ତୁଳସୀ ମୂଳରେ ଚୁପଚାପ ପୋତି ଦିଅନ୍ତୁ ଏହି ଜିନିଷ, ଆଉ ଦେଖନ୍ତୁ କେମିତି ବଢିବ ଧନ!

ହିନ୍ଦୁ ଧର୍ମରେ ତୁଳସୀକୁ ବହୁତ ଅଧିକ ମହତ୍ଵ ଦିଆଯାଇଛି । ତୁଳସୀ କୁ ଦେବୀଙ୍କ ଉପାଧି ପ୍ରାପ୍ତ ହୋଇଛି । ଏହାକୁ ଶ୍ରୀକୃଷ୍ଣ ଙ୍କର ଅର୍ଦ୍ଧାଙ୍ଗିନୀ ରୂପରେ ବି ମାନା ଯାଇଥାଏ । ତୁଳସୀର କେବଳ ଧାର୍ମିକ ମହତ୍ଵ ନୁହେଁ ବରଂ ବୈଜ୍ଞାନିକ ରୂପରେ ଦେଖାଯାଏ ତାହେଲେ ତୁଳସୀ ସ୍ଵାସ୍ଥ ପାଇଁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ବାସ୍ତୁ ହିସାବରେ ବି ତୁଳସୀ ଘରେ ରହିବା ବହୁତ ଉପକାରୀ ହୋଇଥାଏ । କୁହାଯାଏ କି ଘରର ଅଗଣାରେ ବା ଛାତ ଉପରେ ତୁଳସୀର ଗଛ ଲଗାଇବା ଦ୍ଵାରା ପୁରା ମାହୋଲ ସକାରାତ୍ମକ ହୋଇଯାଇଥାଏ । ତୁଳସୀ ନକରାତ୍ମକ ଶକ୍ତିକୁ ବାହାରକୁ ବାହାର କରିଦେଇ ଥାଏ ।

ତୁଳସୀ ଲଗାଇଲେ ଘରକୁ ଖୁସି ଆସିଥାଏ । ଯେଉଁ ଲୋକ ତୁଳସୀ ଗଛ ଲଗାଇ ସେଥିରେ ପାଣି ଦେଇ ତାର ପୂଜାପାଠ କରନ୍ତି ,ତୁଳସୀ ଆଗରେ ସକାଳେ ସନ୍ଧ୍ୟାରେ ଅଗରବତୀ ନିହାତି ଜଳାନ୍ତୁ ଏହା ସହିତ ସନ୍ଧ୍ୟା ସମୟରେ ତୁଳସୀ ଗଛ ପାଖରେ ଦୀପ ବି ଜଳାନ୍ତୁ । ଏମିତି କରିବା ଦ୍ଵାରା ତୁଳସୀ ମାତା ପ୍ରସନ୍ନ ହୋଇ ଘରକୁ ଆସୁଥିବା ସମସ୍ୟାକୁ ରୋକୀ ଥାନ୍ତି ।

ଆଜି ଆମେ ଆପଣଙ୍କୁ ତୁଳସୀ ବିଷୟରେ ଏମିତି କଥା କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତୁଳସୀ ଘରର ମାହୋଲକୁ ସକାରାତ୍ମକ କରିବା ଛଡା ଆପଣଙ୍କୁ ଧନ ସମ୍ବନ୍ଧିତ ଲାଭ ବି ଦେଇ ପାରେ । ଯଦି ଆପଣ ତୁଳସୀର ଗୋଟିଏ ଖାସ ଉପାୟ କରିବେ ତାହେଲେ ଆପଣଙ୍କ ଘରେ ଥିବା ପଇସା ଦଶ ଗୁଣ ପର୍ଯ୍ୟନ୍ତ ବଢିଯିବ ।

ତୁଳସୀ ମାତାଙ୍କ ଠାରୁ ପଇସା ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ତୁଳସୀ କୁଣ୍ଡରେ ଗୋଟିଏ ରୂପା ମୁଦ୍ରା ପୋତିବାକୁ ପଡିବ । ଏହାକୁ ପୋତିବା ପାଇଁ ଗୋଟିଏ ଠିକ ତରିକା ଥାଏ ଯାହାକୁ ଆପଣଙ୍କୁ ଆପଣାଇବାକୁ ପଡିବ । ଗୋଟିଏ ନୂଆ ରୂପାର ମୁଦ୍ରାକୁ ଆଣି ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ଚରଣରେ ରଖି ଦିଅନ୍ତୁ । ଏହାପରେ ମାଙ୍କ ସାମନାରେ ଦୁଇଟି ଘିଅର ଦୀପ ଜଳାନ୍ତୁ ଏବଂ ଏହା ସହିତ ଚାରୋଟି ଅଗରବତୀ ବି ଲଗାନ୍ତୁ । ଗୋଟିଏ ଦୀପରେ ଲକ୍ଷ୍ମୀଙ୍କର ଆଳତି କରନ୍ତୁ ।

ଏହାପରେ ତାଙ୍କ ସାମନାରେ ରଖିଥିବା ମୁଦ୍ରାର ହଳଦୀ ,ସିନ୍ଦୁର ଏବଂ ଚାଉଳରେ ପୂଜା କରନ୍ତୁ । ଏବେ ଦିତୀୟ ଦୀପକୁ ଏବଂ ଲକ୍ଷ୍ମୀଙ୍କ ସାମନାରେ ଲାଗିଥିବା ଦୁଇଟି ଅଗରବତୀ ଉଠାଇ ତାହାକୁ ତୁଳସୀ ମାତାଙ୍କ ଗଛ ସାମନାରେ ଲଗାଇ ଦିଅନ୍ତୁ । ଏହାପରେ ରୂପାର ମୁଦ୍ରାକୁ ତୁଳସୀ କୁଣ୍ଡ ଭିତରେ ଥିବା ମାଟିରେ ପୋତି ଦିଅନ୍ତୁ । ତାହା ଉପରେ ୨ଟି ଅଗରବତୀ ଲଗାଇ ଦିଅନ୍ତୁ । ଏହା କରିବା ସମୟରେ ଆପଣଙ୍କୁ କେହି ନଦେଖିବା ଉଚିତ । ବାହାର ଲୋକଙ୍କୁ ଜଣା ନପଡିବା ଦରକାର କି ଆପଣ କୁଣ୍ଡ ଭିତରେ ରୂପାର ମୁଦ୍ରା ପୋତିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *