ଦୁନିଆରେ ଯେତେବେଳେ ଜଣେ କାହା ସହ କାମ କରିବା ଆରମ୍ଭ କରିଥାଏ ସେତେବେଳେ ବହୁତ ସମୟ ଧରି ଏକାଠି ରହିବା ଦ୍ଵାରା ଦୁହିଙ୍କୁ ପ୍ରେମ ହୋଇଥାଏ ତେବେ ଟିଭି ଦୁନିଆରେ ଏହା ବହୁତ ସାମାନ୍ୟ ଅଟେ । ପ୍ରାୟତଃ ଏକାଠି କାମ କରୁଥିବା କୋ ଏକ୍ଟର ମାନଙ୍କ ସହ ଅଭିନେତ୍ରୀ ମାନଙ୍କୁ ପ୍ରେମ ହୋଇଥାଏ ଓ ଦୁହେଁ ସିରିଏଲରେ ମଧ୍ୟ ଏକାଠି କାମ କରିବା ପସନ୍ଦ କରନ୍ତି ।
କିନ୍ତୁ ଟିଭି ଦୁନିଆରେ ଯେତେ ଶୀଘ୍ର ସମ୍ପର୍କ ବଢିଥାଏ ସେତେ ଶୀଘ୍ର ଭାଙ୍ଗି ମଧ୍ୟ ଯାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପ୍ରେମ ଅନ୍ୟ ସହ କଲେ ଓ ବିବାହ ଆଉ ଜଣଙ୍କ ସହ ।

୧. ଦିବ୍ୟଙ୍କା ତ୍ରିପାଠୀ :
ଦିବ୍ୟଙ୍କା ଟିଭି ଦୁନିଆ ବହୁତ ବଡ ନା ଅଟନ୍ତି ତାଙ୍କ ସିରିଏଲ ସମସ୍ତେ ଦେଖିବା ପସନ୍ଦ କରନ୍ତି, ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଅଟେ । ଦିବ୍ୟଙ୍କା ବହୁତ ଆଗରୁ ଟିଭି ଦୁନିଆରେ କାମ କରୁଛନ୍ତି ତାଙ୍କ ସିରିଏଲ “ବନୁ ମେ ତେରି ଦୁଲହନ” ରେ ତାଙ୍କ କୋ ଏକ୍ଟର ଥିଲେ ଶରଦ, ଦୁହିଙ୍କ ପ୍ରେମ କାହାଣୀ ଏହି ସିରିଏଲରୁ ଆରମ୍ଭ ହେଲା ଓ ୭ ବର୍ଷ ଡେଟ କରିବା ପରେ ଶରଦ ଦିବ୍ୟଙ୍କାଙ୍କୁ ଛାଡି ଦେଲେ ଯାହା ପରେ ଦିବ୍ୟଙ୍କା ବହୁତ ଡିପରେସନ ରେ ଚାଲି ଯାଇଥିଲେ କିନ୍ତୁ କିଛି ବର୍ଷରେ ସେ ଭଲ ହୋଇ ଗଲେ ଓ ତା ପରେ ତାଙ୍କ ଜୀବନରେ ବିବେକ ଦହିୟା ଆସିଲେ ଯାହା ସହ ବିବାହ କରି ଦିବ୍ୟଙ୍କା ବର୍ତମାନ ବହୁତ ଖୁସି ଅଛନ୍ତି ।

୨. ରୁବିନା ଦିଲାଇକ :
ରୁବିନା ଦିଲାଇକ ଛୋଟୀ ବହୁ ଠାରୁ ନିଜ ସିରିଏଲ ଦୁନିଆ ଆରମ୍ଭ କରିଥିଲେ ଏହି ସିରିଏଲରେ ଅଭିନାଶ ସଚିଦେବ ମୁଖ୍ୟ ଅଭିନେତା ଥିଲେ ଦୁହିଙ୍କ କାମ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ରୁବିନା ଓ ଅଭିନାଶ ପ୍ରେମ ବହୁତ ବର୍ଷ ପର୍ଯ୍ୟନ୍ତ ରହିଲା କିନ୍ତୁ ବିବାହ ହେଲା ନାହିଁ ବିବାହ ଆଗରୁ ଦୁହେଁ ଅଲଗା ହୋଇଗଲେ ଓ ଅଭିନାଶ ଶିବାଙ୍ଗୀ ସହ ବିବାହ କରିଥିଲେ ଯାହା ପରେ ରୁବିନା ଅଭିନବ ଶୁକ୍ଲା ସହ ବିବାହ କଲେ ଯିଏ ଜଣେ ଅଭିନେତା ଅଟନ୍ତି ।

୩. କରନ ପଟେଲ :
କରନ ପଟେଲ ଟିଭି ଇଣ୍ଡଷ୍ଟ୍ରି ବହୁତ ବଡ ନା ଅଟେ, କରନ ପ୍ପାଟେଲ ନା ଗୋଟେ ଟାଇମରେ କାମୟା ପଞ୍ଜାବୀଙ୍କ ସହ ଯୋଡା ହୋଇଥିଲା । ଦୁହିଙ୍କ ଦେଖା ବିଗ ବସ ରିଆଲିଟି ସୋରେ ହୋଇଥିଲା ବହୁତ ବର୍ଷ ପର୍ଯ୍ୟନ୍ତ ଦୁହେଁ ଏକାଠିଥିଲେ କିନ୍ତୁ କିଛି ବର୍ଷ ପରେ କରନ କାମୟା ଠାରୁ ସମ୍ପର୍କ ଭାଙ୍ଗି ଅଙ୍କିତା ଭାର୍ଗବ ସହ ବିବାହ କରିଥିଲେ ।
ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।