ତୁଳସୀ ପତ୍ର ଏହି ବାରରେ ତୋଳିବା ଉଚିତ ନୁହେଁ ? ନଚେତ ମାଡିଆସେ ଦାରିଦ୍ର୍ୟତା

ତୁଳସୀ ପତ୍ର ଆମ ଭାରତୀୟ ମାନ୍ୟତା ଅନୁଯାଇ ବହୁତ ପବିତ୍ର ହୋଇଥାଏ ଏହା ଭଗବାନ ବିଷ୍ଣୁଙ୍କ ପ୍ରିୟ ହୋଇଥାଏ । ତେବେ କଣ ଆପଣ ଜାଣିଛନ୍ତି ତୁଳସୀ ପତ୍ର ତୋଳିବାର ଉଚିତ ସମୟ କଣ ଓ ଏହାକୁ କେଉଁ ବାର କେଉଁ ସ୍ଥିତିରେ ତୋଳିବା ଉଚିତ ।

ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ତୁଳସୀ ପତ୍ର ଓ ବେଲ ପତ୍ର କେବେ ବାସୀ ହୋଇ ନଥାଏ ଏହା ସୁଖୀ ଗଲେ ମଧ୍ୟ ଭଗବାନଙ୍କ ପାଖରେ ଅର୍ପଣ କରା ଯାଇ ପାରିବ । ତେବେ ଆସନ୍ତୁ ଜାଣିବା କେବେ ତୋଳିବା ତୁଳସୀ ପତ୍ର ।

Image Courtesy: Google

୧. କୌଣସି ପୂଜା ପର୍ବରେ ଆପଣଙ୍କ ଘରେ କଳସ ବସିଥାଏ ତେବେ ପୂଜା ପର୍ବରେ କଳସ ପଣ୍ଡିତଙ୍କୁ ବସେଇବାକୁ ଦିଅନ୍ତୁ ଆପଣଙ୍କ ପାଇଁ ଶୁଭକାରୀ ହବ । ଏହା ଛଡା ତୁଳସୀ ପତ୍ରରେ ପୂଜା ପରେ ସେହି କଳସ ପାଣି ପୁରା ଘରେ ଓ ଘର ଲୋକଙ୍କ ଉପରେ ଛିଞ୍ଚାଡି ଦିଅନ୍ତୁ, ଏହା ଦ୍ଵାରା ଘର ସୁଖ ଶାନ୍ତି ରହିଥାଏ ଓ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଆମ୍ବ ପତ୍ରରେ କଳସ ପାଣି ଛିଞ୍ଚିଲେ ଘର ବାସ୍ତୁ ଦୋଷ ଦୂର ହୋଇଥାଏ । ଯଦି ଆପପନ ସେହି ପାଣିକୁ ଫୁଲ ଦ୍ଵାରା ଛିଞ୍ଚନ୍ତି ତେବେ ଘର ପରିବାର ଲୋକଙ୍କ ମଧ୍ୟରେ ପ୍ରେମ ସହାନୁଭୁତି ବଢିବାକୁ ଲାଗିଥାଏ ଓ ଯଦି ଆପଣ ଦୁଭ ଦ୍ଵାରା ପଣି ଛିଞ୍ଚିବେ ତେବେ ଛୋଟ ଛୋଟ ଛୁଆଙ୍କ ବୁଦ୍ଧି ବିକାଶ କରିଥାଏ ।

Image Courtesy: Google

୨. ପୁର୍ଣିମାରେ ଅମାବସ୍ୟାରେ, ଦ୍ଵାଦଶୀରେ ଏବଂ ସଙ୍କରାନ୍ତିରେ ତୁଳସୀ ପତ୍ର ଛିଣ୍ଡେରିବା ଉଚିତ ନୁହ, ତେବେ ବହୁତ ଲୋକଙ୍କ ଏହା ପ୍ରଶ୍ନ ରହିବ ଯେ ପ୍ପୁଜା କେମିତି କରିବା ତେବେ ଜାଣିରଖନ୍ତୁ ତୁଳସୀ ପତ୍ର କେବେ ବାସୀ ହୁଏ ନାହିଁ ଆପଣ ଗୋଟେ ଦିନ ଆଗରୁ ତୋଳା ହୋଇଥିବା ପତ୍ର ପୂଜା ପାଇଁ ବ୍ୟବହାର କରି ପାରିବେ ।

Image Courtesy: Google

୩. ବହୁତ ଲୋକ ଏମିତି ହୋଇଥାନ୍ତି ଯାହାଙ୍କ ଜୀବନରେ କୌଣସି କାମ ପାଇଁ ସେ ବହୁତ ଅସୁବିଧାରେ ପଡିଥାନ୍ତି କୌଣସି ଚାକିରି ବା ବ୍ୟବସାୟ ପାଇଁ ଜଣଙ୍କ ପାଖରେ ବାରମ୍ବାର ଯାଉଛନ୍ତି କିନ୍ତୁ କାମ ହଉନି ତେବେ ମନେ ରଖନ୍ତୁ ଘରୁ ବାହାରିବା ଆଗରୁ ସ୍ନାନ ଇତ୍ୟାଦି ସାରି ଗୀତାର ସେସ ଶ୍ଳୋକ ୨୧ ଥର ପାଠ କରନ୍ତୁ ଓ ଭଗବାନଙ୍କ ପାଖରେ ମୁଣ୍ଡିଆ ମାରି ଯାନ୍ତୁ ଦେଖିବେ ଆପଣଙ୍କ ଅଟକିଥିବା କାର୍ଯ୍ୟ ସେହି ଦିନ ପୂର୍ଣ୍ଣ ହବ ।

Image Courtesy: Google

୪. ବହୁତ ଲୋକ ସୂର୍ଯ୍ୟଙ୍କୁ ସ୍ନାନ ପରେ ପାଣି ଢାଳିଥାନ୍ତି ତେବେ ଆପନାଙ୍କୁ ସୂର୍ଯ୍ୟଙ୍କୁ ପାଣି ଦବା ସମୟରେ ଏହି ସବୁ କଥା ମନେ ରଖିବା ଉଚିତ ପାଣି ତାଜା ହବା ଉଚିତ, ପାଣି ତମ୍ବା ଢାଲରେ ନିଅନ୍ତୁ ଓ ସବୁଠାରୁ ମହତ୍ଵପୂର୍ଣ୍ଣ କଥା ହେଲା ପାଣି ଢାଳିବା ବେଳେ ଯେମିତି ପାଣି କୌଣସି ଗଛ ମୂଳରେ ପଡିବା ଉଚିତ ଏହା ସବୁ ଦ୍ଵାରା ଆପଣଙ୍କୁ ବହୁତ ଭଲ ଶୁଭ ଫଳ ମିଳିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *