇଥାଏ, ଏହି କାରଣରୁ ଯଦି ଆପଣ ଏହି ଉପାୟ କରୁଛନ୍ତି  ଆପଣଙ୍କୁ ବହୁତ ଫାଇଦା ମିଳିଥାଏ । ସବୁ ପ୍ରକାର ପୂଜା ପାଠରେ ତୁଳସୀର ମହତ୍ଵ ରହିଥାଏ ।  ପୂଜା ପାଠ କଲାବେଳେ ତୁଳସୀ ପତ୍ରକୁ ଛିଡେଇକି ଭଗବାନଙ୍କ ପାଖରେ ଭୋଗ ଲଗାନ୍ତୁ । ଏହିଭଳି ପୂଜା ପାଠ କାଲେ ଆପଣଙ୍କୁ ଧନ ଧାନ୍ୟର ପ୍ରାପ୍ତି ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *