ନୂଆବୋହୂ ସିରିଏଲର ଅଭିନେତ୍ରୀ ନୟନ ତାରାଙ୍କ Family Album

ଆପଣ ମାନେ ସମସ୍ତେ ଓଡିଆ ସିରିଏଲ ଦେଖିବା ବହୁତ ପସନ୍ଦ କରୁଥିବେ ତେବେ ଘରେ ବସି ପରିବାର ଲୋକଙ୍କ ସହ ସିରିଏଲ ଦେଖିବାର ମଜା ବହୁତ ଅଲଗା ହୋଇଥାଏ । ବର୍ତମାନ ନୂଆବୋହୂ ସିରିଏଲ ର ଟିଆରପି ବହୁତ ବଢିବାକୁ ଲାଗିଛି କାହିଁକିନା ଏହାର କାହାଣୀ ଦିନକୁ ଦିନ ଲୋକଙ୍କୁ ଦେଖିବା ପାଇଁ ମଜବୁର କରୁଅଛି ।

ତେବେ କଣ ଆପଣ ଏହି ସିରିଏଲ ନୟନ ତାରା ଅଭିନେତ୍ରୀଙ୍କ ବିଷୟରେ ଜାଣିଛନ୍ତି ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି ମୁଖ୍ୟ କଥା କହିବାକୁ ଯାଉଛୁ ।

Image Courtesy: Google

ନୟନ ତାରା ନୂଆବହୁ ସିରିଏଲ ମୁଖ୍ୟ ଅଭିନେତ୍ରୀଙ୍କ ନାମ କିନ୍ତୁ କଣ ଆପଣ ତାଙ୍କ ଭଲ ନାମ ଜାଣିଛନ୍ତି । ତାଙ୍କ ଭଲ ନାମ ପ୍ରିୟଙ୍କା ଅଟେ, ତେବେ ନୂଆବୋହୂ ସିରିଏଲରେ ପ୍ରିୟଙ୍କାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି ତେବେ ଏହି ସିରିଏଲରେ ପ୍ରିୟଙ୍କା ସାତ୍ଵିକ ଭଲ ସାଙ୍ଗ ରୂପରେ ସାମ୍ନାକୁ ଆସିଛନ୍ତି ।

Image Courtesy: Google

ପ୍ରିୟଙ୍କା ନିଜ କେରିଅରରେ ବହୁତ କଷ୍ଟ କରି ଆଗାକୁ ବଢିଛନ୍ତି ଖବର ଅନୁଯାଇ ପ୍ରିୟଙ୍କା ବହୁତ ଗୁଡେ ମଡଲୀଙ୍ଗ ଓ ତା ସହ ଆଲବମ ମଧ୍ୟ କରିଛନ୍ତି ଯାହା ବହୁତ ସୁପର ହିଟ ହୋଇଥିଲା ଯାହା ପରେ ତାଙ୍କୁ ସିରିଏଲରେ କାମ ମିଳିଥିଲା ଓ ତାଙ୍କ ଅଭିନୟ ସିରିଏଲରେ ଏତେ ଭଲ ଅଛି ଯେ ଖବର ଆସୁଛି ଯେ ବହୁତ ଶୀଘ୍ର ଆପାନ ନୟନ ତାରାଙ୍କୁ ବା ପ୍ରିୟଙ୍କାଙ୍କୁ ଚଳଚିତ୍ରରେ ଦେଖିବାକୁ ପାଇବେ ।

Image Courtesy: Google

ପ୍ରିୟଙ୍କା ନିଜ କାମ ପାଇଁ ବହୁତ ଧ୍ୟାନ ଦିଅନ୍ତି ଓ ତାଙ୍କ ସୁନ୍ଦରତା ଆପଣ ମାନେ ସିରିଏଲରେ ଦେଖିବାକୁ ପାଇ ପାରୁଥିବେ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯେ ପ୍ରିୟଙ୍କା ନିଜ ଭୁବନେଶ୍ଵର ଘରେ ନିଜ ବାପା ମା ଓ ଭାଇ ସହ ରୁହନ୍ତି । ତାଙ୍କ ପରିବାର ତାଙ୍କୁ ସବୁ ପ୍ରକାର ଷପୋର୍ଟ କରିଥାନ୍ତି । ପ୍ରିୟଙ୍କା ନିଜ ସୁନ୍ଦରତା ରଖିବା ପାଇଁ ଡାଇଟ ଅନୁଯାଇ ଖାଦ୍ଯ ସେବନ କରନ୍ତି ଏହା ଛଡା ନିଜ ଶରୀର ଉପରେ ତାଙ୍କର ବହୁତ ଧ୍ୟାନ ରହିଥାଏ ।

Image Courtesy: Google

କଣ ଆପଣ ଜାଣିଛନ୍ତି ପ୍ରିୟଙ୍କା ନିଜ ବଡି ଫିଟ ରଖିବା ପାଇଁ ଜିମ ମଧ୍ୟ ଯାଇଥାନ୍ତି । ତେବେ ଜିମ କରିବା ସହ ପୋଶତିକ ଖାଦ୍ୟ ଖାଇଲେ ଆମ ସ୍ୱାସ୍ଥ୍ୟ ଭଲ ରହିଥାଏ ଏହା ସମସ୍ତେ ଜାଣିଛନ୍ତି କିନ୍ତୁ ବହୁତ କମ ଲୋକ କରିଥାନ୍ତି ପ୍ରିୟଙ୍କା ନିଜ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଏହି ଉପାୟ କରନ୍ତି ବହୁତ ଭଲ କଥା ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *